Posted inଫୁରସତ

ଯାତ୍ରୀ ଟ୍ରେନରେ ଯିବାକୁ ଟିକେଟ କାଟନ୍ତି ମହାରାଷ୍ଟ୍ରରେ, ଚଢ଼ନ୍ତି ଗୁଜରାଟରେ

ମୁମ୍ବାଇ,୧୫।୩: ସାଧାରଣତଃ ଷ୍ଟେଶନରେ ଟିକେଟ କାଟିବା ପରେ ଯାତ୍ରୀ ସେହିଠାରୁ ହିଁ ଟ୍ରେନରେ ଚଢ଼ିଥାନ୍ତି। ତେବେ ଭାରତରେ ଏଭଳି ଏକ ଷ୍ଟେଶନ ରହିଛି ଯେଉଁଠି ଯାତ୍ରୀ ଟ୍ରେନରେ ଯିବାକୁ ଟିକେଟ କାଟନ୍ତି ମହାରାଷ୍ଟ୍ରରେ କିନ୍ତୁ ଚଢ଼ନ୍ତି ଗୁଜରାଟରେ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଏକ ଷ୍ଟେଶନ ମହାରାଷ୍ଟ୍ର-ଗୁଜରାଟ ସୀମାରେ ରହିଛି। ଷ୍ଟେଶନର ଟିକେଟ ଘର ମହାରାଷ୍ଟ୍ରର ସୀମାରେ ଥିବାବେଳେ ପ୍ଲାଟଫର୍ମ ଗୁଜରାଟରେ ରହିଛି। ସ୍ଥାନୀୟ ନଓ୍ବାପୁର ରେଳଷ୍ଟେଶନରେ ଏଭଳି ନିଆରା ଘଟଣା ଦେଖିବାକୁ ମିଳିଥାଏ। ଷ୍ଟେଶନରେ ଯାତ୍ରୀଙ୍କ ପାଇଁ ପଡ଼ିଥିବା ଚେୟାରରେ ମଧ୍ୟ ଅଧାରେ ମହାରାଷ୍ଟ୍ର ଏବଂ ଅନ୍ୟ ଅଧକରେ ଗୁଜରାଟ ଲେଖାଯାଇଥିବାର ଦେଖିବାକୁ ମିଳେ।


All Right Reserved By Dharitri.Com

ପତ୍ନୀଙ୍କ ସହ ଚାଲିଲେ ପୁରୁଷଙ୍କ ଗତି ୭ ପ୍ରତିଶତ ହ୍ରାସ ପାଏ

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଯଦି ନିଜ ପତ୍ନୀ ଅବା ଗର୍ଲ ଫ୍ରେଣ୍ଡଙ୍କ ସହ ଚାଲି ଚାଲି ଯାଆନ୍ତି ତେବେ...

କୁକୁର କଲା ରେକର୍ଡ

ଗୋଲ୍ଡେନ୍‌ ରିଟ୍ରିଭର୍‌ ପ୍ରଜାତିର ଏହି କୁକୁରର ଫଟୋ ଦେଖି ଭାବୁଥିବେ ଏହି ସୁନ୍ଦର କୁକୁରଟି ଲୋଭରେ ମେଞ୍ଚେ ଖାଦ୍ୟ ପାଟିରେ ପୂରାଇଛି। ହେଲେ ନା। କୁକୁରଟି...

ଏହି ଦେଶରେ ରହିଛି ଏପରି ଅଜବ ସ୍କୁଲ

ସାଧାରଣତଃ ଅନୁକୂଳ ପରିବେଶ ମଧ୍ୟରେ ସ୍କୁଲ ରହିଥାଏ। ଯେଉଁଠିକି ପିଲାମାନେ ସହଜ ଏବଂ ସୁବିଧାରେ ଯାଇଆସି ପାଠ ପଢ଼ିପାରିବେ। ମାତ୍ର ଆଜି ଏମିତି କିଛି ସ୍କୁଲ...

ବିଳାସପୂର୍ଣ୍ଣ ହୋଟେଲ: ରାତିକ ପାଇଁ ଦେବାକୁ ପଡିବ ୭୦ ହଜାର ଟଙ୍କା

ଫ୍ଲୋରିଡା: ଘରୁ ବାହାରକୁ ଗଲେ ପ୍ରାୟ ସମସ୍ତେ ବିଳାସପୂର୍ଣ୍ଣ ହୋଟେଲରେ ରହିବାକୁ ମନ ବଳାଇ ଥାଆନ୍ତି। ଏବେ କିନ୍ତୁ ଏକ ହୋଟେଲ ନିର୍ମାଣ କାମ ଚାଲିଥିବା...

ଏଠି ହୋଇଥାଏ ଅସ୍ଥାୟୀ ବିବାହ

ବିବାହ ସର୍ବଦା ସ୍ଥାୟୀ ବୋଲି କୁହାଯାଏ। ହେଲେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ଅସ୍ଥାୟୀ ବିବାହ କରାଯାଏ। ବେଳେବେଳେ ମାତ୍ର କିଛି ଘଣ୍ଟା...

କରୋନା ଭୟରେ ଖୋଳ ଭିତରେ ପଶି ବୁଲୁଛନ୍ତି ଏହି ବ୍ୟକ୍ତି: ଭିଡିଓ ଭାଇରାଲ

କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଏବେ ପ୍ରାୟ ୧୪୫ ଦେଶକୁ ବ୍ୟାପି ସାରିଲାଣି। ଏବେ...

ଭ୍ରୂଲତା ପାଇଁ ପାଲଟିଲେ ଷ୍ଟାର

ନୂଆଦିଲ୍ଲୀ: ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳାମାନେ ସେମାନଙ୍କ ଭ୍ରୂଲତାକୁ ସ୍ବତନ୍ତ୍ରଭାବରେ ସଜାଇଥାନ୍ତି। ଏହି ଭ୍ରୂଲତା ପାଇଁ ଏବେ ସୋସିଆଲ୍‌ ମିଡିଆରେ ସେନସେସନ୍‌ ପାଲଟିଛନ୍ତି ଆଞ୍ଝେଲିକା ପ୍ରୋଟୋଡ୍ୟାକୋନୋଭା।...

ନିଆରା ସ୍ରଷ୍ଟା: ପ୍ରଶିକ୍ଷଣ ବିନା ଯିଏ କରିଛନ୍ତି ଉଦ୍ଭାବନ

ମଣିଷର କୌଣସି ଆବଶ୍ୟକତା ଯେତେବେଳ ତାକୁ ବ୍ୟତିବ୍ୟସ୍ତ କରିପକାଏ ସେ ସମାଧାନର ବାଟ ଖୋଜିଥାଏ। ସେଥିପାଇଁ କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ତେବେ...

Leave a comment

Your email address will not be published. Required fields are marked *