Posted inଫୁରସତ

ଆଙ୍ଗୁଠିରେ ପଇଡ଼ କଣା କରି ରେକର୍ଡ

ପଇଡ଼ କେତେ ଶକ୍ତ ସମସ୍ତେ ଜାଣନ୍ତି। ଏହାକୁ କାଟିବା ପାଇଁ ଧାରୁଆ ଅସ୍ତ୍ର ନିହାତି ଆବଶ୍ୟକ। କିନ୍ତୁ ଜଣେ ବ୍ୟକ୍ତି ନିଜ ଆଙ୍ଗୁଠିରେ ପଇଡ଼କୁ କଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ମାର୍ଶାଲ ଆର୍ଟ ମାଷ୍ଟର ହୋ ଏଙ୍ଗ ହୁଇ ଏହି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି। ସେ ପୁଣି ଚାରୋଟି ପଇଡ଼କୁ ମାତ୍ର ୧୨.୧୫ ସେକେଣ୍ଡରେ ଆଙ୍ଗୁଠିରେ କଣା କରି ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ସେ ଗୋଟିଏ ଥରରେ ପଇଡ଼ କଣା କରି ତା’ମଧ୍ୟସ୍ଥ ପାଣି ବାହାର କରିଦିଅନ୍ତି। ହୋ ଏହି କାମ କରିବା ପାଇଁ ୧୦ଦିନ ପୂର୍ବରୁ ତୋଳା ଯାଇଥିବା ପଇଡ଼ ବ୍ୟବହାର କରନ୍ତି।


All Right Reserved By Dharitri.Com

ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ଲଣ୍ଡା ହେଲେ ମହିଳା

ସଲେମ,୧୦।୧: ତାମିଲନାଡୁର ବିଧବା ମହିଳା ପ୍ରେମା ତାଙ୍କର ୩ ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ କରିବାକୁ ନିଜେ ଲଣ୍ଡା ହୋଇଥିବା କହିଛନ୍ତି। ଲଣ୍ଡା ହେବା ପରେ...

ଅବୁଝା ବିଲେଇର ମନ ମାନଚିତ୍ର

ଓଣ୍ଟାରିଓ: ଗୃହପାଳିତ ପ୍ରାଣୀ ବିଲେଇଙ୍କୁ କିଏ ବା ନ ଜାଣେ। କେଉଁ ଆବହମାନ କାଳରୁ ଏହି ପୋଷା ଜୀବ ମଣିଷ ସହିତ ରହିଆସିଛି। ହେଲେ ବିଲେଇର...

ଅସରପା ଡ୍ରୋନ୍‌ ଶତ୍ରୁଙ୍କ ତଥ୍ୟ ସହଜରେ କରିବ ସଂଗ୍ରହ

କାନପୁର,୨୩।୨: ଉତ୍ତରପ୍ରଦେଶ କାନପୁର ଆଇଆଇଟି ଏବଂ ଭାରତ ଇଲୋଟ୍ରୋନିକ୍ସ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଅସରପା ଭଳି ଦେଖାଯାଉଥିବା କ୍ଷୁଦ୍ର ଡ୍ରୋନ୍‌ ପ୍ରସ୍ତୁତ କରାଯାଇଛି। ଏହା ସହଜରେ...

ନୀଳ ଆଲୋକରେ ଚମକିଲା ସମୁଦ୍ର ଜୁଆର: ଲକ୍‌ ଡାଉନ୍‌କୁ ଖାତିର ନ କରି ଭିଡ଼ ଜମାଇଲେ ଲୋକେ

ମେକ୍ସିକୋ ସିଟି,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀର ବହୁ ଦେଶରେ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏପରିସ୍ଥଳେ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି।...

ମାନସିକ ପୂରଣ କରେ ଏହି ଯଜ୍ଞକୁଣ୍ଡ…

ହରିଦ୍ୱାରରେ ଏପରି ଏକ ଆଶ୍ରମ ରହିଛି। ଏହାର ଯଜ୍ଞଶାଳାରେ ଦୀର୍ଘ ୬୬ ବର୍ଷ ଧରି ଅଖଣ୍ଡ ଅଗ୍ନି ପ୍ରଜ୍ୱଳିତ ହୋଇରହିଛି । ୧୯୫୩ରେ ଏହାର ସ୍ଥାପନା...

ପୁରୁଷ ଟିଭି ଦେଖିବାରେ ଏବଂ ମହିଳା ଇସ୍ତ୍ରୀ କରିବାରେ ଅଧିକ ବିଦ୍ୟୁତ୍‌ ଶକ୍ତି କରନ୍ତି ଖର୍ଚ୍ଚ …

ଭାରତରେ ଅଧିକ ବିଦ୍ୟୁତ୍‌ ଶକ୍ତି କେଉଁମାନେ ଖର୍ଚ୍ଚ କରିଥାନ୍ତି ତାହାର ଏକ ରିପୋର୍ଟ ପ୍ରକାଶ ପାଇଛି। ପେନସିଲ୍‌ଭାନିଆର ପିଟସ୍‌ବର୍ଗ ସ୍ଥିତ କାନେଗି ମେଲୋନ୍‌ ବିଶ୍ୱବିଦ୍ୟାଳୟର ଗବେଷକ...

କରୋନା ପଜିଟିଭ୍ ଚିହ୍ନଟ ପାଇଁ ଭାରତୀୟ ବୈଜ୍ଞାନିକ ତିଆରି କଲେ ପେପର ଷ୍ଟ୍ରିପ୍ କିଟ୍‌: ମାତ୍ର ୫୦୦ ଟଙ୍କାରେ ହେବ ପରୀକ୍ଷା

ନୂଆଦିଲ୍ଲୀ,୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂକ୍ରମିତଙ୍କୁ ଚିହ୍ନଟ କରିବା ଯାଞ୍ଚ୍ ବ୍ୟବସ୍ଥାରେ ଅଧିକ ଲାଗୁଥିବାରୁ...

ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।...

Leave a comment

Your email address will not be published. Required fields are marked *