Posted inଫୁରସତ

ସ୍ବାମୀଙ୍କ ସ୍ମୃତିରେ ୭୩ ହଜାର ଗଛ ଲଗେଇଲେଣି ମହିଳା

ବେଙ୍ଗାଲୁରୁ, ୧୨।୬: ପରିବେଶକୁ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସମାଜର କିଛି ବ୍ୟକ୍ତି ଆଗେଇ ଆସନ୍ତି। ସେମାନଙ୍କୁ ମଧ୍ୟରେ ଜଣେ ହେଲେ ବେଙ୍ଗାଲୁରୁର ଜେନେଟ ଯଜ୍ଞଶ୍ୱରନ୍‌। ୨୦୦୫ରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ସେ ତାଙ୍କ ସ୍ମୃତିରେ ଏକ ନିଆରା କାମ କରିବା ପାଇଁ ମନରେ ଭାବିଥିଲେ। ୨୦୦୬ରୁ ସେ ଗଛ ଲଗାଇବା ଆରମ୍ଭ କଲେ। ଆଜକୁ ପ୍ରାୟ ୧୩ବର୍ଷ ହେବ ସେ ୭୫ ହଜାର ଗଛ ଲଗାଇସାରିଲେଣି। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସେ ନିଜ ସ୍ବାମୀଙ୍କ ନାମରେ ରାଜନେଟ୍‌ ଯଜ୍ଞଶ୍ୱରନ ଚାରିଟେବୁଲ ଟ୍ରଷ୍ଟ ସ୍ଥାପନା କଲେ ୬୫ବର୍ଷୀୟ ଜେନେଟ। ଏହି ଟ୍ରଷ୍ଟ ଜରିଆରେ ସେ ଲୋକଙ୍କୁ ଗଛ ଲଗାଇବା ପାଇଁ ପ୍ରୋତ୍ସାହିତ କରୁଛନ୍ତି।


All Right Reserved By

ଯେଉଁଠି କଦଳୀ ଗଛକୁ ବିବାହ କରନ୍ତି ଝିଅ

ବିଶ୍ୱରେ ଏମିତି ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ପ୍ରକାରର ଅଦ୍ଭୁତ ପରମ୍ପରା ପ୍ରଚଳିତ। ଏଭଳି ଏକ ଅଦ୍ଭୁତ ପରମ୍ପରା ରହିଛି ଆସାମର ସୋଲମାରୀ ଗାଁରେ।...

ମିଳିବ ପ୍ରାଣୀ-ପାଳନ ଛୁଟି

ଘରେ ଯଦି କେହି ପ୍ରାଣୀ ଅର୍ଥାତ ଗୃହପାଳିତ ପଶୁ ପାଳନ କରୁଛନ୍ତି ତା’ହେଲେ ସେମାନଙ୍କୁ ପ୍ରାଣୀ-ପାଳନ ଛୁଟି ମିଳିବ। ଅବଶ୍ୟ ଏଭଳି ଏକ ଛୁଟି ବିଷୟ...

ରାଶନ ପାଇଁ ଲୋକେ ରାସ୍ତାରେ ଆଣ୍ଟେନା ଧରି ବୁଲୁଛନ୍ତି

ଯୋଜନାରୁ ଦୁର୍ନୀତି ଦୂର କରିବା ପାଇଁ ଏବେ ରାଶନ ବ୍ୟବସ୍ଥାକୁ ଅନଲାଇନ କରାଯାଇଛି। ଏହା ସ୍ବାଗତଯୋଗ୍ୟ । କିନ୍ତୁ ଝାଡ଼ଖଣ୍ଡର ଖୁଣ୍ଟି ଅଞ୍ଚଳର ନିଲମା ପଞ୍ଚାୟତ...

ରହସ୍ୟମୟ ପାତାଳଗଙ୍ଗା, ଅନ୍ତର୍ଦ୍ଧାନ ହୋଇଯାଉଛି ଜଳ

ପାତାଳଲୋକର ପାତାଳଗଙ୍ଗା ବିଷୟରେ ଅନେକେ କିଛି ଜ୍ଞାନ ନିଶ୍ଚୟ ଆହରଣ କରିଥିବେ। କିନ୍ତୁ ଏକ ପ୍ରାଚୀନ ଗୁମ୍ଫାରେ ପ୍ରବାହିତ ହେଉଥିବା ପାତାଳଗଙ୍ଗା ଏବେ ରହସ୍ୟଘେରରେ ରହିଛି।...

ବ୍ୟକ୍ତିତ୍ୱ: ସମାଜ ସଚେତକ ସ୍ରଷ୍ଟା ମୁଲକ ରାଜ ଆନନ୍ଦ

କେବଳ ଏହି ଗୋଟିଏ ଉପନ୍ୟାସ ନୁହେଁ; ସେ ତାଙ୍କ ପ୍ରତ୍ୟେକ ରଚନାରେ ସମାଜର ଅବ୍ୟବସ୍ଥାକୁ ଆଗକୁ ଆଣିଛନ୍ତି। ସେଥିଲାଗି ଯଥାର୍ଥରେ ତାଙ୍କୁ ଜଣେ ସମାଜ ସଚେତକ...

ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାର ଫଳ

ଗୋଟିଏ ଗଛରେ ୪୦ ପ୍ରକାର ଫଳ ଫଳୁଥିବା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେରିକାର ଭିଜୁଆଲ ଆର୍ଟସର ପ୍ରଫେସର ଓ୍ବାନ କେନ୍‌ ଏମିତି ଏକ...

ଘରେ କାହିଁକି ରଖାଯାଏ ଲାଫିଂ ବୁଦ୍ଧ, କ’ଣ ରହିଛି ଏହାର ବିଶେଷତ୍ତ୍ୱ

ଲୋକମାନେ ନିଜ ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ବିଭିନ୍ନ ପ୍ରକାରର ଶୁଭ ଜିନିଷ ରଖିଥାନ୍ତି। ହିନ୍ଦୁ ଧର୍ମ ଅନୁସାରେ ଶୁଭ ପ୍ରତୀକକୁ ଘରେ ରଖିଲେ...

ଟାଇଟନ୍‌କୁ ଯିବ ରୋଟରକ୍ରାଫ୍ଟ

ପୃଥିବୀରେ ଜୀବ ଜଗତ ଆରମ୍ଭ ହେବା ସମୟରେ ଯେଭଳି ବାୟୁମଣ୍ଡଳ ଥିଲା ତାହା ସେଠାରେ ରହିଛି ବୋଲି ନାସାର ଗବେଷକମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *