ବୋକୋ ହାରାମ୍‌ ଆକ୍ରମଣ: ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି; ୧୫ ଆତଙ୍କବାଦୀ ଗିରଫ

ଫାର୍‌ ନର୍ଥ ରିଜିଅନ୍‌,୧୨।୬: କ୍ୟାମେରୁନ୍‌ରେ ବୋକୋ ହାରାମ ଆକ୍ରମଣ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୨୧ ଜଣ ସୁରକ୍ଷାକର୍ମୀ ଥିବାବେଳେ ୧୬ ଜଣ ସାଧାରଣ ଲୋକ ଅଛନ୍ତି। ଏହି ଘଟଣାରେ ଇତିମଧ୍ୟରେ ୧୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ଫାର୍‌ ନର୍ଥ ରିଜିଅନ୍‌ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେତେକ ନିଖୋଜ ଲୋକଙ୍କ ସନ୍ଧାନ ନେଇ ତଦନ୍ତ ଜାରି ରହିଥିବା ସୈନ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


All Right Reserved By

ବାଲାକୋଟ ଷ୍ଟ୍ରାଇକ୍‌ ଏବଂ ଏଫ୍‌ଏଟିଏଫ୍‌ ଭୟ: ପିଓକେରେ ୧୧ ଆତଙ୍କବାଦୀ ଶିବିର ବନ୍ଦ

ଇସଲାମାବାଦ୍‌,୧୦।୬: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଏବଂ ଫାଇନାନ୍ସିଆଲ ଆକ୍ସନ୍‌ ଟ୍ୟାକ୍ସ୍‌ ଫୋର୍ସ(ଏଫ୍‌ଏଟିଏଫ୍‌) ଭୟ ପାକିସ୍ତାନକୁ ଘାରିଛି। ତେଣୁ ଗତ କିଛିମାସ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ...

ଆମେରିକୀୟ ଫାଇନାନ୍ସରଙ୍କ ଆତ୍ମହତ୍ୟା

ନ୍ୟୁୟର୍କ,୧୧ା୮(ଏଏଫ୍‌ପି): ଏକ ଲଜ୍ଜାଜନକ ଘଟଣାରେ ଜେଲରେ ରହିଥିବା ଆମେରିକୀୟ ଫାଇନାନ୍ସର ଜେଫ୍‌ରି ଏପ୍‌ଷ୍ଟାଇନ୍‌ ଆତ୍ମହତ୍ୟା କରିଛନ୍ତି। ସେ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଯୌନଶୋଷଣ ଲାଗି...

ରମଜାନ୍‌ରେ ରୋଜା ପରେ ଇଫତାର୍‌ରେ ମିଳୁନି ଗ୍ଲାସେ ମିଶ୍ରି ସର୍ବତ: ପାକିସ୍ତାନରେ ଲେମ୍ବୁ କିଲୋ ୪ ଶହ

ଇସଲାମାବାଦ୍‌,୧୮।୫: ପାକିସ୍ତାନ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଏଠାରେ ରମଜାନ ମାସରେ ରୋଜା ରଖିଥିବା ଶ୍ରଦ୍ଧାଳୁଙ୍କୁ ଇଫତାର୍‌ ସମୟରେ ଗ୍ଲାସେ ମିଶ୍ର...

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମାଫୋସା

ଜୋହାନ୍ସବର୍ଗ,୨୬ା୫(ପି.ଟି.): ଆଫ୍ରିକୀୟ ଜାତୀୟ କଂଗ୍ରେସ (ଏଏନ୍‌ସି) ମୁଖ୍ୟ ସିରିଲ୍‌ ରାମାଫୋସା ଶନିବାର ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଷଷ୍ଠ ସାଧାରଣ ନିର୍ବାଚନ ପରେ...

ପୁଣି ଜୀବିତ ହୋଇ ପାରିବ ଡେଡ୍‌ ବ୍ରେନ୍‌ କୋଷିକା

ଓ୍ବାଶିଂଟନ,୨୦।୪: ଚିକିତ୍ସା ବିଜ୍ଞାନମାନେ ଏକ ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏହାଦ୍ୱାରା ଡେଡ୍‌ ବ୍ରେନ୍‌ କୋଷିକାକୁ ପୁଣି ଜୀବିତ କରାଯାଇପାରିବ। ଗବେଷକମାନେ ୪ ଘଣ୍ଟା ତଳେ...

ଇମ୍ରାନଙ୍କୁ ଝଟକା: ୩୭୦ ଉପରେ ପ୍ରତିକ୍ରିୟା ଦେବାକୁ ମନା କଲା ୟୁଏନଏସସି

ଓ୍ବ।ଶିଂଟନ୍‌,୯।୮: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁନଏସସି) ପକ୍ଷରୁ ପାକିସ୍ତାନକୁ ବଡ ଝଟକା ଲାଗିଛି। ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ଉଠାଇ ଦିଆଯିବା ପରେ ପାକିସ୍ତାନ ଏଥିରେ ଦଖଲ...

ଚାଇନାରେ ଭୂସ୍ଖଳନ: ୧୬ ମୃତ; ୩୦ ନିଖୋଜ

ବେଜିଂ,୨୫।୭: ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଚାଇନାରେ ଭୂସ୍ଖଳନ ଘଟିଛି। ଗୁରୁବାର ଘଟିଥିବା ଏହି ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହେବା ସହିତ ୩୦ରୁ ଅଧିକ...

ଏଭରେଷ୍ଟରେ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଫା କଲା ନେପାଳ: ମିଳିଲା ୪ ପର୍ବତ୍ୟାରୋହୀଙ୍କ ମୃତଦେହ

କାଠମାଣ୍ଡୁ,୨୮।୫: ଏଭରେଷ୍ଟରେ ବର୍ଜ୍ୟବସ୍ତୁ ଗଦା ହେବାରେ ଲାଗିଛି। ନେପାଳ ପକ୍ଷରୁ ଏଭରେଷ୍ଟ ସଫା ଅଭିଯାନ ଅନ୍ତର୍ଗତ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଫା କରାଯାଇଛି। ଏଥି ପାଇଁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *