ଜାପାନ-ମେକ୍ସିକୋ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌

ଜାପାନ-ମେକ୍ସିକୋ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜର ଫାଇନାଲ୍ସ ମ୍ୟାଚ୍‌।


All Right Reserved By Dharitri.Com

ରାଜଧାନୀରେ ପ୍ରବଳ ବର୍ଷା

ରାଜଧାନୀରେ ପ୍ରବଳ ବର୍ଷା।

କଟକ ରୋଡ୍‌ ବେଙ୍ଗଲୀ କଲୋନୀ ଗୁପ୍ତା କୁଟୀରରେ ମା’ କାଳୀଙ୍କ ମୂର୍ତ୍ତୀ।

କଟକ ରୋଡ୍‌ ବେଙ୍ଗଲୀ କଲୋନୀ ଗୁପ୍ତା କୁଟୀରରେ ମା’ କାଳୀଙ୍କ ମୂର୍ତ୍ତୀ।

ନୟାପଲ୍ଲୀ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନୟାପଲ୍ଲୀ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

ଶ୍ରୀରଘୁନାଥଜୀଉ ମନ୍ଦିରରେ ନବଯୌବନ ଦର୍ଶନ

କଟକ ତେଲେଙ୍ଗାବଜାର ଶ୍ରୀରଘୁନାଥଜୀଉ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ।

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

‘ଓ୍ବାଟର୍‌ ଏଟିଏମ୍‌’ ଉଦ୍‌ଘାଟନ

ଗଣେଷ ଘାଟସ୍ଥିତ ପ୍ରୋଜେକ୍ଟ ସ୍ବରାଜ ପରିସରରେ କଟକ ମହାନଗର ନିଗମର ପୂର୍ବତନ ନଗରପାଳ ତ୍ରିଲୋଚନ କାନୁନ୍‌ଗୋ ‘ଓ୍ବାଟର୍‌ ଏଟିଏମ୍‌’କୁ ଉଦ୍‌ଘାଟନ କରୁଛନ୍ତି।

Leave a comment

Your email address will not be published. Required fields are marked *