Posted inଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୮।୬: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଅଲିମ୍ପିୟାନ୍‌ ଅସଲମ ଶେର ଖାଁ ୨ ବର୍ଷ ପାଇଁ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନରେ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡି ବସିଥିଲେ ସେତେବେଳେ ଅସଲମ ଚିଠିଲେଖି କଂଗ୍ରେସ ଅଧ୍ୟକ୍ଷ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ ଯଦି ଅଧ୍ୟକ୍ଷ ପଦ ପାଇଁ ରାହୁଲ ଓ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଅରାଜି ଅଛନ୍ତି ତେବେ ୨ ବର୍ଷ ଲାଗି ତାଙ୍କୁ ସେହି ପଦବୀ ଦିଆଯାଉ।


All Right Reserved By Dharitri.Com

ସରକାରୀ ନିଯୁକ୍ତି ଲାଗି ଗୋଟିଏ ପରୀକ୍ଷା

ନୂଆଦିଲ୍ଲୀ,୪ା୧୨(ପି.ଟି.): ସରକାରୀ ସଂସ୍ଥାରେ ଗ୍ରୁପ୍‌ ବି ଏବଂ ସି ପଦବୀରେ ସମସ୍ତ ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା ହେବ। ଗୋଟିଏ ସଂସ୍ଥା ଏହି ସାଧାରଣ ଯୋଗ୍ୟତା...

ଲାଞ୍ଚ ନ ଦେବାରୁ ଗରିବ ବିଧବାଙ୍କୁ କୋଟିପତି ଦର୍ଶାଗଲା

ଅଯୋଧ୍ୟା,୨।୮: ବିକାପୁର ତହସିଲର ତାରାଦେବୀ ଗରିବ ଓ ବିଧବା। ନିକଟରେ ସେ ତାଙ୍କ ପୁଅ ଅମିତର ପାଠପଢା ଓ ଛାତ୍ରବୃତ୍ତି ପାଇଁ ବାର୍ଷିକ ଆୟ ପ୍ରମାଣ...

ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି

ଜମ୍ମୁ,୨୩ା୧୦(ପି.ଟି.): ଦେଶରେ ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି, ଯିଏକି ଖବରଦାତା ସମ୍ମଳିନୀ କରିପାରିବେନି କି ନିଜ ହୃଦୟର କଥା କହିପାରିବେ ନାହିଁ। ବିବାଦୀୟ ମନ୍ତବ୍ୟ ଦେଇ...

ଆନ୍ଧ୍ରରେ ପୌର ନିର୍ବାଚନ ସ୍ଥଗିତ

ଅମରାବତୀ,୧୬।୩: କରୋନା ଭୟରେ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିଶନ ଚଳିତ ମାସରେ ହେବାକୁ ଥିବା ମଣ୍ଡଳ ଓ ଜିଲା ପରିଷଦ ନିର୍ବାଚନ ସମେତ ପୌର ନିର୍ବାଚନକୁ...

ବୁଡିଗଲାଣି କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ଭାଗ

ଗୁଆହାଟି,୧୬।୭: ଆସାମର ପ୍ରାୟ ୩୦ଟି ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ଏଠାକାର ପାଖାପାଖି ୪ହଜାର ୧୫୭ଟି ଗାଁ ଟାପୁରେ ପରିଣତ ହୋଇଛି। ଏହି ବନ୍ୟାରେ...

ଭାଜପାର ମିଶନ ୬୫ ଫେଲ୍‌: ବାଟରେ କଣ୍ଟା ସାଜିଲା ୫ କାରଣ

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡରେ ଭାଜପାର ମିଶନ ୬୫ ଫେଲ୍‌ ମାରିଛି। ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ-ଜେଏମ୍‌ଏମ ମେଣ୍ଟ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ସରକାରଙ୍କୁ ଲୋକେ...

ଭାଜପା ପ୍ରସ୍ତାବକୁ ନୀତୀଶଙ୍କ ପ୍ରତ୍ୟାଖ୍ୟାନ:ସରକାରରେ ସାମିଲ ହେଲାନି ଜେଡିୟୁ

ନୂଆଦିଲ୍ଲୀ, ୩୧।୫ : କେନ୍ଦ୍ର ସରକାରରେ ସାମିଲ ହେବା ପ୍ରସ୍ତାବକୁ ଜେଡିୟୁ ନେତା ନୀତୀଶ କୁମାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ...

କଶ୍ମୀର ସ୍ଥିତି ସ୍ବାଭାବିକ ନାହିଁ:ଶ୍ରୀନଗର ମେୟର

ଶ୍ରୀନଗର, ୩।୯: ଜମ୍ମୁ-କଶ୍ମୀର ସଡ଼କରେ କୌଣସି ହିଂସା କିମ୍ବା ମୃତଦେହ ପଡୁ ନ ଥିବାର ଅର୍ଥ ସେଠାରେ ସବୁକିଛି ସ୍ବଭାବିକ ଅଛି ଭାବିବା ଭୁଲ୍‌ ବୋଲି...

Leave a comment

Your email address will not be published. Required fields are marked *