Posted inଜାତୀୟ

ମୋଦିଙ୍କୁ ଭେଟିଲେ ଉଦ୍ଧବ ଠାକରେ ସାଙ୍ଗରେ ଥିଲେ ଆଦିତ୍ୟ

ନୂଆଦିଲ୍ଲୀ,୨୧।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେ ଶୁକ୍ରବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ଉଦ୍ଧବଙ୍କ ଏହି ସାକ୍ଷାତ୍‌କାରକୁ ରାଜନୈତିକ ଦୃଷ୍ଟି କୋଣରୁ ବହୁ ଗୁରୁତ୍ୱ ରଖେ ବୋଲି ଆଲୋଚନା ହେଉଛି। ଅନୁମାନ କରାଯାଉଛି କି ମୋଦିଙ୍କୁ ସାକ୍ଷାତ୍‌ କରିବା ସମୟରେ ଉଦ୍ଧବ ମହାରାଷ୍ଟ୍ର କୃଷକଙ୍କ ଋଣ ଛାଡ ଓ ରାଜ୍ୟର ବିଭିନ୍ନ ପରିଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ମାଗି ପାରନ୍ତି। ସୂଚନାଯୋଗ୍ୟ, ଉଦ୍ଧବ ମୋଦିଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ତାଙ୍କୁ ଭେଟିଛନ୍ତି। ଏହାପରେ ଉଦ୍ଧବ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ମୋଦିଙ୍କ ସହ ସେ ସିଏଏ, ଏନ୍‌ଆର୍‌ସି, ଏନ୍‌ପିଆର ସମ୍ପର୍କରେ କଥା ହୋଇଛନ୍ତି।


All Right Reserved By Dharitri.Com

କମିଲା ଆୟକର: ୫ରୁ ୭.୫ ଲକ୍ଷ ରୋଜଗାର ଉପରେ ଟିକସ ୧୦%

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ସରକାର ଆୟକର କମାଇ ଦେଇଛନ୍ତିି। ଏଣିକି ୫ ଲକ୍ଷରୁ ୭.୫ ଲକ୍ଷ ଆୟକରୁ ଥିବା ବ୍ୟକ୍ତି ବିଶେଷଙ୍କୁ ୧୦% ଟିକସ...

ନାଥୁରାମ ଗଡସେଙ୍କ ସହ ମୋଦିଙ୍କୁ ତୁଳନା କଲେ ରାହୁଲ

ଓ୍ବାୟନାଡ,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। କେରଳର କାଲପେଟାରେ ସେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ କରାଯାଉଥିବା ବିରୋଧ ପ୍ରଦର୍ଶନରେ...

ଶନିବାର ପୂର୍ବାହ୍ନ ୧୦.୩୦ରେ ଆସିବ ଅଯୋଧ୍ୟା ରାୟ

ଅଯୋଧ୍ୟା/ନୂଆଦିଲ୍ଲୀ,୮।୧୧(ପି.ଟି.): ବହୁଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲା ରାୟ ଶନିବାର ପୂର୍ବାହ୍ନ ୧୦.୩୦ରେ ପ୍ରକାଶ ପାଇପାରେ। ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପୂର୍ବରୁ...

ବିବାହ ବେଦୀରେ ବିଷ ପିଇଲେ କନ୍ୟା

କନୌଜ,୨।୬: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ବେଦୀରେ କନ୍ୟା ବିଷ ପିଇବା ଓ ବର ପକ୍ଷ ଲୋକଙ୍କୁ ପୋଲିସ...

୨୦୨୪ ପୂର୍ବରୁ ପୁଣି ହେବ ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ: ଉଦିତ୍‌ ରାଜ

ନୂଆଦିଲ୍ଲୀ,୧୫।୨: କଂଗ୍ରେସ ନେତା ଉଦିତ୍‌ ରାଜ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ୨୦୨୪ ପୂର୍ବରୁ ପୁଣି ପୁଲଓ୍ବାମା ଭଳି...

ମନି ଲଣ୍ଡରିଂ ମାମଲା: କଂଗ୍ରେସ ନେତା ଶିବକୁମାର ଗିରଫ

ନୂଆଦିଲ୍ଲୀ, ୪ା୯: କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ଗିରଫ କରିଛି। କର୍ନାଟକର ଏହି ପୂର୍ବତନ ମନ୍ତ୍ରୀ...

ଯୋଗୀଙ୍କୁ କେନ୍ଦ୍ରର ଝଟକା

ନୂଆଦିଲ୍ଲୀ,୩ା୭(ପି.ଟି.): ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ୧୭ ଅନ୍ୟ ପଛୁଆ ବର୍ଗ (ଓବିସି)ର ଲୋକଙ୍କୁ ତଫସିଲଭୁକ୍ତ ଜାତି (ଏସ୍‌ସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ନେଇଥିବା...

ହଟିବ ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା: ଆରମ୍ଭ ହେବ ଭାରତୀୟ ଦଣ୍ଡ ସଂହିତା

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ନିଆଯାଇଛି। ଫଳରେ ଏଠାରେ ୧୯୩୨ଠାରୁ ପ୍ରଚଳିତ ଥିବା ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା(ଆର୍‌ପିସି) ବଦଳରେ ଏବେ...

Leave a comment

Your email address will not be published. Required fields are marked *