‘ବାଗି ୩’ ରିଲିଜ୍‌ ହେବା ପରେ ବୋହୂ ବେଶରେ ନଜର ଆସିଲେ ଅଙ୍କିତା

ମୁମ୍ବାଇ: ଟେଲିଭିଜନ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍‌ ଦୁନିଆରେ ଦର୍ଶକଙ୍କ ଦୃଷ୍ଟ ଆକର୍ଷଣ କରିଛନ୍ତି। ‘ମଣିକର୍ନିକା’ରେ ଡେବ୍ୟୁ କରିଥିବା ଅଙ୍କିତାଙ୍କର ଦ୍ୱିତୀୟ ଫିଲ୍ମ ‘ବାଗି ୩’ ଏବେ ରିଲିଜ୍‌ ହୋଇଛି। ଏଥିରେ ଅଙ୍କିତାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଛି ବୋଲି ଶୁଣିବାକୁ ମିଳୁଛି। ଫିଲ୍ମ ରିଲିଜ ହେବାର ଅଳ୍ପ କିଛି ଘଣ୍ଟା ମଧ୍ୟରେ ସେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଅଙ୍କିତା ତାଙ୍କର ଏକ ଫଟୋ ସେସିଆଲ ମିଡିଆରେ ଶେୟାର କରିବା ପରେ ନିଜର ଏକ୍ସସାଇଟମେଣ୍ଟ କଥା ଦର୍ଶାଇଛନ୍ତି। ଯାହାକୁ ଦେଖି ପ୍ରଥମେ ଦର୍ଶକେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ସତ। ହେଲେ ଅସଲ ଘଟଣା ହେଲା ଅଙ୍କିତାଙ୍କ ବୋହୂ ବେଶର ଫଟୋ ସମସ୍ତଙ୍କୁ ବେଶ୍‌ ପସନ୍ଦ ଦେଇଥିଲା ହେଲେ ସେ କାହାପାଇଁ ବଧୂ ବେଶ ଧାରଣ କରିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲା। ପ୍ରକୃତରେ ଅଙ୍କିତା ‘ବାଗି ୩’ର ଏକ ଦୃଶ୍ୟରେ ଏହି ଗେଟ୍‌ଅପ୍‌ରେ ନଜର ଆସିଥିଲେ। ଏହା ତାଙ୍କର ପୁରୁଣା ଫଟୋ। ଏଥିରେ ସେ ରିତେଶ ଦେଶମୁଖଙ୍କ ଅପୋଜିଟରେ ନଜର ଆସିଛନ୍ତି।


All Right Reserved By Dharitri.Com

‘ଜିରୋ’ ପରେ ଶାହାରୁଖଙ୍କ ହାତ ଖାଲି

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୨୭ ବର୍ଷ ଧରି ରାଜ୍‌ କରି ଆସିଥିବା ବାଦ୍‌ଶାହା ତଥା ଶାହାରୁଖଙ୍କ ହାତ ଏବେ ପୂରା ଖାଲି। ‘ଜିରୋ’ଫିଲ୍ମ ପରଠାରୁ ଶାହାରୁଖ୍‌ ଆଉ...

ଆଜି ବିଗ୍‌ବସ୍‌ ଫିନାଲେ: ଟଙ୍କା ବ୍ୟାଗ୍‌ ନେଇ ବାହାରିବେ ପାରସ୍‌, ଆରତୀ ୫ମ ସ୍ଥାନରେ; ବିଜେତାଙ୍କ ପାଇଁ ହେବ ଲାଇଭ୍‌ ଭୋଟିଂ

ବମ୍ବେ: ବିଗ୍‌ବସ୍‌’ର ସବୁଠାରୁ ଲୋକପ୍ରିୟ ସିଜନ ଶେଷ ହେବ। ଶନିବାର ଶୋ’କୁ ତାର ବିଜେତା ମିଳିବ। ହେଲେ କିଏ ଜିତିବ ତାକୁ ନେଇ ଚର୍ଚ୍ଚା। ସବୁଥରଠାରୁ...

ସାରାଙ୍କୁ ଛାଡି ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ରେ ଗଲେ କାର୍ତ୍ତିକ, ୟୁଜର୍ସ କହିଲେ ଧୋକାବାଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବଂ ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି...

‘ଦ କପିଲ ଶର୍ମା ଶୋ’ର ଶୁଟିଂରୁ ବ୍ରେକ୍‌ ନେବେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ନିଜ ଶୋ’ ‘ଦ କପିଲ ଶର୍ମା ଶୋ’ର ଶୁଟିଂରେ ବ୍ରେକ୍‌ ଦେଇଛନ୍ତି। ଶୁଣିବାକୁ ମିଳିଛି, କପିଲ ଆଉ ୨୦ ଦିନ...

ଶବ୍ଦରେ ଛନ୍ଦି ହେବାକୁ ଦିଅନ୍ତିନି ଖୋକାଭାଇ

ଓଡ଼ିଆ ଭଜନ ହେଉ କି ଆଧୁନିକ ସଙ୍ଗୀତ, ନିଜର ଯାଦୁକରି କଣ୍ଠ ସାହାଯ୍ୟରେ ଯିଏ ଅଗଣିତ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ଜାଗା ସୃଷ୍ଟି କରି ପାରିଛନ୍ତି...

ସମୟ ହୋଇନି

କ୍ୟାଟ୍ରିନାଙ୍କୁ ସବୁ କଥା ପଚାରନ୍ତୁ ହେଲେ ମ୍ୟାରେଜ୍‌ କଥା ଉଠିଲେ ତାଙ୍କର ମୁହଁ ଆମ୍ବିଳା ହୋଇଯାଉଛି। ଏବେ କୁଆଡ଼େ ଘରସଂସାର କରିବାକୁ ତାଙ୍କୁ ସମୟ ହୋଇନାହିଁ।...

ଗଣେଶଙ୍କୁ ପୂଜା କରି ଟ୍ରୋଲ ହେଲେ ସାରା

ମୁମ୍ବାଇ: ସାରା ଦେଶରେ ଏବେ ଗଣପତିଙ୍କ ପୂଜାକୁ ନେଇ ଉତ୍ସବର ମାହୋଲ। ବଲିଉଡ କଳାକାରମାନେ ମଧ୍ୟ ଏହାକୁ ବେଶ ଧୁମ୍‌ଧାମରେ ପାଳନ କରୁଛନ୍ତି। ଏପରିସ୍ଥଳେ ଗଣେଷଙ୍କୁ...

ବଲିଉଡ୍‌ରେ ଦେଶଭକ୍ତିର ସଂଳାପ, ଆଜି ବି ଲୋମ ଟାଙ୍କୁରାଇ ଦିଏ

ବଲିଉଡ୍‌ରେ ଏମିତି କିଛି ଦେଶପ୍ରେମ ତଥା ଦେଶଭକ୍ତି ଫିଲ୍ମ ରହିଛି, ଯାହା ଦର୍ଶକଙ୍କୁ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି। କେବଳ ଯେ ଫିଲ୍ମ ତାହା ନୁହେଁ,...

Leave a comment

Your email address will not be published. Required fields are marked *