Posted inଫୁରସତ

ଛୋଟ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ ଛଡ଼ାଇବା ପାଇଁ ଷ୍ଟାର୍ଟ-ଅପ୍‌ ଆରମ୍ଭ କଲେ ୧୧ବର୍ଷ ବୟସ୍କା ବାଳିକା

ସୁରଟ,୭।୩ : ସମ୍ପ୍ରତି ଛୋଟପିଲାଙ୍କ ମଧ୍ୟରେ ମୋବାଇଲ୍‌ ଅଭ୍ୟାସ ବଢ଼ିବାରେ ଲାଗିଛି। ଭବିଷ୍ୟତରେ ଏହାର ଖରାପ ପ୍ରଭାବ ସେମାନଙ୍କ ପଡ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟର ଜଣେ ୧୧ ବର୍ଷ ବୟସ୍କା ବାଳିକା ଭାବିକା ମାହେଶ୍ୱରୀ ଏକ ଷ୍ଟାର୍ଟ-ଅପ୍‌ ଆରମ୍ଭ କରିଛନ୍ତି। ଏନେଇ ସେ ୨୪ ପୃଷ୍ଠାର ଏକ ଡ୍ରଇଁ ବୁକ୍‌ ତିଆରି କରିଛନ୍ତି। କେଉଁ ସମୟରେ କେତେବେଳ ପାଇଁ ମୋବାଇଲ୍‌ ବ୍ୟବହାର କରାଯିବ ସେ ସମ୍ପର୍କରେ ଏହି ଷ୍ଟାର୍ଟଅପ୍‌ରେ ସୂଚନା ଦିଆଯାଇଛି। ଇତିମଧ୍ୟରେ ୧୨ଟି ସ୍କୁଲରେ ସେ ଏନେଇ ଆୟୋଜିତ ଆଲୋଚନା ଚକ୍ରରେ ନିଜର ମତାମତ ଉପସ୍ଥାପନ କରିସାରିଲେଣି। ଭାବିକାଙ୍କ ଏଭଳି ପ୍ରୟାସ ତାଙ୍କ ଲାଗି ସୋସିଆଲ ମିଡ଼ିଆରେ ପରିଚିତି ଆଣି ଦେଇଛି। ଭାବିକାଙ୍କ ଏଭଳି ଅଭିଯାନକୁ ବହୁ ୟୁଜର ପ୍ରଶଂସା କରିଛନ୍ତି।


All Right Reserved By Dharitri.Com

ଯେଉଁଠି ଦେବୀଦେବତାଙ୍କୁ ମିଳେ ଦଣ୍ଡ

ଅଦାଲତରେ ସାଧାରଣତଃ ମଣିଷମାନଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ସେମିତି ଗାଁ ଗଣ୍ଡାରେ ଦେବୀଦେବତାଙ୍କୁ ସାକ୍ଷୀ ରଖି ବିଭିନ୍ନ ପ୍ରକାର ମାମଲାର ସମାଧାନ କରାଯାଇଥିବା ମଧ୍ୟ...

କମ୍‌ ବଜେଟ୍‌ରେ ବି କରିପାରିବେ ସୁନ୍ଦର ବଗିଚା

ଆଜିକାଲି ସମୟରେ ସମସ୍ତଙ୍କ କ୍ଷେତ୍ରରେ ବଡ଼ ଫ୍ଲାଟ୍‌ କିମ୍ବା ବଗିଚା କରିବା ସମ୍ଭବ ନୁହେଁ। ତେଣୁ କମ୍‌ ବଜେଟ୍‌ ଆଉ ଅଳ୍ପ ସ୍ଥାନରେ ବି ଏକ...

ହସ୍ପିଟାଲରୁ ୪ କରୋନା ପୀଡ଼ିତ ଭୁଲରେ ଡିସ୍‌ଚାର୍ଜ: ଖୋଜୁଛି ପୋଲିସ

ଚେନ୍ନାଇ: ତାମିଲନାଡୁର ଭିଲୁପୁରମ ଜିଲାର ୪ କରୋନା ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ମଙ୍ଗଳବାର ଭୁଲ୍‌ରେ ଡିସ୍‌ଚାର୍ଜ କରି ଦିଆଯାଇଛି। ଏହି ରୋଗୀମାନଙ୍କୁ ଖୋଜିବା ପାଇଁ ପୋଲିସ...

ଆରାମ ନୁହେଁ, କଷ୍ଟ ଦେବ ଏ ତକିଆ

ଦିନ ତମାମର ଥକାପଣ ଦୂର ହୁଏ ନରମ ଗଦିରେ, ନରମ ତକିଆରେ କେଇ ଘଣ୍ଟା ଆରାମରେ ଶୋଇପଡ଼ିଲେ। ଏହି ଧଳାରଙ୍ଗର ସୁନ୍ଦର ତକିଆ ଦେଖିଲେ ଅନେକଙ୍କ...

ଯୌତୁକ ନ ନେବାକୁ ସର୍ତ୍ତ ରଖିଲେ ଶିକ୍ଷକ ଜ୍ୱାଇଁ: ଲକ୍ଷେ ଟଙ୍କାର ପୁସ୍ତକ ଉପହାର ଦେଲେ ଶ୍ୱଶୁର

ଆଇନ ଅନୁଯାୟୀ ଯୌତୁକ ମାଗିବା ଏକ ଅପରାଧ। ମାତ୍ର ଆମ ସମାଜରେ ଯୌତୁକ ମାଗିବା ଯେପରି ଏକ ପ୍ରଥା ପାଲଟିଛି। ଭାରତରେ ବୋଧହୁଏ ଏମିତି କୌଣସି...

ବିଶ୍ୱର ସବୁଠାରୁ ଛୋଟ ଘୋଡ଼ା: ଯାହାର ଲମ୍ବ ଗଧଠାରୁ କମ୍‌

ସାଧାରଣତଃ ଘୋଡ଼ାର ୪ କିମ୍ବା ୫ ଫୁଟ୍‌ ଉଚ୍ଚତା ହୋଇଥାଏ, ଏହା ଆପଣ ନିଶ୍ଚେ ଦେଖିଥିବେ। ମାତ୍ର ପୋଲାଣ୍ଡରେ ଏପରି ଏକ ଘୋଡ଼ା ଅଛି ଯାହା...

ଏମିତି ଏକ ବଲ୍‌ବ, ଯାହାର ପାଳନ କରାଯାଇଥିଲା ଜନ୍ମଦିନ

ସାଧାରଣତଃ କୌଣସି ବଲ୍‌ବ ଗୋଟେ ବର୍ଷରୁ ଅଧିକ ଜଳେ ନାହିଁ। ତେବେ ଅନେକ କମ୍ପାନୀ ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ର ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି। କିନ୍ତୁ ଦୁନିଆରେ ଏପରି...

ବ୍ୟକ୍ତିତ୍ୱ: ହୋମର ଅନୁପ୍ରାଣିତ କବି ଲର୍ଡ ଟେନିସନ୍‌

ବିଶ୍ୱର ଏମିତି କୌଣସି ସାହିତ୍ୟ ସ୍ରଷ୍ଟା ନାହାନ୍ତି, ଯେଉଁମାନେ ହୋମରଙ୍କ ରଚନା ଦ୍ୱାରା ଅନୁପ୍ରାଣିତ ହୋଇନାହାନ୍ତି। ସେକ୍ସପିୟରଙ୍କଠୁ ଆରମ୍ଭ କରି ରାଧାନାଥ ରାୟ ବାହାଦୁର –...

Leave a comment

Your email address will not be published. Required fields are marked *