ଲକ୍‌ଡାଉନରେ ପୁଅର ଚୁଟି କାଟୁଛନ୍ତି ଶୈଫ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଚାଲିଛି ଲକ୍‌ଡାଉନ୍‌। ଏହି ସମୟରେ ସମସ୍ତେ ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ବିଶେଷ ଭାବେ ଘରଲୋକଙ୍କ ପାଇଁ ହାତରେ ସମୟ ନ ଥିବା ସେଲିବ୍ରିଟିମାନେ ଏବେ ଅଧିକାଂଶ ସମୟ ନିଜ ପରିବାର ସହ କାଟୁଛନ୍ତି। ଆଉ ଏହାର କିଛି କିଛି ଦୃଶ୍ୟ ଅବା ଫଟୋ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି। ନିକଟରେ ବଲିଉଡ୍‌ ବେବୋ କରିନା କପୁର ଖାଁ ପୁଅ ତୈମୁର ଓ ସ୍ବାମୀ ଶୈଫ ଅଲି ଖାଁଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ସେହି ଫଟୋରେ ଲକ୍‌ଡାଉନ ସମୟରେ ଘରେ ରହି ଶୈଫ ପୁଅ ତୈମୁରଙ୍କ ଚୁଟି କାଟୁଥିବା ଦେଖାଯାଇଛି। ଏହି ଫଟୋ ସହ କରିନା କ୍ୟାପଶନରେ ଲେଖିଛନ୍ତି, ହେୟାର କଟ୍‌ କାହାକୁ ଦରକାର? ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ଅଭିନୟ ପ୍ରେମୀ ରୋହନ

‘ଯାତ୍ରା ଏମିତି ଏକ କ୍ଷେତ୍ର ଯେଉଁଠି ପୁରସ୍କାର ସଙ୍ଗେ ସଙ୍ଗେ ମିଳିଥାଏ। ସେଥିପାଇଁ ଅପେକ୍ଷା କରିବାକୁ ପଡ଼େନା।’ ଏକଥା କହନ୍ତି ସିରିଏଲ୍‌ରୁ ଯାତ୍ରାକୁ ଆସି ନିଜ...

ପରଦାରେ ବିଶ୍ୱରୂପ

ଆକ୍ସନଭିତ୍ତିକ ଓଡିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍‌’ ଚଳିତ ମାସ ୧୩ ତାରିଖରେ ପରଦା ଉପରକୁ ଆସୁଛି। ଚଳଚ୍ଚିତ୍ରର ମେଲ୍‌ ଲିଡ୍‌ରେ ଅଭିନୟ କରିଥିବା କଳାକାରଙ୍କର...

ରିଲିଜ୍‌ ହେଲା ‘ସାହୋ’ର ଟିଜର: ଦେଖିବାକୁ ମିଳୁଛି ପ୍ରଭାସଙ୍କ ଆକ୍ସନ ସହ ରୋମାନ୍ସ

ମୁମ୍ବାଇ: ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ର ଟିଜର। ଏଥିରେ ରୋମାନ୍ସ ସହ ଭରପୂର ଆକ୍ସନ ଦେଖିବାକୁ ମିଳୁଛି। ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା...

୨୦୨୦ର ଫିଲ୍ମ କ୍ୟାଲେଣ୍ଡର: ରିଲିଜ୍‌ ଅପେକ୍ଷାରେ ରହିଛି ବିଗ୍‌ ବଜେଟ୍‌ର ୨୨ରୁ ଅଧିକ ଫିଲ୍ମ

ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ବର୍ଷ ୨୦୧୯। ଆଗାମୀ ବର୍ଷକୁ ସ୍ବାଗତ କରିବା ଲାଗି ଏବେଠୁ ସଜବାଜ ହେବାକୁ ଲାଗିଲେଣି ଅନେକେ। ଏସବୁରେ...

ସବୁଜାଗା କଳାକାର ପାଇଁ ଶ୍ରେଷ୍ଠ ମଞ୍ଚ

ପିଲାଟିଦିନୁ ମୁହଁରେ ପାଉଁଶ ମାଖି ମିଛିମିଛିକା ନାଟକ କରୁ କରୁ ପାଲଟିଛନ୍ତି ସତ ନାଟକର ସଫଳ କଳାକାର। ନାଟକର ନିଶା ଓ ପେସାକୁ ଏକାସାଙ୍ଗରେ ନେଇ...

ରଣବୀରଙ୍କ ନାୟିକା ସାଜିବେ ଶାଳିନୀ

ବମ୍ବେ: ନିଜର ଆଗାମୀ ଚଳଚ୍ଚିତ୍ରରେ ଜଣେ ଦକ୍ଷିଣ ଭାରତୀୟ ହିରୋଇନ୍‌ଙ୍କ ସହ ରୋମାନ୍ସ କରିବେ ରଣବୀର ସିଂହ। ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ରେ ଅଭିନେତ୍ରୀ ଶାଳିନୀ ପାଣ୍ଡେଙ୍କ...

ସାଉଥ୍‌ ଫିଲ୍ମରେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅଭିନୟ ଓ ନୂଆ ନୂଆ ପ୍ରୋଜେକ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨୦୧୮ରେ ଫିଲ୍ମ ‘ଧଡକ୍‌’ରୁ...

ଫିଲ୍ମରୁ ଦୂରେଇଲେ ଅମିତାଭ୍‌ ବଚ୍ଚନ୍‌

ମୁମ୍ବାଇ: ଯିଏ ବଲିଉଡ୍‌ର ଫ୍ୟାନ୍‌, ସେ ବିଗ୍‌ ବି ଅମିତାଭ୍‌ ବଚ୍ଚନ୍‌ଙ୍କ ଫ୍ୟାନ୍‌ ହୋଇଥିବ ନିଶ୍ଚୟ। ଏଣୁ ଆମ ସମସ୍ତଙ୍କ ପାଇଁ ଏକ ଦୁଃଖ ଖବର।...

Leave a comment

Your email address will not be published. Required fields are marked *