Posted inଫୁରସତ

ରବର୍‌ ଡକ୍‌ରୁ ସୁପରହିରୋ

ବ୍ୟାଟ୍‌ମ୍ୟାନ୍‌, ସୁପରମ୍ୟାନ୍‌, ହି ମ୍ୟାନ୍‌ ପରି ଅନେକ କାଳ୍ପନିକ ସୁପର୍‌ହିରୋ ସମ୍ପର୍କରେ ଜାଣିଥିବେ। ହେଲେ କେବେ ଡକ୍‌ ସୁପରହିରୋ ସମ୍ପର୍କରେ ଜାଣି ନ ଥିବେ। ଜାପାନର ତୋମୋହିରୋ ନିଜ ପାଖରେ ଥିବା ସାତୋଟି ରବର୍‌ ଡକ୍‌କୁ କାଟି, ଜଏଣ୍ଟ କରି ତାକୁ ଦେଇଛନ୍ତି ଡକ୍‌ ସୁପର୍‌ହିରୋ ରୂପ। ଆଉ ତାହା ବେଶ୍‌ ଆକର୍ଷକ ହୋଇଛି। ହାତ ଗୋଡ ହଲାଇ ପାରୁଥିବା ଏହି ଡକ୍‌ ସୁପରହିରୋକୁ ଦେଖିଲେ ଲାଗେ ଏହା ବହୁ ମୂଲ୍ୟର ଅଟେ। ହେଲେ ମାତ୍ର ୧୦୦ ୟେନ୍‌ରେ କିଣିଥିବା ରବର୍‌ ଡକ୍‌ରେ ଏହା ତିଆରି।


All Right Reserved By Dharitri.Com

ରାକ୍ଷୀରେ ଦିଅନ୍ତୁ ଏପରି ଗିଫ୍ଟ ଖୁସି ହୋଇଯିବେ ଭଉଣୀ

ଭଉଣୀ ଭାଇର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥାଏ ରାକ୍ଷୀ। ତେବେ ଏହି ରାକ୍ଷୀପୂର୍ଣ୍ଣିମାକୁ ସବୁ ଭାଇଭଉଣୀ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ରକ୍ଷାବନ୍ଧନ ଆସିଗଲେ ବଜାରରେ...

ଦର୍ଶନୀୟସ୍ଥଳୀ: ପବିତ୍ର ତୀର୍ଥଭୂମି ପର୍‌ଭଣୀ

ମହାରାଷ୍ଟ୍ରସ୍ଥିତ ପର୍‌ଭଣୀ ହେଉଛି ଏମିତି ଏକ ସ୍ଥାନ, ଯେଉଁଠାରେ ଅନେକ ଦେବଦେବୀ ମନ୍ଦିର ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ଏଠାରେ ବର୍ଷସାରା ଭକ୍ତଗଣଙ୍କର ଭିଡ଼ ପରିଲକ୍ଷିତ...

ରବିବାର ଛୁଟି ବି ନେଉଛନ୍ତି ଜମ୍ମୁ-କଶ୍ମୀର ଭିକାରି

ଶ୍ରୀନଗର,୨।୩: ଜମ୍ମୁ-କଶ୍ମୀରରେ ଏବେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେମାନେ ସପ୍ତାହରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଭିକ୍ଷା ମାଗୁଥିବାବେଳେ ରବିବାର ସରକାରୀ ଚାକିରି...

ଏମ୍‌ବିବିଏସ୍‌ ପାଇଛି ବୋଲି ପାନଦୋକାନୀ ଖବର ଦେଇଥିଲେ

କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଡ. ମାନସ ପୁହାଣ ଜଣେ ପ୍ରତିଷ୍ଠିତ ଚର୍ମରୋଗ ବିଶେଷଜ୍ଞ। ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅନ୍ତର୍ଗତ ବାଘମରା ଗାଁରେ...

କାଉଡ଼ିଆ ଯାତ୍ରା କେବେଠୁ ଆରମ୍ଭ ହୋଇଥିଲା ଜାଣନ୍ତୁ …

ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ । ଏହି ମାସରେ କାଉଡ଼ିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଶହ ଶହ ବର୍ଷ ଧରି...

ବିବାହ କରିବେ ବିଲ୍‌ ଗେଟସ୍‌ଙ୍କ ଝିଅ!

ଓ୍ବାଶିଂଟନ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ଙ୍କ ଝିଅ ଜେନିଫର ଏବେ ବିବାହ କରିବାକୁ ଯାଉଛନ୍ତି। ଏକଥା ନିଜେ ଜେନିଫର ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ସେ...

ଏଠାରେ ବର୍ଷରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବା ମନା

ବାରାଣସୀର ମଣିକର୍ନିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚାଲିଆସିଛି ଏକ ପରମ୍ପରା। ଦମ୍ପତିଙ୍କ ପାଇଁ ଏହି ପରମ୍ପରା ବେଶ କଡାକଡି...

ମାଙ୍କଡର ଓଜନ ୧ କିଲୋ

କେନିଆର ବୈଜ୍ଞାନିକମାନେ ଏପରି ଏକ ମାଙ୍କଡର ଜୀବାଶ୍ମ ପାଇଛନ୍ତି। ଯାହାକୁ ଦୁନିଆର ସବୁଠାରୁ ଛୋଟ ମାଙ୍କଡ ବୋଲି କୁହାଯାଉଛି। ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ମାଙ୍କଡର ଜୀବାଶ୍ମ...

Leave a comment

Your email address will not be published. Required fields are marked *