ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଶହରୁ ଊର୍ଦ୍ଧ୍ୱ: ଲକ୍‌ଡାଉନ୍‌ ପାଇଁ ରାଜି ନୁହଁନ୍ତି ଇମ୍ରାନ

ଇସ୍‌ଲାମାବାଦ,୨୧।୩: କରୋନା ଭାଇରସ କବଳରେ ପାକିସ୍ତାନ। ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୧ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସିନ୍ଧ ଅଞ୍ଚଳରେ ସର୍ବାଧିକ ୨୫୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏବେ ଏହା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ପାକିସ୍ତାନକୁ ଲକ୍‌ଡାଉନ୍‌ କରିବା ସହ ସମସ୍ତ ବିମାନ ଯାତ୍ରାକୁ ବାତିଲ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି, ଲକ୍‌ ଡାଉନ୍‌ ଅର୍ଥ କର୍ଫ୍ୟୁ ଭଳି ପରିସ୍ଥିତି। ଏମିତି ହେଲେ ପାକିସ୍ତାନର ଗରିବ ଲୋକ ଆହୁରି ଦୁର୍ବଳ ହୋଇ ପଡିବେ। ତେଣୁ ଲକ୍‌ ଡାଉନ୍‌ କରାଯିବ ନାହିଁ।


All Right Reserved By Dharitri.Com

୨୦୨୧ ଅଲିମ୍ପିକ୍ସ: ସ୍ଥାନ ବଜାୟ ରଖିବେ ଯୋଗ୍ୟ ଆଥଲେଟ୍‌

ପ୍ୟାରିସ୍‌, ୨୭।୩(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ ଲାଗି ୨୦୨୦ ଟୋକିଓ ଅଲିମ୍ପିକ୍ପ ସ୍ଥଗିତ ରହିଛି ଓ ଗୋଟିଏ ବର୍ଷ ଘୁଞ୍ଚିଯାଇଛି। ତେବେ ଏହା ସତ୍ତ୍ୱେ ଯେଉଁ ଆଥଲେଟ୍‌ମାନେ...

ଚାଇନା ଲାବ୍‌ରେ କରୋନା ଔଷଧ

ବେଜିଂ,୨୧ା୫: ଚାଇନାର ଏକ ଲାବରେଟୋରିରେ ଏଭଳି ଔଷଧ ବିକଶିତ କରାଯାଇଛି, ଯାହା ମହାମାରୀ କରୋନା ଭାଇରସ୍‌କୁ ରୋକିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ସେମାନେ କହିଛନ୍ତି...

ଦିନେ ବିମାନ ଟିକେଟ ପାଇଁ ନେଇଥିଲେ ଉଧାର: ଏବେ ଗୁଗଲ, ଆଲ୍ଫାବେଟ୍‌ର ସିଇଓ

ଓ୍ବାଶିଂଟନ,୪।୧୨: ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବରେ ଜଣାଶୁଣା ‘ଗୁଗଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ଆଉ ଏକ ଦାୟିତ୍ୱ ମିଳିଛି।...

ନ୍ୟୁୟର୍କରେ କରୋନାର ମୃତ୍ୟୁତାଣ୍ଡବ: ୧୧ ଭାରତୀୟ ମୃତ; ୧୬ ପଜିଟିଭ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ...

ଭାରତର ସମସ୍ତ ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୭।୩: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଛି। କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସାରାଦେଶରେ ଲକ୍‌ଡାଉନ୍‌...

ଆଫଗାନୀସ୍ତାନ ବାୟୁସେନାର ଏୟାର ଷ୍ଟ୍ରାଇକ୍‌: ୨୩ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୨୧।୯: ଆଫଗାନୀସ୍ତାନ ବାୟୁସେନା ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୨୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କାନ୍ଧାହାର, ଘଜନୀ, ବାଦଘିସ୍‌...

ଆଜି ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ

ଆର୍ଥ୍ରାଇଟିସ୍‌ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ...

୬ଷ୍ଠ ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ନିଷ୍ପତ୍ତି: କଟକ ସହର ୪୮ ଘଣ୍ଟା ସଟ୍‌ ଡାଉନ୍‌

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀ ଏବଂ ଭଦ୍ରକ ପରେ ଏବେ କଟକ ସହରକୁ ମଧ୍ୟ ୪୮ ଘଣ୍ଟିଆ ସଟ୍‌...

Leave a comment

Your email address will not be published. Required fields are marked *