ହଲିଉଡ୍‌ କଳାକାରଙ୍କ ସହ ଜନ୍ମଦିନ ପାଳିଲେ ଅନୁପମ

ନ୍ୟୁୟର୍କ: ବଲିଉଡ୍‌ର ବରିଷ୍ଠ କଳାକାର ଅନୁପମ ଖେର ଶନିବାର ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନ୍ୟୁୟର୍କରେ ହଲିଉଡ୍‌ର ଭେଟେରାନ ଆକ୍ଟର ରୋବର୍ଟ ଡି ନିରୋଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ଏହି ଦୁଇ କଳାକାର ୨୦୧୨ରେ ‘ସିଲଭର ଲନିଙ୍ଗନ୍ସ ପ୍ଲେବୁକ’ରେ ସ୍କ୍ରିନ୍‌ ଶେୟାର କରିଥିଲେ। ନିରୋଙ୍କ ସହ ଜନ୍ମଦିନ ପାଳନ କରୁଥିବାର ଏକ ଭିଡିଓ ଅନୁପମ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ମିନିଏଚର କେକ୍‌ରେ କ୍ୟାଣ୍ଡେଲ ଜଳୁଥିବା ବେଳେ ନିରୋ ବାର୍ଥଡେ ସଙ୍ଗ ଗାଇ ଅନୁପମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହାପରେ ଅନୁପମ ତାଙ୍କୁ ଧନ୍ୟବାଦ ଦେଇ କେକ୍‌ କାଟିବାକୁ ଯାଉଥିବା ଦେଖାଯାଇଛି।


All Right Reserved By Dharitri.Com

ଶୁଟିଂ ସେଟ୍‌ରେ ସଲମାନ୍‌ଙ୍କୁ ଡରିଯାଇଥିଲେ ଆଦିତ୍ୟ

ମୋହିତ ସୁରୀଙ୍କ ସୁପରହିଟ୍‌ ଫିଲ୍ମ ‘ଆଶିକି-୨’ରେ ଅଭିନୟ କରି ବଲିଉଡ୍‌ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଆଦିତ୍ୟ ରୟ କପୁର। ଏହି...

ଅକ୍ଷୟ କୁମାରଙ୍କ ଦୁଃଖ: ବଡ ନିର୍ଦ୍ଦେଶକ ମୋତେ ଫିଲ୍ମରେ ନେଉନାହାନ୍ତି

ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ବକ୍ସଅଫିସ ହିଟ ସିନେମା ଦେଇ ଆସୁଛନ୍ତି। କିନ୍ତୁ ତାଙ୍କୁ ଇଣ୍ଡଷ୍ଟ୍ରୀର ବଡ ବଡ ନିର୍ଦ୍ଦେଶକଙ୍କ ସହ ଖୁବ୍‌ କମ୍‌...

ନମସ୍କାରର ସଠିକ୍‌ ଅର୍ଥ ବୁଝାଇଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ପ୍ରାୟ ସମୟରେ ସେ ମନରୋଞ୍ଜନ ହେଉ କି କିଛି ଶିକ୍ଷଣୀୟ ଟୁଇଟ...

‘ଦ କପିଲ ଶର୍ମା ଶୋ’ର ଶୁଟିଂରୁ ବ୍ରେକ୍‌ ନେବେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ନିଜ ଶୋ’ ‘ଦ କପିଲ ଶର୍ମା ଶୋ’ର ଶୁଟିଂରେ ବ୍ରେକ୍‌ ଦେଇଛନ୍ତି। ଶୁଣିବାକୁ ମିଳିଛି, କପିଲ ଆଉ ୨୦ ଦିନ...

ପ୍ରସ୍ତୁତି ପଥେ ‘ଗୁଲାବୋ ସିତାବୋ’

ଲକ୍ଷ୍ନୌ: ଅଭିନେତା ଆୟୁଷ୍ମାନ୍‌ ଖୁରାନା ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଗୁଲାବୋ ସିତାବୋ’ ଶୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଅଭିନୟ...

ସାଗର-ଟିକିଲି ଲଭ୍‌ଷ୍ଟୋରି

କେହିଜଣେ କହିଥିଲେ ଏକଥା, ପ୍ରେମ ଗୋଟେ ଇଚ୍ଛାମତୀ ନଈର ନଁା। ତେଣୁ କେତେବେଳେ ପ୍ରେମ ହେବ ସେକଥା କେହି ବି ଜାଣି ନ ଥାଏ। ଠିକ୍‌...

୨୦୧୯ର ଚର୍ଚ୍ଚିତ ଷ୍ଟାରକିଡ୍‌: ତାଲିକାରେ ତୈମୁର, ଇନାୟା, ସୁହାନା, ଅନନ୍ୟା….

ବମ୍ବେ: ବଲିଉଡ୍‌ର ଷ୍ଟାରକିଡ୍‌ମାନେ ନିଜ ନିଜ ମା’ବାପାଙ୍କଠାରୁ ଚର୍ଚ୍ଚିତ ହେବାରେ କମ୍‌ ନୁହନ୍ତି। ସେଥିପାଇଁ ତ ସେ ସୈଫ୍‌-କରିନାଙ୍କ ତୈମୁର ହୁଅନ୍ତୁ ଅଥବା ଶାହିଦ-ମୀରାଙ୍କ ମିଶା,...

କରୋନା ଯୋଦ୍ଧାଙ୍କ ପାଇଁ ଗୀତ ଗାଇଲେ ମାଧୁରୀ

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଛି। ଏହି ସମୟରେ ଘରେଥିବା ଲୋକେ ସୁରକ୍ଷିତ ରହିଛନ୍ତି। କାରଣ କରୋନା ଯୋଦ୍ଧା ହସ୍ପିଟାଲରେ ଓ...

Leave a comment

Your email address will not be published. Required fields are marked *