ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ମୁମ୍ବାଇ,୨୧।୪: ବଲିଉଡ୍‌ ଅଭିନେତା ଋଷି କପୁର କିଛି ଦିନ ଧରି ଆମେରିକାରେ ଚିକିତ୍ସିତ ହେଉଛନ୍ତି। ତେବେ ଥାଙ୍କ ସ୍ବାସ୍ଥ୍ୟରେ ସୁଦାର ଆସିଛି। ସେ ଖୁବ୍‌ ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ ବୋଲି କୁହାଯାଉଛି। ସେ ଗତବର୍ଷ ସେପ୍ଟେମ୍ବରରେ ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିଲେ। ସ୍ବାସ୍ଥ୍ୟ ଭଲ ହେବା ପରେ ଏବେ ୬୬ ବର୍ଷ ବୟସ୍କ ଋଷି ମୁମ୍ବାଇ ଫେରିବାକୁ ଚିନ୍ତା କରୁଥିବା ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି। ଏନେଇ ବଲିଉଡ୍‌ରେ ଋଷିଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।


All Right Reserved By Dharitri.Com

ସୋନାଙ୍କୁ ସଲମାନଙ୍କ ଫ୍ୟାନ୍‌ କହିଲେ ଘରେ ପଶି ମାରିବୁ

ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଣ୍ଠଶିଳ୍ପୀ ସୋନା ମହାପାତ୍ର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଭାଇଜାନଙ୍କୁ ଟାର୍ଗେଟ୍‌ କରିଛନ୍ତି ସେ। ସୋସିଆଲ...

ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜରଙ୍କୁ ନିଆଁରୁ ବଞ୍ଚାଇଥିବା ଶାହରୁଖଙ୍କ ପ୍ରଶଂସାରେ ଶତମୁଖ ସଲମାନ: କହିଲେ ‘ସେ ପ୍ରକୃତ ହିରୋ’

ବଲିଉଡ୍‌ ସିନେମା ଜଗତରେ ଖାନ୍‌ମାନଙ୍କ ରାଜୁତି ବହୁଦିନରୁ ରହିଆସିଛି। ହେଲେ ସେମାନଙ୍କ ମଧ୍ୟରୁ ଦୁଇଜଣ ଏପରି ଥିଲେ, ଯେଉଁମାନଙ୍କୁ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ଉଭୟ...

ନୃତ୍ୟ ଟ୍ରେନିଂର ରାଜ୍‌ ଖୋଲିଲେ ଟାଇଗର୍‌: ହ୍ରିତିକ୍‌ଙ୍କ ଭିଡିଓ ଦେଖି ଶୋଉଥିଲେ

ଫିଲ୍ମ ‘ଓ୍ବାର’ରେ ହ୍ରିତିକ୍‌ ରୋଶନଙ୍କ ସହ ସ୍କ୍ରିନ୍‌ ଶେୟାର କରୁଥିବା ଟାଇଗର ଶ୍ରଫ୍‌ ନିଜ ନୃତ୍ୟ ଟ୍ରେନିଂକୁ ନେଇ ବଡ଼ ଖୁଲାସା କରିଛନ୍ତି। ପ୍ରତିଦିନ ରାତିରେ...

ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କଲେ ଅମିତାଭ ବଚ୍ଚନ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୪୨, ୧୧ଅକ୍ଟୋବରରେ ଉତ୍ତର ପ୍ରଦେଶର ଇଲହାବାଦରେ ଜନ୍ମ ଗ୍ରହଣ କରିଥିଲେ।...

ପ୍ରିୟଙ୍କାଙ୍କୁ କିଛି ନ କହିବାକୁ ସଲମାନଙ୍କୁ ଅନୁରୋଧ କଲେ କ୍ୟାଟ୍ରିନା

କ୍ୟାଟ୍ରିନା କୈଫ ସବୁବେଳେ ବିବାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି। ଦୁର୍ଭାଗ୍ୟବଶତଃ ତାଙ୍କ ଜୀବନରେ ବେଳେବେଳେ କିଛି ନା କିଛି ବିବାଦ ଉପୁଜିଥାଏ। ଯେଉଁଥିରେ କି...

ସେଟ୍‌ରେ କାନ୍ଦିଲେ ଦୀପିକା ମଝିରେ ବନ୍ଦ କରିବାକୁ ପଡ଼ିଲା ଶୁଟିଂ

ମୁମ୍ବାଇ,୩୦।୫: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜର ଅପ୍‌ କମିଂ ଫିଲ୍ମ ଛପାକରେ ବ୍ୟସ୍ତ ଅଛନ୍ତି। ସିମ୍ବା ଷ୍ଟାର ରଣବୀର ସିଂହଙ୍କ ସହ ବିବାହ...

ତୈମୁରଙ୍କ ହାତରେ ଟାଟୁ

ମୁମ୍ବାଇ,୧।୬: ନିକଟରେ ଶାହରୁଖ ଖାଁ ନିଜ ସାନ ପୁଅ ଅବରାମଙ୍କ ବର୍ଥଡେ ସେଲିବ୍ରେଟ କରିଥିଲେ। ଏହି ବାର୍ଥଡେ ପାର୍ଟିରେ ସୈଫ ଅଲ୍ଲୀ ଖାଁ, କରୀନା କପୁର...

‘ଲାଲ୍‌ କପ୍ତାନ’ରେ ସମ୍ମୁଖକୁ ଆସିଲା ସୋନାକ୍ଷୀଙ୍କ ପ୍ରଥମ ଲୁକ୍‌

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ଲାଲ କପ୍ତାନ’ରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଥମ ଲୁକ୍‌ ସମ୍ମୁଖକୁ ଆସିଯାଇଛି। ପୋଷ୍ଟରରେ ତାଙ୍କୁ ଜଣେ ତୁର୍କି ମହିଳା ଚରିତ୍ରରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *