Posted inଫୁରସତ

ଝିଅମାନେ ପ୍ରେମରେ ପଡିଲେ କେମିତି ଜାଣିବେ

ଟିନ୍‌ଏଜ୍‌ ବା ଯୁବ ବୟସରେ ସାଧାରଣତଃ ପୁଅ ଝିଅମାନେ ପ୍ରେମ କରି ବସିଥାଆନ୍ତି। ହେଲେ ପ୍ରେମ ମାମଲାରେ ପୁଅଟି ପ୍ରଥମେ କେମିତି ଝିଅଟିକୁ ପ୍ରପୋଜ୍‌ କରିବେ ତାକୁ ନେଇ ପଡିଯାଇଥାଆନ୍ତି ଅଡୁଆରେ। ଅନ୍ୟପଟେ ଝିଅଟି ପ୍ରେମ କରୁଥିଲେ ମଧ୍ୟ ଏହା ଖୋଲାଖୋଲି ଭାବେ ପ୍ରକାଶ କରି ପାରି ନ ଥାଆନ୍ତି। ଯଦି କୌଣସି ଝିଅ ଜଣେ ପୁଅ ସହ ବାରମ୍ବାର କଥା ହେବାର ବାହାନା ଖୋଜୁ ଥାଆନ୍ତି ତେବେ ସେଠାରେ ଅନୁମାନ କରାଯାଏ ଯେ ଝିଅଟି ପ୍ରେମରେ ପଡିଛି। ଆଉ ଟିକେ କଥା ହେବା ପରେ ସେ କିଛି ଶୁଣିବା ପୂର୍ବରୁ ଯେଉଁ ଝିଅଟି ନିଜ ବିଷୟରେ କହିବା ଆରମ୍ଭ କରନ୍ତି ସେଠାରେ ଅନୁମାନ କରିବା ଠିକ୍‌ ହେବ ଯେ ଝିଅଟି ପ୍ରେମରେ ପଡିଛି। ଆହୁରି ମଧ୍ୟ ନିଜ ଘର, ପରିବାର, ନିଜ ପସନ୍ଦ ଏସବୁ କହିବାର ଅର୍ଥ ସେ ଯୁବକ ଜଣଙ୍କୁ ଭଲ ପାଉଛନ୍ତି ଓ ଝିଅଟି ଚାହୁଁଛି ପୁଅଟି କେବେବି ଅନ୍ୟ କୌଣସି ଯୁବତୀଙ୍କ ବିଷୟରେ କିଛି ନ ଜାଣନ୍ତୁ। ତେଣୁ ସେ ସବୁବେଳେ ଯୁବକଙ୍କ ପାଖରେ ନିଜ କଥା ହିଁ ବଖାଣି ଥାଆନ୍ତି। ଏମିତି ଝିଅମାନେ ପ୍ରେମରେ ପଡି ଥାଆନ୍ତି ବୋଲି ସହଜରେ ଅନୁମାନ କରାଯାଇପାରେ।


All Right Reserved By Dharitri.Com

କେଶହୀନ କନିଆ

ବିବାହ ବେଳେ କନିଆର ଶୃଙ୍ଗାର ସମସ୍ତଙ୍କୁ ଆକୃଷ୍ଟ କରେ। ଶୃଙ୍ଗାର ଭିତରେ କେଶ ବିନ୍ୟାସର ଥାଏ ବିଶେଷ ଗୁରୁତ୍ୱ। କନିଆର କେଶ ଯେତେ ସୁନ୍ଦର କେଶ...

ଇତିହାସ ପାଲଟିବ ‘ଗଧ’

ନୂଆଦିଲ୍ଲୀ: ନିର୍ବୁଦ୍ଧିଆ ପ୍ରାଣୀ ଭାବେ ଦୁର୍ନାମ ମୁଣ୍ଡାଇଛି ଗଧ। ଏପରି କି ‘ଗଧ’ ନଁ। ଶୁଣିଲେ ମନରେ ଭିନ୍ନ ଭାବନା ସୃଷ୍ଟି ହୁଏ। ଦୀର୍ଘଦିନ ଧରି...

ଗାଡ଼ିରେ ନୁହେଁ, ଉଡ଼ିଉଡ଼ି ଅଫିସ ଯାଇଥାନ୍ତି ଏହି ବ୍ୟକ୍ତି

ସାଧାରଣତଃ ଲୋକେ ଅଫିସକୁ ଗାଡ଼ିମୋଟରରେ ଯାଇଥାନ୍ତି। କିନ୍ତୁ ଜଣେ ଲୋକ ପ୍ରତିଦିନ ଉଡ଼ିଉଡ଼ି ଅଫିସ ଯାଇଥାନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଇଂଲଣ୍ଡର ଟମ୍‌-ପ୍ରାଇନୋ-ବ୍ରୁନ୍‌ ପ୍ରତିଦିନ...

ଏମିତି ମନ୍ଦିର, ଯେଉଁଠି ବ୍ୟବହୃତ ହୋଇନି ଲୁହା

ହରିୟାଣା: ଉତ୍ତରଭାରତର ଅମ୍ବାଲା ସିଟିର ଗୀତା ନଗରୀରେ ଜୈନ ମୁନି ବିଜୟ ଇନ୍ଦ୍ରଦ୍ୟୁମ୍ନ ସୁରେଶ୍ଚରଙ୍କ ସ୍ମୃତିରେ ଭିନ୍ନ ଧରଣର ଏକ ଗୋଲାକାର ମନ୍ଦିର ନିର୍ମାଣ କରାଯାଇଛି।...

ଭାରତରେ ପରିବେଶ ସୁରକ୍ଷା କାର୍ଯ୍ୟ କରୁଛନ୍ତି ବିଦେଶିନୀ

କୋବଲମ୍‌,୨୯।୨: ଦେଶରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସରକାର ତଥା ବିଭିନ୍ନ ସେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟ ଜାରି ରହିଛି। ତେବେ...

ଜଳାତଙ୍କକୁ ରୋକିବ ପ୍ରତିଷେଧକ ବ୍ୟବସ୍ଥା

ଜଳାତଙ୍କ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ। ଲିସା ଭାଇରସ୍‌ ନାମକ ଏକ ଭୂତାଣୁ ର଼୍ୟାବିଜ୍‌ ରୋଗ...

ଆଜିର ବାଳିକା: ସୁରକ୍ଷିତ ଜୀବନ ଓ ଅଧିକାର ଅପେକ୍ଷାରେ

କନ୍ୟାରତ୍ନ , କହିବା ଯେତିକି ସହଜ ତାହାକୁ ରତ୍ନ ଭଳି ଆଦର କରିବା ସେତିକି କଷ୍ଟ ମନେକରୁଛି ଆଜିର ସମାଜ। ଝିଅ-ପୁଅ ସମାନ ସ୍ଲୋଗାନ୍‌କୁ ନେଇ...

୧୬୦ ଫୁଟ ଉପରେ ବସି ଖାଇବାର ମଜା

ନୋଏଡା: ପ୍ରତି କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଲୋକମାନଙ୍କୁ କିଛି ନିଆରା କରି ଦେଖାଇବା ପାଇଁ ପ୍ରେରଣା ଯୋଗାଉଛି। ଯେକୌଣସି ବ୍ୟବସାୟ ହେଉନା କାହିଁକି ଗ୍ରାହକଙ୍କୁ ଆକୃଷ୍ଟ...

Leave a comment

Your email address will not be published. Required fields are marked *