ଯଜ୍ଞରେ ଆହୁତି ଦେଲେ ମୁସଲମାନ୍‌ ମହିଳା ସରପଞ୍ଚ

ଭୋପାଳ, ୨୭।୨: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ମନ୍ଦିରରେ ଆୟୋଜିତ ଏକ ଯଜ୍ଞରେ ଆହୁତି ଦେଇ ସାମ୍ପ୍ରଦାୟିକ ସଦ୍‌ଭାବର ଊଦାହରଣ ସୃଷ୍ଟି କରିଛନ୍ତି। ସ୍ଥାନୀୟ ସରଗାପୁରର ଟିକମଗଡ଼ ଅଞ୍ଚଳର ପାଲି ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ଫାତିମା ବୋନା ଏଭଳି କରିଛନ୍ତି। ଏଠାରେ ଥିବା ହନୁମାନ ମନ୍ଦିରରେ ସାତଦିନ ବ୍ୟାପି ହୋଇଥିବା ଯଜ୍ଞର ଶେଷ ଦିନରେ ଫାତିମା ପୂର୍ଣ୍ଣାହୁତି ଦେଇଛନ୍ତି। ଯଜ୍ଞ ପାଇଁ ଆୟୋଜିତ କଳସ ଶୋଭାଯାତ୍ରାରେ ଫାତିମା ମୁଣ୍ଡରେ କଳସ ଧରି ଗାଁ ସାରା ପରିକ୍ରମା କରିବା ସହିତ ବିଧି ବିଧାନରେ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହିତ ସ୍ବାମୀ ସଲିମ୍‌ ଖାଁ ମଧ୍ୟ ଏଭଳି କରିଥିଲେ। ଫାତିମା ନିଜ ସମ୍ପର୍କୀୟଙ୍କୁ ଯଜ୍ଞରେ ଯୋଗଦେବା ପାଇଁ ନିମନ୍ତ୍ରିତ କରିଥିଲେ। ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।


All Right Reserved By Dharitri.Com

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଟେଲି ଅଭିନେତ୍ରୀ

ମୁମ୍ବାଇ,୬।୫: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ଏହି ଭୟଙ୍କର ଭାଇରସ୍‌ କବଳରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ମେ ୧୭ଯାଏଁ ତୃତୀୟ...

ଭିଡ଼ହିଂସା: କାର୍ଯ୍ୟକାରୀ ହେଉନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୨୭ା୭(ପି.ଟି.): ଭିଡ଼ହିଂସା ଏବଂ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ହେଉଥିବା ହିଂସାକାଣ୍ଡ ରୋକିବା ଲାଗି ଗତବର୍ଷ ସୁପ୍ରିମକୋର୍ଟ ଏକାଧିକ ନିର୍ଦ୍ଦେଶ ଦେବା ସତ୍ତ୍ୱେ ତାହା କାର୍ଯ୍ୟକାରୀ ହେଉ...

ଟେରର୍‌ ପଣ୍ଡିଂ ମାମଲାରେ ଗିରଫ ହେଲେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ

ନୂଆଦିଲ୍ଲୀ,୧୦।୮: ନ୍ୟାଶନାଲ ଇନଭେଷ୍ଟିଗେଟିଂ ଏଜେନ୍ସି(ଏନ୍‌ଆଇଏ) ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ ରସିଦ୍‌ ଇଞ୍ଜିନିୟରଙ୍କୁ ଗିରଫ କରିଛି। ୨୦୧୭ରେ କଶ୍ମୀରରେ ଏମିତି ମାମଲାରେ...

ସୁରକ୍ଷିତ ଅଛନ୍ତି ଏନ୍‌ସିପିର ନିଖୋଜ ବିଧାୟକ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମହାଭାରତକୁ ନେଇ ସୁପ୍ରିମକୋର୍ଟରେ ରବିବାର ଶୁଣାଣି ଥିବା ସମୟରେ ଏନ୍‌ସିପି ବିଧାୟକ ଦୌଲତ ଦରୋଦା ସକାଳେ ନିଖୋଜ ହୋଇଯାଇଥିବା ଜଣାପଡିଲା। ହେଲେ ଏହାର...

ସାରଦା ଚିଟ୍‌ଫଣ୍ଡ ମାମଲା: ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୧୮ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସାରଦା ଚିଟ୍‌ଫଣ୍ଡ ମାମଲାରେ...

୫୨ ଦିନ ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ପାର୍ଶ୍ୱରେ ପହଞ୍ଚିବ ଚନ୍ଦ୍ରାୟନ-୨

ନୂଆଦିଲ୍ଲୀ,୧୪।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୪-୧୫ ଭୋର୍‌ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ...

୮ କୋଟିତମ ସିଲିଣ୍ଡର ସଂଯୋଗ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ଉଜ୍ଜ୍ୱଳା ଯୋଜନା ଅଧୀନରେ ଧାର୍ଯ୍ୟ ସମୟ ପୂର୍ବରୁ ୮ କୋଟି ଏଲ୍‌ପିଜି ସଂଯୋଗ ଲକ୍ଷ୍ୟ ପୂରଣ ହୋଇଛି। ଶନିବାର ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଭାରତରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଖାଇବର ପାସ୍ତୁନଖ୍ବାରେ ୪୫ ଅଲ୍‌ ବଦର ସଦସ୍ୟଙ୍କୁ ତାଲିମ୍‌ ଦେଉଛି ପାକିସ୍ତାନ

ନୂଆଦିଲ୍ଲୀ,୨୯।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ଜାରି ରଖିଛି। ଏବେ ଅଲ୍‌ ବଦର ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ତାଲିମ୍‌...

Leave a comment

Your email address will not be published. Required fields are marked *