ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ପିଏମ୍‌ଜିରେ ବିକ୍ଷୋଭ

ବାତ୍ୟାରେ ସ୍ଥାୟୀ ପ୍ରତିକାର ପାଇଁ ବସ୍ତିବାସିନ୍ଦା ଓ ବାସହୀନ ଗରିବ ଲୋକଙ୍କୁ ପକ୍କାଘର ଦାବିରେ ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ପିଏମ୍‌ଜିରେ ବିକ୍ଷୋଭ।


All Right Reserved By Dharitri.Com

ବିଶ୍ୱ ଓଜୋନ ଦିବସରେ କଳାକୃତି

ବିଶ୍ୱ ଓଜୋନ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିଠାରେ ଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି।

ମେଟଲ୍‌ ମିଟ୍‌-୨୦୧୯ର ଜୁନିୟର ବର୍ଗରେ ଫାଇନାଲକୁ ଯାଇଥିବା ୮ଟିମ୍‌

ମେଟଲ୍‌ ମିଟ୍‌-୨୦୧୯ର ଜୁନିୟର ବର୍ଗରେ ଫାଇନାଲକୁ ଯାଇଥିବା ୮ଟିମ୍‌।

୨ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ

୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ଭାଜପା ପକ୍ଷରୁ ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଉଛି।

କଟକ ଆର୍‌ଟିଓ ଅଫିସରେ ଅଗ୍ନିକାଣ୍ଡ

କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ।

‘ଓ୍ବାଟର୍‌ ଏଟିଏମ୍‌’ ଉଦ୍‌ଘାଟନ

ଗଣେଷ ଘାଟସ୍ଥିତ ପ୍ରୋଜେକ୍ଟ ସ୍ବରାଜ ପରିସରରେ କଟକ ମହାନଗର ନିଗମର ପୂର୍ବତନ ନଗରପାଳ ତ୍ରିଲୋଚନ କାନୁନ୍‌ଗୋ ‘ଓ୍ବାଟର୍‌ ଏଟିଏମ୍‌’କୁ ଉଦ୍‌ଘାଟନ କରୁଛନ୍ତି।

ବିଶ୍ୱ କର୍କଟଜୟୀ ଦିବସ ପାଳିତ

କଟକ ଶହୀଦ ଭବନଠାରେ ଓଡ଼ିଶା କ୍ୟାନ୍ସର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ବିଶ୍ୱ କର୍କଟଜୟୀ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ।

ରନ୍‌ ଫର୍‌ ଆୟୁର୍ବେଦ

ଭୁବନେଶ୍ୱର,୨୫।୧୦: ଧନ୍ବନ୍ତରୀ ଜୟନ୍ତି ଅବସରରେ ଶୁକ୍ରବାର ସେଣ୍ଟ୍ରାଲ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର୍‌ ହେପାଟୋବିଲିଆରୀ ଡିସଅର୍ଡରସ୍‌ ପକ୍ଷରୁ ଏକ ମାରାଥନ ରେସ୍‌ର ଆୟୋଜନ କରାଯାଇଥିଲା। ଚତୁର୍ଥ...

Leave a comment

Your email address will not be published. Required fields are marked *