Posted inଜାତୀୟ

ଯୁବତୀଙ୍କ ସହ ଡ୍ୟାନ୍ସ କରୁଥିବା ବିହାରର ୪ ବିଧାୟକଙ୍କ ଭିଡିଓ ଭାଇରାଲ

ପାଟନା,୧୦।୬: ବିହାରର ୪ ଜଣ ବିଧାୟକ ନିକଟରେ ମଣିପୁରରେ ପ୍ରେମରେ ଉବୁଟୁବୁ ହେଉଥିବା ବେଳେ ସେମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇମ୍ଫାଲ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ବିହାରର ଜନତା ଦଳ ୟୁନାଇଟେଡ(ଜେଡିୟୁ), ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଓ ଭାରତୀୟ ଜନତା ପାର୍ଟି(ଭାଜପା)ର ୪ ଜଣ ବିଧାୟକ ଭାରତ-ମ୍ୟାନମାର ସୀମାରେ ଥିବା ମେରେହ ସହରରେ ଯୁବତୀମାନଙ୍କ ସହ ଜୋର ଜବରଦସ୍ତ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହାପରେ କିନ୍ତୁ ଭିଡିଓଟି ମିଥ୍ୟା ବୋଲି କହି ଏହାର ଯାଞ୍ଚ କରାଯିବାକୁ ବିଧାୟକମାନେ ଦାବି କରିଛନ୍ତି।


All Right Reserved By

ସାମ୍ନାକୁ ଆସିଲେ ବାଘକୁ ମାରିଦିଅ: ମୋଦି କହିଲେ ମୋର ସଂସ୍କାର ଏମିତି ନୁହେଁ

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବ୍ଲିସିଟି କ୍ଷେତ୍ରରେ ଟିକେ ଆଗରେ ବୋଲି କୁହାଯାଏ। ତେବେ ନିକଟରେ ସେ ଡିସ୍‌କଭରି ଚ୍ୟାନେଲରେ ପ୍ରସାରିତ ମ୍ୟାନ ଭର୍ସେସ୍‌ ଓ୍ବାଇଲ୍ଡର...

ଜମ୍ମୁ-କଶ୍ମୀରରେ ଗିରଫ ହେଲେଣି ୪ ହଜାର

ନୂଆଦିଲ୍ଲୀ,୧୯ା୮: ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ଅଗଷ୍ଟ ୫ ନିଷ୍ପତ୍ତି ପରଠୁ ଅଦ୍ୟାବଧି ୪,୦୦୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ପ୍ରଶାସନ ମୁଖପାତ୍ର ରୋହିତ୍‌...

ଦିଲ୍ଲୀ ଗାନ୍ଧିନଗର ମାର୍କେଟରେ ନିଆଁ

ନୂଆଦିଲ୍ଲୀ,୧୩।୮: ମଙ୍ଗଳବାର ସକାଳେ ଦିଲ୍ଲୀର ଗାନ୍ଧିନଗର ମାର୍କେଟରେ ଭିଷଣ ନିଆଁ ଲାଗିଛି। ଏହାକୁ ଲିଭାଇବା ପାଇଁ ୨୧ଟି ଦମକଳ ନିୟୋଜିତ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ...

ଭିକାରିଙ୍କୁ କର୍ମନିଯୁକ୍ତି ଦେବାକୁ ପ୍ରୟାସ କରୁଛି ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେଶନ

ଲକ୍ଷ୍ନୌ, ୭।୭: ଉତ୍ତରପ୍ରଦେଶ ଲକ୍ଷ୍ନୌର ମ୍ୟୁନିସିପାଲ କର୍ପୋରେଶନ ଏବେ ଭିକାରିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବା ଓ କର୍ମନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। ଲକ୍ଷ୍ନୌର...

ଓଢ଼ଣି ଉପରେ ପ୍ରତିବନ୍ଧକ ଲାଗିବ କେବେ: ଓଓ୍ବେସି

ନୂଆଦିଲ୍ଲୀ,୧।୫: ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଯିବା ପାଇଁ ଶିବସେନା ପକ୍ଷରୁ ଦାବୀ କରାଯାଇଛି। ତେବେ ଏନେଇ ଭାଜପା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏହା ଏକ...

ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ହାର୍ଦ୍ଦିକଙ୍କୁ ମିଳୁଛି ଧମକ

ଗାନ୍ଧିନଗର,୧।୬: ପୂର୍ବତନ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ମୋଦି ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ଶାହ ଦାୟିତ୍ୱ ଗ୍ରହଣ କରିବା ପରେ ହାର୍ଦ୍ଦିକ ପଟେଲ...

ନିର୍ବାଚନ ହାରିଲେ କାନ୍ଦନ୍ତି କୁମାରସ୍ବାମୀ: ଭାଜପା ନେତା

ବେଙ୍ଗାଲୁରୁ,୪।୮: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍‌) ନେତା ଏଚ୍‌ଡି କୁମାରସ୍ବାମୀ ରବିବାର କହିଥିଲେ କି କର୍ନାଟକରେ ଖୁବ୍‌ଶୀଘ୍ର ନିର୍ବାଚନ ହେବ। କାରଣ ଏଠି ଭାଜପା...

୨୭ ମେସିନ୍‌ ଜଳାଇଲେ ମାଓବାଦୀ

ମୁମ୍ବାଇ,୧।୫: ମହାରାଷ୍ଟ୍ର ଗାଡଚିରୋଲି ଜିଲାରେ ମାଓବାଦୀମାନେ ବୁଧବାର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ୨୭ଟି ମେସିନ୍‌ରେ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ସ୍ଥାନୀୟ କୁରୁଖେଦାରେ ଘଟିଛି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *