ଉପାଦେୟ ଗୁଣରେ ଭରପୂର ମୁଗ: ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ

ପୋଷକ ତତ୍ତ୍ୱରେ ଭରପୂର ମୁଗ ଡାଲି ଶରୀର ପାଇଁ ବେଶ୍‌ ଲାଭଦାୟକ। ସବୁଜ ରଙ୍ଗର ଏହି ଡାଲି ଶରୀରର ଓଜନ କମ୍‌ କରିବା ଠାରୁ ଆରମ୍ଭକରି ଡାଇବେଟିସ ପରି ରୋଗ ପାଇଁ ବହୁ ଉପକାରୀ।
-ମୁଗରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରପୂର ମାତ୍ରାରେ ରହିଛି। ଯାହାକି ପାଚନ କ୍ରିୟାକୁ ଠିକ୍‌ ରଖିବାରେ ସହାୟକ ହୋଇଥାଏ।
-ମୁଗରେ ଆଣ୍ଟି ଫଙ୍ଗଲ ଏବଂ ଆଣ୍ଟି ମାଇକ୍ରୋବାୟଲ ଗୁଣ ମଧ୍ୟ ରହିଛି। ତେଣୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ଉପକାରୀ। କାରଣ ଏହା ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରିତ ରଖିଥାଏ।
– ମୁଗ ଉଚ୍ଚ ରକ୍ତରାପ ଦୂର କରିଥାଏ।
-ଏଥିରେ ଆଣ୍ଟି କ୍ୟାନ୍‌ସର ଏବଂ ଆଣ୍ଟି ଟ୍ୟୁମର ଗୁଣ ରହିଛି। ଏଥିସହ ଓଜନ କମ୍‌ କରିବା ପାଇଁ ଚାହୁଁଥିଲେ ଏହା ସବୁଠାରୁ ଲାଭଦାୟକ।


All Right Reserved By Dharitri.Com

ପିଲାଙ୍କ ସ୍ପେଶାଲ ସମର ଭ୍ୟାକେଶନ

ସମର ଭ୍ୟାକେଶନ ପିଲାଙ୍କ ପାଇଁ ଯେତିକି ଖାସ୍‌ ବାପାମା’ଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପିଲାଙ୍କୁ ବିଜି ରଖିବା ପାଇଁ ଯେକୌଣସି କ୍ଲାସ୍‌ରେ ଭର୍ତ୍ତି...

ପେଟ ସମସ୍ୟା ଥିଲେ ସକାଳୁ ଖାଆନ୍ତୁ ଭିଜା ଚଣା

ପ୍ରତିଦିନ ସକାଳେ ଭିଜା ଚଣା ଖାଇଲେ ଅନେକ ରୋଗ ଦୂର ହୋଇଥାଏ। ଚଣାରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଫାଇବର, ଫସଫରସ, ଆଇରନ ଏବଂ ମିନେରାଲ୍ସ ଥାଏ।...

ଚିଡ଼ିଚିଡ଼ାପଣ ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମାନସିକ ଚାପ ବଢ଼ିବାରେ ଲାଗିଛି। ମାନସିକ ଚାପରୁ ମୁକ୍ତି ପାଇଁ ଆକ୍ୱାରିୟମ୍‌ ଥେରାପି ଏକ ସହଜ ମାଧ୍ୟମ। ଘରେ ଆକ୍ୱାରିୟମ୍‌ ରଖି...

ଅଙ୍ଗାରକାମ୍ଳକୁ ନିୟନ୍ତ୍ରଣ କରିବ ବ୍ୟାକ୍ଟେରିଆ

ବର୍ତ୍ତମାନ ସମଗ୍ର ବିଶ୍ୱରେ ବାୟୁ ପ୍ରଦୂଷଣ ଏକ ଗମ୍ଭୀର ସମସ୍ୟା ଭାବରେ ଉଭାହୋଇଛି। ଏହାର ପ୍ରଭାବ ସିଧାସଳଖ ଜୀବଜଗତ ଉପରେ ପଡୁଛି। ତେଣୁ ବାୟୁ ପ୍ରଦୂଷଣକୁ...

ସ୍ତନ୍ୟପାନ ବେଳେ ଅସୁବିଧା

ଶିଶୁ ଜନ୍ମ ପରେ କ୍ଷୀରର ପରିମାଣ କମ୍‌ ଥାଏ। ସାଧାରଣତଃ ତୃତୀୟ ଦିନ କ୍ଷୀର ସର୍ବାଧିକ ଝରିଥାଏ। ତେଣୁ ତା’ ପର ଠାରୁ ସ୍ତନ ଟାଣ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁ ଉପକାରୀ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗରେ ପୀଡ଼ିତ। ଏହି ରୋଗ ହେଲେ ରକ୍ତରେ ଶର୍କରା ଅଂଶ ବଢ଼ିଯାଇଥାଏ। ଶରୀରରେ ଇନ୍‌ସୁଲିନ ଠିକ୍‌ ଭାବେ କାମ କରି...

ଖରାଦିନେ ଘିମିରିରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଖରାଦିନେ ପ୍ରବଳ ଗରମ ଯୋଗୁ କେତେକଙ୍କଠାରେ ଘିମରି ସମସ୍ୟା ଦେଖାଦେଇଥାଏ। ତେବେ କେତେକ ଘରୋଇ ଉପାୟ ଦ୍ୱାରା ଏଥିରୁ ସହଜରେ ମୁକ୍ତି ମିଳିପାରେ। ଖରାଦିନେ ଦେହରେ...

ସକାଳ ଖରାରେ ବସନ୍ତୁ ମାତ୍ର ୫ ମିନିଟ୍‌…

ସକାଳେ ୫ ମିନିଟ୍‌ ପାଇଁ ଯେଉଁମାନେ ଖରାରେ ବସନ୍ତି ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଆନ୍ତି ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। -ପ୍ରତିଦିନ ସକାଳେ...

Leave a comment

Your email address will not be published. Required fields are marked *