କେତେବେଳେ ହଁ, କେତେବେଳେ ନା

ଦିଶା ପଟାନି ବୋଧହୁଏ ଦୋଛକିରେ ପଡ଼ିଯାଇଛନ୍ତି। ଟାଇଗର ଶ୍ରଫ୍‌ଙ୍କ ସହ ଆଫେୟାର୍ସକୁ ନେଇ ସେ ନିକଟରେ ଏପରି ସଫେଇ ଦେଇଛନ୍ତି, ଯାହା ଆଲୋଚନା ପାଇଁ ବେଶ୍‌ ଖୋରାକ ଯୋଗାଇଛି। ଦିଶା କହିଛନ୍ତି ଯେ, ଟାଇଗରଙ୍କ ସହ ମୋର ପ୍ରେମ ସମ୍ପର୍କ ନାହିଁ, ସେ ମୋର ଜଣେ ଭଲ ବନ୍ଧୁ। ଆମ ଦୁଇ ଜଣଙ୍କ ବନ୍ଧୁତାକୁ ନେଇ ଅନେକ ଆଲୋଚନା ହେଉଛି, ହେଲେ ତାକୁ ନେଇ ମୁଁ ଆଦୌ ବିଚଳିତ ନୁହେଁ। ତେବେ ଏହି କଥାରେ ସେ କେତେଦିନ ଦୃଢ଼ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା।


All Right Reserved By Dharitri.Com

କିସିଂ ସିନ୍‌ ଅଭ୍ୟାସ କରିବାକୁ କହିଥିଲେ ନିର୍ଦ୍ଦେଶକ

ମୁମ୍ବାଇ: ଗତ କିଛିବର୍ଷ ମଧ୍ୟରେ ରାଧିକା ଆପ୍ତେ, କଳ୍‌କୀ କୋଚଲିନ୍‌ ଓ ବିଦ୍ୟା ବଲାନଙ୍କ ଭଳି ବଲିଉଡ୍‌ ଅଭିନେତ୍ରୀ ନିଜର କାଷ୍ଟିଂ କାଉଚ୍‌ ଅନୁଭବ ସମ୍ପର୍କରେ...

୨୨ ମିଲିୟନ୍‌ ଫଲୋୟର୍ସ ହେବାରୁ କ୍ରିତି ଶେୟାର କଲେ ଏମିତି ଫଟୋ

ମୁମ୍ବାଇ: ହଟ୍‌ ଓ କ୍ୟୁଟ ଆକ୍ଟ୍ରେସ୍‌ କ୍ରିତି ସାନନ୍‌ ଏବେ ଖୁବ୍‌ ଖୁସି ଅଛନ୍ତି। କାରଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀଙ୍କ ଫଲୋୟର୍ସଙ୍କ...

ରାନୁ ମଣ୍ଡଳଙ୍କୁ ଫ୍ଲାଟ୍‌ ଉପହାର ଦେବା ଖବର ଏକ ଗୁଜବ: ସଲମାନ୍‌ ଖାଁ

ମୁମ୍ବାଇ,୨୪।୯: ରେଳଷ୍ଟେଶନରେ ଗୀତ ଗାଇ ପରେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ରାନୁ ମଣ୍ଡଳଙ୍କୁ ସଲମାନ୍‌ ଖାଁ ୫୫ ଲକ୍ଷ ଟଙ୍କାର ଏକ ଫ୍ଲାଟ୍‌ ଉପହାର...

ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ପୂରଣ ପରେ ଶାହରୁଖ୍‌ କହିଲେ ଏମିତି କଥା

ଦୀର୍ଘ ୨୭ ବର୍ଷ ଧରି ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶାହରୁଖ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। ‘ଜିରୋ’ ଫ୍ଲପ ହେବା ପରେ ସେ ଆଉ କୌଣସି ଫିଲ୍ମରେ...

ସାମ୍ନାକୁ ଆସିଲା ମୁଲାୟମ୍‌ ସିଂହଙ୍କ ବାୟୋପିକ୍‌ର ଟିଜର

ମୁମ୍ବାଇ: ବଲିଉଡ୍‌ରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ଖେଳାଳିଙ୍କଠାରୁ ଆରମ୍ଭ କରି ରାଜନୀତିଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନି ଉପରେ ପ୍ରଯୋଜକମାନେ ଏବେ ଫିଲ୍ମ ତିଆରି କରିବାକୁ...

ଗୋଟିଏ ଚରିତ୍ର ପସନ୍ଦ ନୁହେଁ

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ ଶୋ’ ‘ଜିତ୍‌’, ଗନ୍ସ ଆଣ୍ଡ୍‌ ରୋଜେସ୍‌’ରେ ଅଭିନୟ କରିଥିବା ଅଭିନେତ୍ରୀ ନୀରୁ ବାଜଓ୍ବା ଗୋଟିଏ ଚରିତ୍ରରେ ଅଭିନୟ କରିବା ମୋର...

ବଲିଉଡ୍‌ରେ ଅକ୍ଷୟ କୁମାରଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ସବୁଠୁ ଅଧିକ

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ନାମୀଦାମୀ ଅଭିନେତ୍ରୀ ଅଭିନେତାଙ୍କୁ ବ୍ରାଣ୍ଡ୍‌ ଭାଲ୍ୟୁରେ ପଛରେ ପକାଇ ଦେଇଛନ୍ତି ଅକ୍ଷୟ କୁମାର। ବର୍ଷକ ମଧ୍ୟରେ  ତାଙ୍କର ବ୍ରାଣ୍ଡ୍‌ ଭାଲ୍ୟୁ ୫୫.୩...

ଚିଡ଼ିଆଖାନାରେ ଜନ୍ମଦିନ ପାଳିଲେ କାଜଲ ଅଗ୍ରଓ୍ବାଲ, ଭାଇରାଲ ହେଉଛି ସିମ୍ପାଞ୍ଜି ସହ ଉଠାଇଥିବା ଫଟୋ

ମୁମ୍ବାଇ: ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ୧୯ ଜୁନ୍‌ରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ...

Leave a comment

Your email address will not be published. Required fields are marked *