Posted inଜାତୀୟ

ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ଆଲିଙ୍ଗନ କଲେ ରାହୁଲ

ଓ୍ବାୟନାଡ,୯।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ବାୟନାଡ ଗସ୍ତରେ ତାଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ରବିବାର ଭେଟିଛନ୍ତି। ସେ ଅବସରପ୍ରାପ୍ତ ନର୍ସ ରାଜମ୍ମା ବାବାଥିଲଙ୍କୁ ସ୍ନେହରେ ଆଲିଙ୍ଗନ କରିଥିବାର ଫଟୋ ଟୁଇଟରରେ ଶେୟାର କରହିଛନ୍ତି। ରାଜମ୍ମା ଏବଂ ରାହୁଲ ଫଟୋ ବେଶ୍‌ ଭାବୁକ ଥିବାର ଅନୁମାନ କରିହେଉଛି। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନ ନାମାଙ୍କନ ଦାଖଲ ସମୟରେ ରାଜମ୍ମା ରାହୁଲଙ୍କୁ ଭେଟିବା ଲାଗି ଇଛା ପ୍ରକାଶ କରିଥିଲେ। ଏବେ ରାଜମ୍ମାଙ୍କୁ ୭୨ ବର୍ଷ। ୧୯୭୦ ଜୁନ୍‌ ୧୯ରେ ରାହୁଲ ଦିଲ୍ଲୀର ଫ୍ୟାମିଲି ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ରାଜମ୍ମା ସେଠାରେ ଚାକିରି କରୁଥିଲେ।


All Right Reserved By Dharitri.Com

୨୦୨୧ରେ ପଶ୍ଚିମବଙ୍ଗରୁ ମୂଳପୋଛ ହେବ ତୃଣମୂଳ କଂଗ୍ରେସ: ବାବୁଲ୍‌ ସୁପ୍ରିୟୋ

କୋଲକାତା,୨୧।୭: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଦିନ ଶେଷ ହେବାକୁ ବସିଛି। ଆସନ୍ତା ୨୦୨୧ ବିଧାନସଭା ନିର୍ବାଚନରେ ଏହା ରାଜ୍ୟରୁ ମୂଳପୋଛ ହେବ ବୋଲି ଜଙ୍ଗଲ ଓ...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ମୃତ୍ୟୁବରଣ କରିଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାର

ନୂଆଦିଲ୍ଲୀ, ୨୯।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ମୃତ୍ୟୁବରଣ କରିଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାର। ୬ବର୍ଷ ଭିତରେ ରାଜ୍ୟରେ...

ଫିଲ୍ମ ଥ୍ରୀ ଇଡିଅଟ୍ସ ଦେଖି ମିରର ରାଇଟିଂ କରୁଛନ୍ତି ସପ୍ତମ ଶ୍ରେଶୀ ଛାତ୍ରୀ

ରାଇପୁର,୧୬।୯: ଭାରତ ଭଳି ଦେଶରେ ପ୍ରତିଭାଙ୍କର ଅଭାବ ନାହିଁ ବୋଲି କୁହାଯାଏ। ତେବେ ବଲିଉଡ୍‌ର ବ୍ଲକ୍‌ ବୁଷ୍ଟର ମୁଭି ‘ଥ୍ରୀ ଇଡିଅଟ୍ସ’ରୁ ଏବେ ପ୍ରେରଣା ପାଇ...

ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ମୋଦି କୌଣସି  ଦାବି କରି ନାହାଁନ୍ତି : ମାଲେସିୟା ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୧୭।୯: ମୁସଲମାନ୍‌ ଧର୍ମଗୁରୁ ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ମାଲେସିୟା ପ୍ରଧାନମନ୍ତ୍ରୀ ମୋହାଥିର ବିନ୍‌ ମହମ୍ମଦ୍‌ଙ୍କ ମନ୍ତବ୍ୟ ଏବେ ଅନ୍ତର୍ଜାତୀୟସ୍ତର ସହିତ ଭାରତରେ ବିବାଦ ସୃଷ୍ଟି...

୫ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଖବରଦାତା ସମ୍ମିଳନୀ: କ୍ଷମତାକୁ ଫେରିବାର ଦମ୍ଭୋକ୍ତି

ନୂଆଦିଲ୍ଲୀ,୧୮ା୫(ପି.ଟି./ଆଇଏଏନ୍‌ଏସ୍‌): ଚଳିତ ସାଧାରଣ ନିର୍ବାଚନରେ ଭାଜପା ପୁଣିଥରେ ପୂର୍ଣ୍ଣସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବ। ପୂରା ୫ ବର୍ଷ ଶାସନ କରିବା ପରେ ପ୍ରଥମଥର ପାଇଁ ବହୁମତ...

ହାତକାଟି ପ୍ରେମିକାଙ୍କ ମୁଣ୍ଡରେ ଲଗାଇଲେ ରକ୍ତସିନ୍ଦୁର, ସେଲ୍ଫି ନେବା ପରେ କଲେ ହତ୍ୟା

ପୁଣେ, ୨୧।୭: ମହାରାଷ୍ଟ୍ର କଲ୍ୟାଣ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ହାତକାଟି ନିଜ ପ୍ରେମିକାଙ୍କ ମୁଣ୍ଡରେ ରକ୍ତସିନ୍ଦୁର ଲଗାଇ ସେଲ୍ଫି ନେବା...

ମାଗ୍‌ସେସେ ବିଜେତା ସନ୍ଦୀପ ଗୃହବନ୍ଦୀ

ଲକ୍ଷ୍ନୌ, ୧୨ା୮: ମାଗ୍‌ସେସେ ପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ସନ୍ଦୀପ ପାଣ୍ଡେଙ୍କୁ ରବିବାର ଗୃହବନ୍ଦୀ କରାଯାଇଛି। ୩୭୦ ଉଚ୍ଛେଦ ପ୍ରତିବାଦରେ ଜିପିଓ ପାର୍କ ନିକଟରେ ଧାରଣା ଦେବା...

ପୋଲିସ ଆଖି ଆଗରେ ନିଆଁରେ ୩ ଘଣ୍ଟା ଜଳିଲେ ଯୁବତୀ: ମହିଳା ଅଧିକାରୀ ଆସି ନ ଥିବାରୁ ହୋଇ ପାରିଲାନି ଉଦ୍ଧାର କାର୍ଯ୍ୟ

ଭୋପାଳ,୫।୧୦: ମଧ୍ୟପ୍ରଦେଶ ମନ୍ଦସୌର ଜିଲାରୋ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୨ ବର୍ଷ ବୟସ୍କା ଯୁବତୀ କୌଣସି କାରଣରୁ ଦେହରେ କିରାସିନି ଢ଼ାଳି...

Leave a comment

Your email address will not be published. Required fields are marked *