ଦୋକାନୀ ବ୍ୟବହାର କରିପାରିବେ ଲାପ୍‌ଟପ୍‌, କମ୍ପ୍ୟୁଟର

ସରକାର ଖୁଚୁରା ସାର ବିକ୍ରେତାଙ୍କ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା ପାଇଁ ପିଓଏସ୍‌ ମେଶିନ ସହିତ ଡେସ୍କଟପ୍‌ କମ୍ପ୍ୟୁଟର ଓ ଲାପ୍‌ଟପ୍‌ ବ୍ୟବହାର କରିବାକୁ ଅନୁମତି ଦେବେ। ବର୍ତ୍ତମାନ ସାର ସବ୍‌ସିଡି କ୍ଷେତ୍ରରେ ଡିବିଟି ବ୍ୟବସ୍ଥା ପିଓଏସ୍‌ ମେଶିନ ମାଧ୍ୟମରେ କରାଯାଉଛି। ପିଓଏସ୍‌ ମେଶିନ ଛୋଟ ସ୍କ୍ରିନ ହେଉଥିବାରୁ ବେଳେ ବେଳେ ଏହା ମାଧ୍ୟମରେ ବିକ୍ରି ବ୍ୟବସ୍ଥାରେ ଅସୁବିଧା ଦେଖାଯାଉଛି। ଏହାକୁ ଦୂର କରିବା ପାଇଁ ଦୋକାନୀଙ୍କୁ କମ୍ପ୍ୟୁଟର ବ୍ୟବହାର କରିବାକୁ ଅନୁମତି ଦିଆଯିବ। ବର୍ତ୍ତମାନ ଦେଶରେ ୨.୨୫ ଲକ୍ଷ ସାର ବିକ୍ରେତା ରହିଛନ୍ତି। ତେବେ ପିଓଏସ୍‌ ମେଶିନ ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୧୯-୨୦ରେ ସାର ସବ୍‌ସିଡି ବାବଦରେ ୭୮ ହଜାର କୋଟି ଟଙ୍କା ପ୍ରଦାନ ଲାଗି ଅନ୍ତରୀଣ ବଜେଟରେ ବ୍ୟବସ୍ଥା କରାଯାଇଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।


All Right Reserved By

ଗୋଟିଏ ଦିନରେ ଟଙ୍କା ୧୧୩ ପଇସା ଖସିଲା

ମୁମ୍ବାଇ,୬-୮: ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ସୁବିଧା ପ୍ରତ୍ୟାହାର ପ୍ରଭାବ ଦେଶର ମୁଦ୍ରା ବଜାରରେ ପଡିଛି। ସୋମବାର ଡଲାର ବିନିମୟରେ ଟଙ୍କାର ମୂଲ୍ୟ ୧୧୩ ପଇସା ହ୍ରାସ ପାଇଛି,...

ଟିଭି ଚ୍ୟାନେଲ ଷ୍ଟ୍ରିମିଂ କରୁଥିବା ଆପ୍ସକୁ ନିୟନ୍ତ୍ରିତ କରିବ ଟ୍ରାଇ

ନୂଆଦିଲ୍ଲୀ,୧୮-୫: ଟିଭି ଚ୍ୟାନେଲଗୁଡ଼ିକର ଲାଇଭ ଷ୍ଟ୍ରିମିଂ କରୁଥିବା ଆପ୍ସଗୁଡ଼ିକୁ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ନିୟନ୍ତ୍ରିତ କରିବ। ଏସୂଚନାଥାଉ କି, ହଟ୍‌ଷ୍ଟାର୍‌, ଏୟାରଟେଲ ଟିଭି, ଜିଓ...

ଫେସ୍‌ବୁକ୍‌, ଗୁଗଲରେ ବିଜ୍ଞାପନ;ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି ୫୩ କୋଟି

ନୂଆଦିଲ୍ଲୀ,୨୦-୫: ଦେଶର ରାଜନୈତିକ ଦଳଗୁଡ଼ିକ ଚଳିତ ବର୍ଷ ଫେବୃୟାରୀରୁ ଅଦ୍ୟାବଧି ଫେସ୍‌ବୁକ୍‌ ଓ ଗୁଗଲ ଆଦି ସୋସିଆଲ ମିଡିଆରେ ନିଜର ପ୍ରଚାର ପାଇଁ ୫୩ କୋଟିରୁ...

ୟୁବିଆଇର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,୨୪।୭:ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ଅର୍ଦ୍ଧବାର୍ଷିକୀ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ଥିବା ବ୍ୟାଙ୍କର ଶାଖାଗୁଡିକରେ ଏହା ଆୟୋଜନ କରାଯାଇଥିଲା।...

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି...

ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ପୀତି, ଜିଡିପି

ନୂଆଦିଲ୍ଲୀ,୨୩-୫: ଗୁରୁବାର ଦେଶର ସାଧାରଣ ନିର୍ବାଚନ ଫଳାଫଳ ଆସୁଛି। କେନ୍ଦ୍ରରେ ଏନ୍‌ଡିଏ ସରକାର ପୁଣି ଥରେ କ୍ଷମତାକୁ ଫେରିବା ନେଇ ଏକଜିଟ୍‌ ପୋଲ୍‌ କହି ସାରିଛି।...

ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ୧.୦୫ ଲକ୍ଷ କୋଟି

ନୂଆଦିଲ୍ଲୀ,୬-୭: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ୧.୦୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ଅନ୍ତରୀଣ ବଜେଟରେ ୯୦,୦୦୦ କୋଟି...

ବୟନିକାର ୧୫୦ କୋଟି କାରବାର ଲକ୍ଷ୍ୟ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ୨୦୧୮-୧୯ ଆର୍ଥତ୍କ ବର୍ଷରେ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ବୟନିକା ୧୧୭ କୋଟି ଟଙ୍କାର କାରବାର କରିବାକୁ ସକ୍ଷମ ହୋଇଛି। ଚଳିତବର୍ଷ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *