ଏଇ ଭାରତରେ

ଅଲ୍ଲାମା ଇକ୍‌ବାଲ୍‌ଙ୍କ ସଙ୍ଗୀତର ପ୍ରତ୍ୟେକ ପଂକ୍ତିରେ ଭରି ରହିଥିବା ରାଷ୍ଟ୍ରୀୟ ଭାବନା ସ୍ପର୍ଶ କରିଛି ଧର୍ମନଗରୀ ଅଯୋଧ୍ୟାର ଏକ ଜେଲ୍‌ରେ ବନ୍ଦୀ ଥିବା ଅଶ୍‌ରଫ ଅଲିଙ୍କୁ। ସେ ନିଜ ତୂଳୀରେ ରାମାୟଣର ଭିତ୍ତିଚିତ୍ର ଆଙ୍କି ଆଧ୍ୟାମତ୍ିକ ସଦ୍‌ଭାବର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ ଭଗବାନ୍‌ ରାମଙ୍କ ଜୀବନ ସହ ଜଡିତ ପ୍ରସଙ୍ଗଗୁଡିକୁ ଚିତ୍ର ମାଧ୍ୟମରେ ସାକାର କରୁଛନ୍ତି। ଏହି ପ୍ରସଙ୍ଗ ଉପରେ ଚିତ୍ର ଆଙ୍କିବାରେ ଅଶରଫଙ୍କୁ ତାଙ୍କ ସାଥୀ ବନ୍ଦୀମାନେ ସହଯୋଗ କରୁଛନ୍ତି। ଜେଲ୍‌ ପ୍ରଶାସନ ବନ୍ଦୀମାନଙ୍କ ମନରେ କଳାମତ୍କ ଭାବନା ବଢାଇବା ତଥା ସେମାନଙ୍କୁ ଭିତ୍ତିଚିତ୍ରରେ ପାରଙ୍ଗମ କରିବା ପାଇଁ ପ୍ରଶିକ୍ଷଣ ଦେବାର ବନ୍ଦୋବସ୍ତ କରିବା ପରେ ଅଶ୍‌ରଫ ଭଳି ଜଣେ ଚିତ୍ରକର ସାମ୍‌ନାକୁ ଆସିଛନ୍ତି। ଲୋକକଳା କ୍ଷେତ୍ରରେ ପରିଚିତ ଦୀପା ସିଂ ଅଶ୍‌ରଫଙ୍କ ସମେତ ଅନ୍ୟ ବନ୍ଦୀମାନଙ୍କୁ ବିନା ଦେୟରେ ପ୍ରଶିକ୍ଷଣ ଦେଉଛନ୍ତି। ଜେଲ୍‌ର ଅଧୀକ୍ଷକ ବ୍ରଜେଶ କୁମାର ଜେଲର ୪୬ଟି ପାଚେରିକୁ ସେମାନଙ୍କ ପାଇଁ କାନଭାସ କରିଦେଇଛନ୍ତି। ଏଥିରେ ଅଶ୍‌ରଫ ଚିତ୍ର ଆଙ୍କୁଛନ୍ତି। ଏହି ଚିତ୍ର ଆଙ୍କିବା ଦ୍ୱାରା ସେମାନଙ୍କର ମନୋଭାବ ମଧ୍ୟ ସକାରାମତ୍କ ହେଉଛି ବୋଲି କହନ୍ତି ଜେଲ୍‌ ଅଧୀକ୍ଷକ।


All Right Reserved By Dharitri.Com

ପ୍ରତିରୋଧକ ଶକ୍ତି ପରୀକ୍ଷା ଓ ଅର୍ଥନୀତି

ମାର୍କ ରୋ କରୋନା ଭୂତାଣୁଜନିତ ମହାମାରୀ ବିଶ୍ୱ ଅର୍ଥନୀତିକୁ ଅଚଳ କରିଦେବା ସହ ଷ୍ଟକ୍‌ ମାର୍କେଟରେ ପତନ ଘଟାଇଛି ଏବଂ ବେକାରୀ ବୃଦ୍ଧି କରିଛି। ଏଭଳି...

ଜନସଂଖ୍ୟା ବୃଦ୍ଧିର କେତୋଟି ଦିଗ

ବିଚିତ୍ର ବିଶ୍ୱାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ ଆମ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା...

ପଞ୍ଚମ ସ୍ତମ୍ଭର ଅଭ୍ୟୁଦୟ

ପ୍ରକାଶ ତ୍ରିପାଠୀ ଗତ ସତୁରି ଦଶକ ଶେଷ ପର୍ଯ୍ୟନ୍ତ ରେଡିଓ ଓ ଖବରକାଗଜ ଥିଲା ଖବର ଜାଣିବାର ଏକମାତ୍ର ଉତ୍ସ। ରେଡିଓରୁ ମନୋରଞ୍ଜନ କାର୍ଯ୍ୟକ୍ରମ ସହ...

ଶହୀଦ ଭଗତ୍‌ ସିଂଙ୍କ ବିଚାରର ପ୍ରାସଙ୍ଗିକତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ଉପନିବେଶବାଦୀ ଶାସକମାନେ ଭାରତର ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଭଗତ୍‌ ସିଂ ଓ ତାଙ୍କର ଦୁଇ ସାଥୀ...

ଏଇ ଭାରତରେ

ପିଲା ହଜିଗଲେ ପୋଲିସ ଯେମିତି ଖୋଜେ ଠିକ୍‌ ସେମିତି ଶୁଆକୁ ଖୋଜା ଚାଲିଛି ଉତ୍ତରପ୍ରଦେଶର ବାରାଣସୀରେ। ପାଞ୍ଚଦିନ ହେବ ପୋଲିସ ଖୋଜୁଛି ଶୁଆକୁ। ଜୋତପୁର ଥାନା...

ଏଇ ଭାରତରେ

ମହାରାଷ୍ଟ୍ରରେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ଦିନରାତି କାମରେ ଲାଗିଛନ୍ତି। ଲକ୍‌ଡାଉନରେ ପୋଲିସର ମନୋବଳ ବୃଦ୍ଧି କରିବା ତଥା ସେମାନଙ୍କ ସ୍ବାସ୍ଥ୍ୟକୁ...

ଏଇ ଭାରତରେ

ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଲା ପୋଷା କୁକୁର। ମଧ୍ୟପ୍ରଦେଶର ସେଓନି ଜିଲାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାତୀୟ ଅଭୟାରଣ୍ୟ...

ଏଇ ଭାରତରେ

ଆସାମର ଦିସ୍‌ପୁରରେ ଥିବା ଅକ୍ଷର ଫୋରମ୍‌ ସ୍କୁଲ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏଠାରେ ପାଖାପାଖି ୧୧୦ ପିଲା ପଢୁଥିବା ବେଳେ ଏମାନେ ସ୍କୁଲ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *