Posted inଜାତୀୟ

୮ ମହଲାରୁ ୨ଟି ପୋଷା କୁକୁର ଛୁଆକୁ ଫୋପାଡି ମାଲିକ ଗିରଫ

ଗୁରୁଗ୍ରାମ, ୧୨।୬: ୮ ମହଲାରୁ ୨ଟି ପୋଷା କୁକୁର ଛୁଆକୁ ଫୋପାଡି ଗିରଫ ହୋଇଛନ୍ତି ମାଲିକ। ଦିଲ୍ଲୀର ଗୁରୁଗ୍ରାମରେ ଏଭଳି ଘଟଣା ଘଟିଛି। ସେକ୍ଟର ୬୫ରେ ରହୁଥିବା ଅଜହର ଅବଦୁଲ ହୁସେନ ନିଜର ଦୁଇଟି ପୋଷା କୁକୁର ଛୁଆକୁ ୮ ମହଲା ଉପରୁ ତଳକୁ ଫୋପାଡି ଦେଇଥିଲେ। ଫଳରେ କୁକର ଛୁଆ ୨ଟିର ମୃତ୍ୟୁ ହୋଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଦୁଇଜଣ ମହିଳା ଏହି ଘଟଣାକୁ ଦେଖି ସୋସିଆଲ ମିଡିଆରେ ଛାଡିବା ସହ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ କରି ଅଜହରଙ୍କୁ ଗିରଫ କରିଛି। ଅଜହର ପେଶାରେ ଜଣେ ଡାକ୍ତର ବୋଲି ପୋଲିସ ସୂଚନା ଦେଇଛି।


All Right Reserved By

ପାକିସ୍ତାନରେ ସଂଖ୍ୟାଲଘୁ ଯୁବତୀଙ୍କ ସହ ପ୍ରଥମେ ସମୟ ବିତାନ୍ତୁ ମଲାଲା: ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୫।୯: ନୋବେଲ ଶାନ୍ତି ପୁରସ୍କାର ବିଜେତା ଏବଂ ପାକିସ୍ତାନରେ ଶିକ୍ଷା ଅଧିକାର ପାଇଁ କାମ କରୁଥିବା ୨୨ବର୍ଷୀୟା ମଲାଲା ୟୁସୁଫ୍‌ଜାଇ ଜମ୍ମୁ-କଶ୍ମୀରକୁ ନେଇ ଏକ ଟୁଇଟ୍‌...

ଯୁବତୀଙ୍କ ସହ ଡ୍ୟାନ୍ସ କରୁଥିବା ବିହାରର ୪ ବିଧାୟକଙ୍କ ଭିଡିଓ ଭାଇରାଲ

ପାଟନା,୧୦।୬: ବିହାରର ୪ ଜଣ ବିଧାୟକ ନିକଟରେ ମଣିପୁରରେ ପ୍ରେମରେ ଉବୁଟୁବୁ ହେଉଥିବା ବେଳେ ସେମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇମ୍ଫାଲ ଟାଇମ୍ସରେ ପ୍ରକାଶିତ...

ଟ୍ରେନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ରେଳ ଷ୍ଟେଶନରେ ଏକ ଦୁର୍ଘଟଣା ଘଟିଛି। ଷ୍ଟେଶନରେ ଛିଡା ହୋଇଥିବା ଟ୍ରେନରେ ଲାଗିଯାଇଛି ନିଆଁ। ପ୍ଲାଟଫର୍ମ ନଂ ୮ରେ ଥିବା ଚଣ୍ଡିଗଡ କୋଚବଲି...

‘ଜୟ ଶ୍ରୀରାମ’ ନ କହିବାରୁ ମଦ୍ରାସା ଶିକ୍ଷକଙ୍କୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗିଦେଲେ

କୋଲକାତା,୨୬ା୬ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗର ଜଣେ ମଦ୍ରାସା ଶିକ୍ଷକ ‘ଜୟ ଶ୍ରୀରାମ’ ନ କହିବାରୁ ତାଙ୍କୁ ମାଡ଼ ମରାଯିବା ସହ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦିଆଯାଇଛି। ୨୨...

ଇମ୍ରାନଙ୍କ ଧମକ ପରେ ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଜଳନ୍ଧର,୮।୮:ଭାରତ ସହ ସମସ୍ତ ପ୍ରକାର କୁଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ଭାରତରେ ପୁଣି ପୁଲଓ୍ବାମା ଭଳି ଆକ୍ରମଣ ହେବ ବୋଲି ପାକିସ୍ତାନ...

ପରାଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ ବିଦା କଲେ ମାୟାବତୀ

ଲକ୍ଷ୍ନୌ,୩ା୬(ଆଇଏଏନ୍‌ଏସ୍‌): ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ୬ ରାଜ୍ୟର ନିର୍ବାଚନ ସଂଯୋଜକ ଏବଂ ଦୁଇ ରାଜ୍ୟର ବିଏସ୍‌ପି ସଭାପତିଙ୍କୁ...

ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଯିବେ ଯୋଗୀ

ଲକ୍ଷ୍ନୌ,୩୦।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ୨ ଦିନିଆ ଗସ୍ତରେ...

ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌: ସଂସଦ ଭବନ ସମ୍ମୁଖରେ ଦ୍ରୁତ ଗତିରେ ଅଡ଼ି କାର୍‌ କଲା ଷ୍ଟଣ୍ଟ୍‌

ନୂଆଦିଲ୍ଲୀ,୧୩।୭: ସଂସଦ ଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌ ଦେଇ ଏକ ଅଡ଼ି କାର୍‌ ଶନିବାର ଭୋର୍‌ ୪ଟାରେ ଷ୍ଟଣ୍ଟ୍‌ କରିଛି। କାରଟି ସଂସଦ ଭବନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *