ଏଲ୍‌ଇଡି ଟିଭି କିଣିଲେ ପୁରସ୍କାର ଜିତିବାର ସୁଯୋଗ ଦେଉଛି ଏଲ୍‌ଜି

ଭୁବନେଶ୍ୱର,୭-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଓ୍ବିନ ଇଭ୍ରି ଆଓ୍ବାର ଓ୍ବିଥ ଏଲ୍‌ଜି ସମ୍ପର୍କରେ ଘୋଷଣା କରାଯାଇଛି। ଓ୍ବାର୍ଲଡ କପ୍‌ ଅଫର ଅନ୍ତର୍ଗତ ଏହାର ଶୁଭାରମ୍ଭ ହୋଇଛି। କମ୍ପାନୀର ଏଲ୍‌ଇଡି ଟିଭି କ୍ରୟ ଉପରେ ସାରା ଦେଶର ଗ୍ରାହକମାନେ ଘଣ୍ଟିକିଆ ଲକି ଡ୍ରରେ ଭାଗନେବାର ସୁଯୋଗ ପାଇପାରିବେ। ସେହିଭଳି ସାପ୍ତାହିକ ଲକି ଡ୍ରରେ ଗ୍ରାହକମାନେ ଅଂଶଗ୍ରହଣ କରି ଆକର୍ଷଣୀୟ ଉପହାର ଜିତିପାରିବେ। ଏହି ଅଫର ଅନ୍ତର୍ଗତ ରାଜ ଇଲେକଟ୍ରୋନିକ୍ସ ଯାଜପୁର ରୋଡରୁ ମିଷ୍ଟର ରଞ୍ଜନ କମ୍ପାନୀର ୩୨ ଇଞ୍ଚର ଏଲ୍‌ଇଡି କ୍ରୟ କରି ଏକ୍ସ ବୁମ୍‌ ଏଲ୍‌କେ ୭୧ ସାଉଣ୍ଡ ସିଷ୍ଟମ ଲାଭ କରିଛନ୍ତି।


All Right Reserved By

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଉଦ୍ୟୋଗ ଜଗତ ଚୁପ୍‌

ନୂଆଦିଲ୍ଲୀ,୨୧-୫: ଭାରତୀୟ ଉଦ୍ୟୋଗ ଜଗତ ସୋମବାର ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଚୁପ୍‌ ରହିଛି। କେହି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ରବିବାର ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ...

ସୋମନାଥ ନନ୍ଦ ହେଲେ ବିଓବିର ନୂତନ କ୍ଷେତ୍ରୀୟ ମୂଖ୍ୟ

ଭୁବନେଶ୍ୱର,୨-୬: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ନୂତନ କ୍ଷେତ୍ରୀୟ ମୂଖ୍ୟ ଭାବେ ଉପମହାପ୍ରବନ୍ଧକ ସୋମନାଥ ନନ୍ଦ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ସେ...

ଓଡିଶାରେ ହୋଇପାରିବ ଦେଶର ପ୍ରମୁଖ ପ୍ଲାଷ୍ଟିକ କ୍ଲଷ୍ଟର

ଭୁବନେଶ୍ୱର,୮-୭(ବ୍ୟୁରୋ): ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ଲାଷ୍ଟିକ ଶିଳ୍ପର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଅଟୋଶିଳ୍ପ, ନିର୍ମାଣ, ଇଲେକଟ୍ରୋନିକ୍ସ, ସ୍ବାସ୍ଥ୍ୟସେବା, ବିୟନ, ଏଫ୍‌ଏମ୍‌ସିଜି ଭଳି କ୍ଷେତ୍ର ସହ ପ୍ଲାଷ୍ଟିକ...

ପଟିଆ ମେନ୍‌ରୋଡଠାରେ ରେମଣ୍ଡର ନୂଆ ଶୋ’ରୁମ ଶୁଭାରମ୍ଭ

ଭୁବନେଶ୍ୱର,୨୫-୬(ବ୍ୟୁରୋ): କଳାମନ୍ଦିର ଗ୍ରୁପ ପକ୍ଷରୁ ପଟିଆ ମେନ୍‌ରୋଡଠାରେ ପ୍ରତିଷ୍ଠିତ ବ୍ରାଣ୍ଡ ରେମଣ୍ଡର ନୂଆ ପୋଷାକ ଷ୍ଟୋର ଶୁଭାରମ୍ଭ ହୋଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି ଏହି...

ଆଇଟିସି ଗ୍ରୁପ୍‌ ଅଧ୍ୟକ୍ଷ ଓ୍ବାଇ.ସି.ଦେବେଶ୍ୱରଙ୍କ ପରଲୋକ

ନୂଆଦିଲ୍ଲୀ,୧୨-୫: ଆଇଟିସି ଗ୍ରୁପ୍‌ ଅଧ୍ୟକ୍ଷ ଓ୍ବାଇ.ସି. ଦେବେଶ୍ୱରଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେବ ରୋଗରେ...

ବଜେଟ ପ୍ରସ୍ତୁତି: ଅର୍ଥ ମନ୍ତ୍ରଣାଳୟ ସହ ବହିଃ ସମ୍ପର୍କ ଚ୍ଛିନ୍ନ

ନୂଆଦିଲ୍ଲୀ,୧୧-୬: ବଜେଟ ପ୍ରସ୍ତୁତି କ୍ରମରେ ସୋମବାରଠାରୁ ନର୍ଥ ବ୍ଲକ୍‌ରେ ଥିବା ଅର୍ଥ ମନ୍ତ୍ରଣାଳୟ ସହ ବାହାର ଦୁନିଆର ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ଅର୍ଥାତ୍‌ ଆଜିଠାରୁ ନର୍ଥ...

ବଜେଟ ପ୍ରସ୍ତୁତି କାମ ଆରମ୍ଭ;୧୦ରୁ ଅର୍ଥମନ୍ତ୍ରଣାଳୟରେ ବାହ୍ୟ ପ୍ରବେଶ ବନ୍ଦ

ନୂଆଦିଲ୍ଲୀ,୫-୬: ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଜୁଲାଇ ୫ରେ ଉପସ୍ଥାପିତ ହେବାକୁ ଯାଉଛି। ଏଭଳି ସ୍ଥିତିରେ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।...

ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଉଲ୍ଲେଖନୀୟ ଅଭିବୃଦ୍ଧିି

ନୂଆଦିଲ୍ଲୀ,୨୭-୫: ୨୦୦୪ ପରଠାରୁ ଦେଶରେ ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଅଭିବୃଦ୍ଧି ଉଲ୍ଲେଖନୀୟ ରହିଛି। ନିର୍ବାଚନର ପ୍ରଭାବ ବର୍ତ୍ତମାନ ଶେୟାର ବଜାର ଉପରେ ପରିଲକ୍ଷିତ ହୋଇଛି। ଏଥିଯୋଗୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *