‘ଆର୍ଟିକିଲ୍‌ ୧୫’ ରିଲିଜ୍‌ ଅପେକ୍ଷାରେ ଆୟୁଷ୍ମାନ୍‌

ମୁମ୍ବାଇ: ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଆର୍ଟିକିଲ୍‌ ୧୫’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା। ଏହାର କାହାଣୀ ବାସ୍ତବ ଦେଶପ୍ରେମ ଉପରେ ଗଢ଼ିଉଠିଛି। ତାଙ୍କ କହିବାନୁଯାୟୀ, ଦେଶକୁ ପ୍ରକୃତରେ ଭଲ ପାଉଥିବା ବ୍ୟକ୍ତି ସଚ୍ଚା ଦେଶପ୍ରେମୀ ଭାବେ ହିଁ ବିବେଚିତ ହୁଏ। ଭାରତୀୟ ସମ୍ବିଧାନର ‘ଆର୍ଟିକିଲ୍‌ ୧୫’ରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଦୃଷ୍ଟିରେ ଦେଖିବା ସହିତ କାହା ପ୍ରତି ପାତରଅନ୍ତର ମନୋଭାବ ପୋଷଣ ନ କରିବାକୁ ଉଲ୍ଲେଖ ରହିଛି।
୨୦୧୨ରୁ ଅଭିନୟ ଜଗତରେ ପାଦ ଦେଇଥିବା ଖୁରାନା ବର୍ତ୍ତମାନ ଦୁଇଟି ସନ୍ତାନର ଜନକ। ୭ ବର୍ଷର ପୁଅ ବର୍ତ୍ତମାନ ଫିଲ୍ମର କାହାଣୀ ବୁଝୁ କି ନ ବୁଝୁ ବରୁଣ ଧାଓ୍ବନ ଏବଂ ଟାଇଗର ଶ୍ରଫ୍‌ଙ୍କ ଭଳି ଫାଣ୍ଟାଷ୍ଟିକାଲ୍‌ ହିରୋଙ୍କୁ ପସନ୍ଦ କରେ। ତେବେ ବଡ଼ ହେଲେ ମୋ ଅଭିନୀତ ଫିଲ୍ମ ପାଇଁ ସେ ଗର୍ବ ଅନୁଭବ କରିବ ବୋଲି ଆୟୁଷ୍ମାନ୍‌ ମତ ଦେଇଛନ୍ତି। ଆୟୁଷ୍ମାନ୍‌ଙ୍କ ଅଭିନୀତ ଫିଲ୍ମଗୁଡିକ ହେଉଛି ‘ଭିକି ଡୋନର’, ‘ଶୁଭ ମଙ୍ଗଲ୍‌ ସାବଧାନ୍‌’, ଏବଂ ‘ବଧାଇ ହୋ’। ଅନ୍ୟତମ ଫିଲ୍ମ୍‌ ‘ଆର୍ଟିକିଲ୍‌ ୧୫’ ଜୁନ୍‌ ୨୮ରେ ରିଲିଜ ହେବାକୁ ଯାଉଛି।


All Right Reserved By Dharitri.Com

ରିଟର୍ଣ୍ଣ ଅଫ୍‌ ରାଇମୋହନ

ଚଳଚ୍ଚିତ୍ର ତଥା ଯାତ୍ରା ଜଗତରେ ଏକ ଅତି ପରିଚିତ ନଁା ରାଇମୋହନ। ସେ ଯେତେବେଳେ ଯାହା କରନ୍ତି ତାହା ହୁଏ ନିଆରା। ତାଙ୍କ ଅଭିନୟ ହେଉ...

ଫିଟ୍‌ନେସ୍‌ର ସିକ୍ରେଟ୍‌ ବାସ୍କେଟ୍‌ବଲ

ଏଫ୍‌ବିବି ଫେମିନା ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ୍‌ ଟାଇଟଲ୍‌ ସହ ମିସ୍‌ ଓଡ଼ିଶା ଓ ମିସ୍‌ ରୂପଶ୍ରୀ ଟାଇଟଲ୍‌। କେବଳ ଏତିକି ନୁହେଁ, ଭାରତରେ ପ୍ରଥମଥର ପାଇଁ...

ଭିନ୍ନ ଲୁକ୍‌ରେ କରୀନା

ବଲିଉଡ୍‌ର ଫ୍ୟାଶନ କୁଇନ୍‌ କରୀନା କପୁର ଖାନ୍‌ଙ୍କ ଭିନ୍ନ ଲୁକ୍‌ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ତାଙ୍କର ଏହି ନୂଆ ଲୁକ୍‌କୁ ପ୍ରଶଂସକ...

ମା’ ତୁମେ ବହୁତ ମନେ ପଡୁଛ…

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୨୪ ଫେବୃୟାରୀ ଅର୍ଥାତ୍‌ ସୋମବାର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ଆଜିର ଦିନରେ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁ ସିନେପ୍ରେମୀଙ୍କୁ ହତବାକ କରିଦେଇଥିଲା।...

ସୁମନ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ

ମୁମ୍ବାଇ: ରାଜସ୍ଥାନର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ ସୁମନ ରାଓ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ-୨୦୧୯ ମୁକୁଟ ବିଜୟିନୀ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍‌ଡୋର...

‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍‌, ପରେଶଙ୍କ ସହ ନଜର ଆସୁଛନ୍ତି ଶିଳ୍ପା

ବମ୍ବେ: ରିଲିଜ୍‌ ହୋଇଛି ‘ହଙ୍ଗାମା-୨’ର ପୋଷ୍ଟର। ଟ୍ରେଡ୍‌ ଆନାଲିଷ୍ଟ ତରନ୍‌ ଆଦର୍ଶ ନିଜର ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟରକୁ ରିଲିଜ୍‌ କରିଛନ୍ତି। ଏଥିସହ ଫିଲ୍ମଟି ଆସନ୍ତାବର୍ଷ...

୧୬ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରଥିଲେ ଡିମ୍ପଲ୍‌

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ୍‌ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...

ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ଖୁସି ଲାଗେ

ଡ୍ୟାନ୍ସରରୁ ଇଞ୍ଜିନିୟର। ଇଞ୍ଜିନିୟରରୁ ବ୍ଲଗର୍‌। ଆଉ ବ୍ଲଗର୍‌ରୁ ଆକ୍ଟର। ଏକାଧାରାରେ ଏତେ ପ୍ରତିଭାର ଅଧିକାରୀ ମେଘା ରାୟ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ଟେଲିଭିଜନ...

Leave a comment

Your email address will not be published. Required fields are marked *