Posted inଜାତୀୟ

ପାନ୍‌-ଆଧାର ସଂଯୋଗର ଶେଷ ତାରିଖ ମାର୍ଚ୍ଚ ୩୧

ନୂଆଦିଲ୍ଲୀ,୧୭।୩ (ପି.ଟି.): ପାନ୍‌ ସହ ଆଧାର ନମ୍ବର ସଂଯୋଗ ବାଧ୍ୟତାମୂଳକ ହୋଇଥିବାବେଳେ ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ଧାର୍ଯ୍ୟ ହୋଇଥିବା ଆୟକର ବିଭାଗ ପକ୍ଷରୁ ସୋମବାର କୁହାଯାଇଛି। ଏହାକୁ ହାତଛଡ଼ା ନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ପାନ୍‌ ସହ ଆଧାର ସଂଯୋଗ ନ ହେଲେ ଏହା ଅକାମୀ ହୋଇଯିବ ବୋଲି ଗତମାସରେ କୁହାଯାଇଥିଲା।


All Right Reserved By Dharitri.Com

ସ୍ଥାୟୀ ସମାଧାନ ଚାହିଁଲେ ବାଚସ୍ପତି

ନୂଆଦିଲ୍ଲୀ, ୧୧ା୨(ପି.ଟି.): ପାର୍ଲାମେଣ୍ଟ ଭିତରେ ସଦସ୍ୟଙ୍କ ପ୍ଲାକାର୍ଡ ଓ ପୋଷ୍ଟର ପ୍ରଦର୍ଶନକୁ ନେଇ ବାଚସ୍ପତି ଓମ୍‌ ବିର୍ଲା ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା...

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ରବିଚନ୍ଦ୍ରନ୍‌ଙ୍କୁ ୧୫ ଦିନ ପାରୋଲ

ମଦୁରାଇ,୭ା୧(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ୭ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଅପରାଧୀଙ୍କ ମଧ୍ୟରୁ ରବିଚନ୍ଦ୍ରନଙ୍କୁ ମାଡ୍ରାସ ହାଇକୋର୍ଟ ୧୫ ଦିନ ଲାଗି...

ମେଣ୍ଟର ଶେଷ ଉଦ୍ୟମ ବିଫଳ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୨୨ା୭: କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ବିଧାନସଭାରେ ସୋମବାର ଆସ୍ଥାଭୋଟ ହେବାକୁ ଥିବାବେଳେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)-କଂଗ୍ରେସ ମେଣ୍ଟ ସରକାର ବଞ୍ଚାଇବା ପାଇଁ...

ଶ୍ରୀନଗରରେ ମୁତୟନ ୨ ମହିଳା ଅଫିସର ଏବେ ଚର୍ଚ୍ଚାରେ

ଶ୍ରୀନଗର,୧୩।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ଘାଟିର ବହୁ ଅଞ୍ଚଳରେ ଏବେ ବି ୧୪୪ ଧାରା ଜାରି ରହିଛି। ହେଲେ ଏହା ଭିତରେ ଦୁଇ...

କ୍ୟାନ୍‌ସର ଦୂରକରେ ଚା

ନୂଆଦିଲ୍ଲୀ: ଶୀତଦିନେ ଚା’ର ମଜା ନିଆରା। ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଥକାପଣ ମେଣ୍ଟାଇବା, ଥଣ୍ଡା...

ପାକିସ୍ତାନ ଯିବାକୁ ଏସ୍‌. ଜୟଶଙ୍କରଙ୍କୁ ପୁଣି ଚିଠି ଲେଖିଲେ ସିଦ୍ଧୁ

ଚଣ୍ଡିଗଡ,୭।୧୧: ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମର ଆଉ ଏକ ନମୁନା ଦେଖିବାକୁ ମିଳିଛି। ଗୁରୁ ନାନକ...

ଆତ୍ମନିର୍ଭରଶୀଳ ହେବ ଭାରତ: ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି।...

କରୋନା ହଟ୍‌ସ୍ପଟ୍‌ ଚାନ୍ଦିନୀ ମହଲକୁ ଘୋଷଣା କରାଗଲା କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ କରୋନା ଭାଇରସର୍‌ ହଟ୍‌ସ୍ପଟ୍‌ କୁହାଯାଉଥିବା ଚାନ୍ଦିନୀ ମହଲ ଅଞ୍ଚଳରେ ରବିବାର ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *