Posted inଜାତୀୟ

ପ୍ରଶାନ୍ତ କିଶୋର ଯେଉଁ କଲେଜର ଛାତ୍ର ଅମିଶ ଶାହ ସେହି କଲେଜର ପ୍ରିନ୍ସିପାଲ

ଭୋପାଳ,୯।୬: ଗତ ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ଓ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତ୍ରୁଣମୂଳ କଂଗ୍ରେସର ପରାଜୟ ଏବେ ସବୁଠାରୁ ବଡ ଆଲୋଚନାର ବିଷୟ ପାଲଟିଛି। କାରଣ ବିଜୟ ପରେ ଏବେ ମମତା ଏବେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ପ୍ରଶାନ୍ତ କିଶୋରଙ୍କ ସହାୟତା ଲୋଡିଛନ୍ତି। ପ୍ରଶାନ୍ତ ମଧ୍ୟ ମମତାଙ୍କୁ ସମର୍ଥନ ଜଣାଇଛନ୍ତି। ଇତି ମଧ୍ୟରେ ଭାଜପାର ମହାସଚିବ ତଥା ପଶ୍ଚିମବଙ୍ଗର ପାର୍ଟି ପ୍ରଭାରୀ କୈଳାଶ ବିଜୟଭର୍ଗିୟା ଏକ ଟିପ୍ପଣୀ ଦେଇଛନ୍ତି। କୈଳାଶ କହିଛନ୍ତି, ଏବେ ମମତାଙ୍କ ଜାହଜ ବୁଡିବା ସ୍ଥିତିରେ। ତେଣୁ କେହି ଚାହିଁଲେ ବି ତାଙ୍କୁ ଉଦ୍ଧାର କରିପାରିବେନି। ତେଣୁ ପ୍ରଶାନ୍ତ ଯେପରି ଭାବେ ମମତାଙ୍କୁ ସହାୟତାର ଦେବାକୁ ଆଗେଇ ଆସିଛନ୍ତି ତାହା ଅସମ୍ଭବ। କାରଣ ପ୍ରଶାନ୍ତ ଏବେ ଯେଉଁ କଲେଜରେ ପାଠ ପଢୁଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅଭିତ ଶାହ ସେହି ସ୍କୁଲର ପ୍ରିନ୍ସିପାଲ।


All Right Reserved By

ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରକୁ ବିପଦ

ନୂଆଦିଲ୍ଲୀ, ୨୬ା୬: ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରର ସଫଳତା ଲାଗି ବିପଦ ସୃଷ୍ଟି କରିଥାଏ। ଇମର୍ଜେନ୍ସି ଲଗାଇ ସରକାର ନିଜ ଲୋକଙ୍କୁ ଜେଲ୍‌ ପଠାଇ ନିର୍ଯାତନା ଦେବା...

ଶ୍ରୀଲଙ୍କା ବିସ୍ଫୋରଣ: ଦୁଇ ବିସ୍ଫୋରଣକାରୀ କୋଟିପତି ବ୍ୟବସାୟୀଙ୍କ ପୁଅ

ନୂଆଦିଲ୍ଲୀ,୨୪ା୪: ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଥିବା ଦୁଇ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମ୍ପର୍କରେ ସୂଚନା ମିଳିଛି। ଏହି ଦୁଇଜଣ କୋଟିପତି ବ୍ୟବସାୟୀ ମହମ୍ମଦ ୟୁସୁଫ ଇବ୍ରାହିମଙ୍କ ପୁଅ...

ଦିଦିଙ୍କ ମନରେ ନାହିଁ ମମତା; ଗରିବଙ୍କୁ ଅଧିକ ଗରିବ କରୁଛନ୍ତି: ମୋଦି

କୋଲକତା, ୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ସଭାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦିଦିଙ୍କ...

କଂଗ୍ରେସ ଏମ୍‌ପିଙ୍କ ପାଇଁ ଭୋଟ ମାଗିଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୮।୪: ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ କଂଗ୍ରେସ ଟିକେଟରେ ଦକ୍ଷିଣ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ମିଲିନ୍ଦ ଦେଓରାଙ୍କୁ ଭୋଟ ଦେବାକୁ ଅପିଲ...

ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆ: ଧୋନୀଙ୍କ ମିଶନ କଶ୍ମୀର ଆରମ୍ଭ

ଶ୍ରୀନଗର,୩୧।୭: କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏବେ ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆକୁ ଓହ୍ଲାଇଛନ୍ତି। ତାଙ୍କର ମିଶନ କଶ୍ମୀର ବୁଧବାରଠାରୁ ଆରମ୍ଭ ହୋଇଛି।ଏଠାରେ ୧୦୬-ପ୍ରାଦେଶିକ ସେନାରେ...

ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟ ନ ପହଞ୍ଚିଲେ କଟିବ ଦରମା

ଲକ୍ଷ୍ନୌ,୨୭।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କ ପାଇଁ କଡାକଡି ନିୟମ କରିଛନ୍ତି। ସକାଳ ୯ଟା ସୁଦ୍ଧା ଯେଉଁ କର୍ମଚାରୀମାନେ କାର୍ଯ୍ୟଳୟରେ ଉପସ୍ଥିତ...

କାଶ୍ମୀର ସମସ୍ୟା: ପୁଣି ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କଲେ ଟ୍ରମ୍ପ

ନୂଆଦିଲ୍ଲୀ, ୨।୮: କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଚାହିଁବେ...

ପାଣି ଛାଡ଼ିଦେଲା ପାକିସ୍ତାନ:ଭାସିଗଲା ପଞ୍ଜାବର ୧୭ ଗାଁ

ଚଣ୍ଡିଗଡ, ୨୩ା୮(ପି.ଟି.): ପାକିସ୍ତାନ ସତ୍‌ଲେଜ ନଦୀର ଜଳ ଭାରତ ଭିତରକୁ ଛାଡ଼ିଛି। କସୁର ଜିଲାରେ ଜଳ ନିୟନ୍ତ୍ରଣ ଲାଗିି ଥିବା ଗେଟ୍‌କୁ ପାକିସ୍ତାନ ଖୋଲିଦେବାରୁ ଭାରତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *