Posted inଜାତୀୟ

ଭାରତୀୟ ସେନାରେ ଯୋଗ ଦେଲେ ୩୮୨ ଅଧିକାରୀ

ଡେରାଡୁନ୍‌,୮।୬: ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀ(ଆଇଏମ୍‌ଏ)ରେ ଏକ ପାସିଂ ଆଉଟ୍‌ ପରେଡ୍‌ ପରେ ୩୮୨ ଜଣ ଅଧିକାରୀ ଭାରତୀୟ ସେନାରେ ଶନିବାର ଯୋଗ ଦେଇଥିବା ସୂଚନା ମିଳିଛି। ଲ୍ୟୁଟନାଣ୍ଟ ଜେନରାଲ ଚେରିଶ ମ୍ୟାଥସନ୍‌, ଜେନେରାର ଅଫିସର କମାଣ୍ଡିଙ୍ଗ-ଇନ୍‌-ଚିଫ୍‌, ସାଉଥ୍‌ ଓ୍ବେଷ୍ଟର୍ଣ୍ଣ କମାଣ୍ଡ ଉକ୍ତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପରେଡରେ ମୋଟ ୪୫୯ ଜଣ ଅଧିକାରୀ ଯୋଗ ଦେଇଥିବା ବେଳେ ବନ୍ଧୁତ୍ୱପୂର୍ଣ୍ଣ ଦେଶର ୭୭ ଜଣ ବିଦେଶୀ କ୍ୟାଡେଟ ମଧ୍ୟ ଯୋଗ ଦେଇଥିଲେ।


All Right Reserved By

ଗଣେଶ ଚତୁର୍ଥୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୯: ସାରା ଦେଶରେ ସୋମବାର ଗଣେଶ ଚତୁର୍ଥୀ ପାଳନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି...

ଭଗବାନ ରାମଙ୍କ ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନ କରିବେ ୟୁପି ସରକାର

ଲକ୍ଷ୍ନୌ,୨୩।୭: ଉତ୍ତର ପ୍ରଦେଶ ସରକାର ଭଗବାନ ରାମଙ୍କର ଏକ ୨୫୧ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଅଯୋଧ୍ୟାରେ ଏହା ସ୍ଥାପନ...

୯୩ ଘଣ୍ଟା ପରେ ବି ଏଏନ୍‌-୩୨ନିଖୋଜ: ସର୍ଚ୍ଚ ଅପରେସନ୍‌ରେ ସାମିଲ ହେଲା ଅତ୍ୟାଧୁନିକ ସେନ୍ସର ପି୮ଆଇ

ନୂଆଦିଲ୍ଲୀ,୭।୬: ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟର ବିମାନ ଏଏନ୍‌-୩୨ର ଏବେ ବି ପତ୍ତା ମିଳିପାରିନାହିଁ। ଜୁନ ୩ ଦ୍ୱିପହର ୧ଟାରେ ନିଖୋଜ ହୋଇଥିବା ବିମାନର ପତ୍ତା ଲଗାଇବା...

ଦଳିତ ବିଧାୟକଙ୍କ ଧାରଣା ପରେ ବାରଣ୍ଡାକୁ ଗୋବର ପାଣିରେ ଧୋଇଲେ କଂଗ୍ରେସ କର୍ମୀ

ତ୍ରିଶୁର,୨୯।୭: କେରଳର ତ୍ରିଶୁରଠାରେ ଥିବା ପିଡପ୍ଲୁଡି କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ଦଳିତ ବିଧାୟିକା ଗୀଥା ଗୋପି ଶନିବାର ଧାରଣାରେ ବସିଥିଲେ। ସ୍ଥାନୀୟ ଅଞ୍ଚଳର ରାସ୍ତା ଅବସ୍ଥା...

ଲଦାଖରେ ଭାରତ-ଚାଇନା ସେନା ମୁହାଁମୁହିଁ

ନୂଆଦିଲ୍ଲୀ,୧୩-୯(ପି.ଟି.):ଲଦାଖରେ ଭାରତ-ଚାଇନା ସେନା ପୁଣି ମୁହାଁମୁହିଁ ହୋଇଛନ୍ତି। ପାଙ୍ଗୋଙ୍ଗ୍‌ ହ୍ରଦ କୂଳର ଉତ୍ତର ଭାଗରେ ବୁଧବାର ଭାରତୀୟ ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ଚାଇନାର ପିପୁଲ୍ସ ଲିବରେଶନ...

ଏଣିକି ହେଲମେଟ୍‌ ନ ପିନ୍ଧିବା ଠାରୁ ମହଙ୍ଗା ପଡ଼ିବ ରାସ୍ତା ଉପରେ ଆବର୍ଜନା ଫୋପାଡିବା

ଲକ୍ଷ୍ନୌ,୨୩।୯: ନୂଆ ମୋଟରଯାନ ନିୟମ ଅନୁଯାୟୀ ଏବେ ଉଲ୍ଲଂଘନକାରଙ୍କର ଯେଉଁ ଚାଲାଣ କଟାଯାଉଛି ତା’ଠାରୁ ମହଙ୍ଗା ହେବ ରାସ୍ତାରେ ଆବର୍ଜନା ଫୋପାଡ଼ିବ। ଏହି ଜରିମାନା ବିଷୟରେ...

ଭାଜପା ମୁଖ୍ୟାଳୟରେ ଦଳାଚକଟା ସ୍ଥିତି:ଠେଲାପେଲାରେ ବହୁ ଆହତ

ନୂଆଦିଲ୍ଲୀ,୨୪-୫(ପି.ଟି.):ନିର୍ବାଚନ ଫଳାଫଳ ଆସିବା ପରେ ରାଜଧାନୀ ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ହଜାର ହଜାର ସଂଖ୍ୟାରେ ଲୋକେ ରୁଣ୍ଡ ହେବାରୁ ସେଠାରେ ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି...

ଭାରତ ଆସିବେନି ଇସ୍ରାଏଲ ପ୍ରଧାନମନ୍ତ୍ରୀ: ୫ ଦିନ ପୂର୍ବରୁ ବାତିଲ କଲେ ଯାତ୍ରା

ନୂଆଦିଲ୍ଲୀ,୩।୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନୋତାନେହୁଙ୍କ ଭାରତ ଗସ୍ତ ବାତିଲ ହୋଇଛି। ଯାତ୍ରାର ୫ ଦିନ ପୂର୍ବରୁ ଏହାକୁ ବାତିଲ କରାଯାଇଥିବା ନେଇ ଜଣାପଡ଼ିଛି। ମଙ୍ଗଳବାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *