Posted inଜାତୀୟ

ପୂର୍ବତନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଜାନକୀରମଣଙ୍କ ପରଲୋକ

ପୁଡୁଚେରୀ,୧୦।୬: ଡିଏମ୍‌କେ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆର୍‌.ଭି. ଜାନକିରମଣଙ୍କର ସୋମବାର ୭୯ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ କାରଣରୁ କିଛିଦିନ ହେବ ସେ ଏକ ଘରେଶଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କ ସ୍ବାସ୍ଥ୍ୟରେ ସେଭଳି କୌଣସି ଉନ୍ନତି ହୋଇ ନ ଥିଲା। ସେ ହସ୍ପିଟାଲରେ ଥିବା ବେଳେ ବହୁ ଦଳୀୟ ନେତା ତଥା ବିଧାୟିକା କାନିମୋଝି ତାଙ୍କୁ ଦେଖିବାକୁ ପହଞ୍ଚିଥିଲେ।


All Right Reserved By

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲ୍‌ମାନ ଯୁବକଙ୍କୁ ମାଡ଼

କାନପୁର, ୩୦ା୬ (ପି.ଟି.) ; ଉତ୍ତରପ୍ରଦେଶର କାନପୁରଠାରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ କେତେକ ଯୁବକ ଘେରିଯାଇ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହିଥିଲେ। ନାବାଳକ...

ଭାଜପା ଉପରେ ରାଗିଲେ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା

ନୂଆଦିଲ୍ଲୀ,୨୭।୪: ଗୁରୁଦାସପୁରର ପୂର୍ବତନ ଭାଜପା ଏମ୍‌ପି ତଥା ବଲିଉଡ ନାୟକ ସ୍ବର୍ଗତଃ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା ଖାନ୍ନା ଭାଜପା ଉପରେ ଖପ୍ପା ହୋଇଛନ୍ତି। ସେ...

ଶ୍ରାବଣ ମାସରେ ମୁସଲମାନ୍‌ ଡେଲିଭରୀ ବୟଠାରୁ ଖାଦ୍ୟ ଗ୍ରହଣ କଲେ ନି ଗ୍ରାହକ: ଖାଦ୍ୟର ନାହିଁ ଧର୍ମ, ଖାଦ୍ୟ ହିଁ ଧର୍ମ ଜବାବ ଦେଲା ଜୋମାଟୋ

ନୂଆଦିଲ୍ଲୀ,୩୧।୭: ଜୋମାଟୋ ଅନ୍‌ଲାଇନ୍‌ ଫୁଡ୍‌ ସର୍ଭିସ୍‌ ଦ୍ୱାରା ପଠାଯାଇଥିବା ଖାଦ୍ୟକୁ ଅମିତ୍‌ ଶୁକ୍ଳା ନାମକ ଜଣେ ବ୍ୟକ୍ତି ଫେରାଇ ଦେଇଛନ୍ତି। ଡେଲିଭରୀ ବୟ ମୁସଲମାନ୍‌ ଥିବାରୁ...

ଦିଲ୍ଲୀରେ ଟ୍ୟୁସନ ଟିଚରଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀ ଓ ୩ ପିଲାଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ ଏକ ବିଚଳିତ କରିଦେବା ଘଟଣା ସମ୍ନାକୁ ଆସିଛି। ଦିଲ୍ଲୀର ମହରୋଲି ଅଞ୍ଚଳର ଓ୍ବାର୍ଡ-୨ରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ୩...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭଉଣୀ-ଭାଇଙ୍କ ରକ୍ଷା ବନ୍ଧନ

ନୂଆଦିଲ୍ଲୀ,୧୧।୮: ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ସୁରକ୍ଷାର ଡୋର। ଜୀବନ ଥିବା ପର୍ଯ୍ୟନ୍ତ ଭାଇ ଭଉଣୀକୁ ସୁରକ୍ଷା ଦେବାକୁ କଥା ଦେବ।...

ବିଦେଶ ଯିବା ପାଇଁ ଜେଟ୍‌ ଏୟାରଓ୍ବେଜର ସଂସ୍ଥାପକଙ୍କୁ ନେବାକୁ ପଡ଼ିବ ୧୮ କୋଟି ଟଙ୍କାର ଟିକେଟ

ନୂଆଦିଲ୍ଲୀ,୯।୭: ବଢିଛି ଜେଟ୍‌ ଏୟାରଓ୍ବେଜର ସଂସ୍ଥାପକ ନରେଶ ଗୋୟଲଙ୍କ ଅଡୁଆ। ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ତାଙ୍କୁ ବିଦେଶ ଯିବାକୁ ଅନୁମତି ଦେବାଲାଗି ମନା କରି ଦେଇଛନ୍ତି।...

କର୍ନାଟକ ରାଜନୀତି:ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ବିରୋଧରେ ଅନାସ୍ଥାପ୍ରସ୍ତାବ ଆଣିଲା ଭାଜପା

ବେଙ୍ଗାଲୁରୁ,୧୫।୭: କର୍ନାଟକ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ଭାଜପା। ସୋମବାର ବାଚସ୍ପତି ରମେଶ କୁମାରଙ୍କୁ ଭେଟି ବିରୋଧୀ ଦଳ ଏହି ପ୍ରସ୍ତାବ...

ମନ୍ଦିର ଭଙ୍ଗାକୁ ବିରୋଧକରି ଦଳିତଙ୍କ ବିକ୍ଷୋଭ:ଭୀମ ଆର୍ମି ମୁଖ୍ୟଙ୍କ ସମେତ ୯୬ ଗିରଫ

ନୂଆଦିଲ୍ଲୀ, ୨୩ା୮(ପି.ଟି.):ଦିଲ୍ଲୀ ପୋଲିସ ତୋଗଲକବାଦ୍‌ଠାରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ସମେତ ୯୬ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ଏମାନେ ବେଆଇନ ଭାବେ ଏକାଠି ହୋଇ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *