Posted inଜାତୀୟ

ସେଲଫି ନେବାକୁ ଆସିଥିବା ଯୁବକଙ୍କୁ ଠେଲିଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ, ୬।୬: ସେଲଫି ନେବାକୁ ଆସିଥିବା ଜଣେ ଯୁବକଙ୍କୁ ଠେଲିଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। କରନଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିବାବେଳେ ଜଣେ ଯୁବକ ଖଟ୍ଟରଙ୍କ ପାଖକୁ ସେଲଫି ନେବାକୁ ଆସିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକଙ୍କୁ ଠେଲି ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀରେ ଜଣେ ଦମ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିବାବେଳେ ତାଙ୍କୁ ଗାଳି ଦେଇଥିଲେ। ଅନେକ ସମୟରେ ମିଡିଆକର୍ମୀଙ୍କ ଉପରେ ମଧ୍ୟ ରାଗୁଥିବାର ଦେଖାଯାଇଛି।


All Right Reserved By

୨୦୨୧ରେ ପଶ୍ଚିମବଙ୍ଗରୁ ମୂଳପୋଛ ହେବ ତୃଣମୂଳ କଂଗ୍ରେସ: ବାବୁଲ୍‌ ସୁପ୍ରିୟୋ

କୋଲକାତା,୨୧।୭: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଦିନ ଶେଷ ହେବାକୁ ବସିଛି। ଆସନ୍ତା ୨୦୨୧ ବିଧାନସଭା ନିର୍ବାଚନରେ ଏହା ରାଜ୍ୟରୁ ମୂଳପୋଛ ହେବ ବୋଲି ଜଙ୍ଗଲ ଓ...

ପୁଣି ପ୍ରବଳ ବର୍ଷା ସମ୍ଭାବନା: ୫୨ ବିମାନର ଉଡ଼ାଣ ବାତିଲ

ମୁମ୍ବାଇ,୨।୭: ଖରା ତାତି ପରେ ଏବେ ମାୟାନଗରୀ ମୁମ୍ବାଇ ପ୍ରବଳ ବର୍ଷା ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୫ ଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁ...

ଘର ଖାଲି କରିବାକୁ ଚନ୍ଦ୍ରାବାବୁଙ୍କୁ ଦିଆଗଲା ନୋଟିସ୍‌

ହାଇଦ୍ରାବାଦ,୧୭।୮: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ଘର ଖାଲି କରିବାକୁ ନୋଟିସ୍‌ ଦିଆଯାଇଛି। ତାଡେପାଲି ଗାଁର ଡେପୁଟି ତହସିଲଦାର ଏହି ନୋଟିସ ଦେଇଛନ୍ତି। ତେବେ...

ପଶ୍ଚିମବଙ୍ଗ ନାମ ହେବନି ବାଂଲା: ଦାବିକୁ ମୋଦି ସରକାର କଲେ ଅଗ୍ରାହ୍ୟ

ନୂଆଦିଲ୍ଲୀ,୩।୭: ପଶ୍ଚିମବଙ୍ଗ ନାମକୁ ବାଂଲା କରିବା ପାଇଁ କରାଯାଇଥିବା ଦାବିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅଗ୍ରାହ୍ୟ କରିଛନ୍ତି। ବୁଧବାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ...

ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍‌ଡିଏକୁ ଯଦି ବହୁମତ...

ଛତିଶଗଡ଼ ମାଓବାଦୀ ଆକ୍ରମଣ: ୨ ମୃତ

ସୁକମା,୨।୫: ଚତିଶଗଡ଼ର ସୁକମା ଜିଲାରେ ଥିବା କିସ୍ତରାମ ଅଞ୍ଚଳରେ ମାଓବାଦୀଙ୍କ ବର୍ବରତା ପୁଣି ଥରେ ଦେଖିବାକୁ ମିଳିଛି। ବୁଧବାର ରାତିରେ ଏଠାରେ ମାଓବାଦୀଙ୍କ ଆକ୍ରମଣରେ ୨ଜଣ...

ଇଦ୍‌-ଉଲ୍‌-ଜୁହା ଅବସରରେ ଶ୍ରୀନଗରରେ ମିଠା ବାଣ୍ଟିଲେ ପୋଲିସ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ସୋମବାର କଡ଼ା ସୁରକ୍ଷା ବଳୟରେ ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଛି। ଅନୁଚ୍ଛେଦ ୩୭୦ ହଟିବା ପରେ ଘାଟିରେ ୧୪୪ ଧାରା ଲାଗୁ ରହିବା ସହ...

ଘରଭଡ଼ା ଦେଇପାରୁନାହାନ୍ତି କମଲନାଥ ସରକାର: ବନ୍ଦ ହେବ ୨୬ ହଜାର ଅଙ୍ଗନଓ୍ବାଡି କେନ୍ଦ୍ର

ଭୋପାଳ,୨୭ା୬ (ଆଇଏଏନ୍‌ଏସ୍‌)L ଛୋଟ ଛୋଟ ପିଲାଙ୍କ ମାନସିକ, ଶାରୀରିକ, ଶୈକ୍ଷିକ ଓ ବୌଦ୍ଧିକ ବିକାଶ ଲାଗି ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ଭୂମିକା ଅତୁଳନୀୟ। ହେଲେ ମଧ୍ୟପ୍ରଦେଶର କମଲନାଥ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *