Posted inଜାତୀୟ

ଖବରଦାତାଙ୍କୁ ମାଡ଼ମାରି ଜିଆର୍‌ପି କର୍ମଚାରୀ ନିଲମ୍ବିତ: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୧୨।୬: ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ସ୍ଥାନୀୟ ଶାମଲୀ ଅଞ୍ଚଳରେ ଥିବା ରେଳଷ୍ଟେଶନ୍‌ରେ ଜଣେ ଖବରଦାତାଙ୍କୁ ଜିଆରପି ପୋଲିସ ମାଡ଼ ମାରିବା ସହିତ ତାଙ୍କ ପୋଷାକ ଖୋଲି ଦେଇଥିଲେ। ଏହାପରେ ତାଙ୍କ ମୁହଁରେ ପରିସ୍ରା କରିଥିବା ଖବରଦାତା ଅମିତ ଶର୍ମା ଅଭିଯୋଗ କରିଛନ୍ତି। ଧିମନପୁରାଠାରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହେବା ଘଟଣାରେ ଅମିତ ଖବର ସଂଗ୍ରହ ପାଇଁ ଯାଇଥିଲେ। ଉପସ୍ଥିତ ଥିବା ଜିଆରପି କର୍ମଚାରୀ ଅମିତଙ୍କୁ ଧମକ ଦେବା ସହିତ ମାଡ଼ ମାରିଥିଲେ। ଅଭିଯୋଗ ଆଧାରରେ ୨ ଜଣ ଜିଆରପି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହାର ଭିଡ଼ିଓ ମଧ୍ୟ କରାଯାଇଥିବା କୁହାଯାଉଛି। ଏହି ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ଡିକେ.ଶିବ କୁମାରଙ୍କୁ ଜେଲରେ ଭେଟିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୩।୧୦: ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବାକଂଗ୍ରେସ ନେତା ଡିକେ. ଶିବ କୁମାରଙ୍କୁ ବୁଧବାର ତିହାର ଜେଲ୍‌ରେ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେଠାରେ...

ଫେସ୍‌ବୁକ ଲାଇଭରେ କୁମାରସ୍ବାମୀ ଓ ତାଙ୍କ ପରିବାରଙ୍କୁ ଅଭଦ୍ର ଟିପ୍ପଣୀ ଦେଇ ୨ ଗିରଫ

ବେଙ୍ଗାଲୁର,୧୧।୬: ଫେସ୍‌ବୁକ ଲାଇଭ ସମୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଓ ପୂର୍ବତନ ଏଚ୍‌ଡି ଦେବଗୌଡାଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେଇଥିବା ୨ଜଣ ବ୍ୟକ୍ତିଙ୍କୁ ଗିରଫ...

ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ମୋଦି କୌଣସି  ଦାବି କରି ନାହାଁନ୍ତି : ମାଲେସିୟା ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୧୭।୯: ମୁସଲମାନ୍‌ ଧର୍ମଗୁରୁ ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ମାଲେସିୟା ପ୍ରଧାନମନ୍ତ୍ରୀ ମୋହାଥିର ବିନ୍‌ ମହମ୍ମଦ୍‌ଙ୍କ ମନ୍ତବ୍ୟ ଏବେ ଅନ୍ତର୍ଜାତୀୟସ୍ତର ସହିତ ଭାରତରେ ବିବାଦ ସୃଷ୍ଟି...

ମାଡିଆସୁଛି ବାତ୍ୟା ‘ବାୟୁ’

ନୂଆଦିଲ୍ଲୀ, ୧୧।୬: ଫନୀ ପରେ ଏବେ ପୁଣି ମାଡିଆସୁଛି ଆଉ ଏକ ବାତ୍ୟା ‘ବାୟୁ’। ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ...

ପ୍ରକାଶ ପାଇବ ଚୂଡ଼ାନ୍ତ ଏନ୍‌ଆର୍‌ସି

ନୂଆଦିଲ୍ଲୀ/ଗୁଆହାଟୀ,୩୧ା୮: ଆସାମ ପାଇଁ ପ୍ରଥମେ ପ୍ରକାଶ ପାଇଥିବା ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ୪୧ ଲକ୍ଷରୁ ଊର୍ଦ୍ଧ୍ୱ ବାଦ୍‌ ପଡିଥିଲେ। ଏହାର ବର୍ଷେ ପରେ ଚୂଡ଼ାନ୍ତ...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ବିଭିନ୍ନ କାରଣରୁ କେତେକଙ୍କ କ୍ଷେତ୍ରରେ ରକ୍ତଚାପ ଦେଖାଯାଇଥାଏ। ଆୟୁର୍ବେଦରେ ରକ୍ତଚାପରୁ ଦୂରେଇ ରହିବା ପାଇଁ ଅନେକ ସହଜ ଘରୋଇ ଉପଚାର ସମ୍ପର୍କରେ...

ଯୋଗୀଙ୍କ ଘୋଷଣା, ଫାଷ୍ଟ ଟ୍ରାକ୍‌ରେ ହେବ ଉନ୍ନାଓ ମାମଲାର ଶୁଣାଣି: ଅନ୍ୟପଟେ ଏହି ଘଟଣାକୁ ଟୁଇଟ କଲେ ମାୟାବତୀ

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜୀବନ୍ତ ଜଳାଇଦେଇଥିବା ବଳାତ୍କାର ପୀଡ଼ିତାଙ୍କ ଦିଲ୍ଲୀ ସଫ୍‌ଦରଜଙ୍ଗ ହସ୍ପିଟାଲରେ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପୀଡ଼ିତାଙ୍କ ମୃତ୍ୟୁରେ ସାରା ଦେଶ...

ପାକିସ୍ତାନକୁ ଭାରତର ଜବାବ

ନୂଆଦିଲ୍ଲୀ,୯।୮: ମୋଦି ସରକାର ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ପାକିସ୍ତାନ ଭାରତ ସହ ବ୍ୟବସାୟୀକ ସମ୍ପର୍କ...

Leave a comment

Your email address will not be published. Required fields are marked *