ଲାକ୍ମୀ ଫ୍ୟାଶନ ଉଇକ୍‌ରେ ମଲାଇକାଙ୍କ କ୍ରେଜ୍‌

ବମ୍ବେ: ଚଳିତ ବର୍ଷର ଲାକ୍ମୀ ଫ୍ୟାଶନ ଉଇକ୍‌ରେ ବଲିଉଡ୍‌ ଡିଭାଙ୍କ ଜଲଓ୍ବା ଦେଖିବାକୁ ମିଳୁଛି। ଏହାର ତୃତୀୟ ଦିନ ଗୁରୁବାରରେ ମଲାଇକା ଅରୋରା ର଼୍ୟାମ୍ପ ଓ୍ବାକ୍‌ କରିଥିଲେ। ତାଙ୍କ ସହ ସଈ ମଞ୍ଜରେକର ମଧ୍ୟ ନଜର ଆସିଥିଲେ। ମଲାଇକା ବରୁଣ ଚକ୍କିଲମଙ୍କ ପାଇଁ ର଼୍ୟାମ୍ପରେ ଚାଲିଥିଲେ। ନାଲି ରଙ୍ଗର ପାରମ୍ପରିକ ଲେହେଙ୍ଗା ପିନ୍ଧିଥିଲେ ସେ। ହେଭି ନେକ୍‌ପିସ୍‌ ତାଙ୍କୁ କମ୍ଲିମେଣ୍ଟ ମଧ୍ୟ ଦେଉଥିଲା। ସେହିଭଳି ସଈ ଜିବିଆଙ୍କ ପାଇଁ ର଼୍ୟାମ୍ପରେ ଚାଲିଥିଲେ। ସେ ମଧ୍ୟ ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଥିଲା। ତା ସହ ସେ କୁନ୍ଦନ ନେକ୍‌ପିସ୍‌, କାନଫୁଲ, ମଥାମଣି ଏବଂ ଟିକିଲି ଲଗାଇଥିଲେ। ଏ ଦୁହିଁଙ୍କ ବ୍ୟତିତ ବିପାଶା ବସୁ ସ୍ବାମୀ କରନ ସିଂ ଗ୍ରୋଭରଙ୍କ ସହ ମଧ୍ୟ ଚାଲିଥିଲେ। ସଈ ନିକଟରେ ସଲମାନଙ୍କ ‘ଦବଙ୍ଗ-୩’ରେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି।


All Right Reserved By Dharitri.Com

କରୋନାକୁ ହରାଇ ଘରକୁ ଫେରିଲେ କନିକା କପୁର: କ୍ୱାରାଣ୍ଟାଇନ୍‌ରେ ରହିବେ ୧୪ ଦିନ

ମୁମ୍ବାଇ,୬।୪: କରୋନାକୁ ହରାଇ ଶେଷରେ ଗାୟିକା କନିକା କପୁର ଘରକୁ ଫେରିଛନ୍ତି। ୨୦ ମାର୍ଚ୍ଚଠାରୁ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ୍‌ ଗ୍ରାଜୁଏଶନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌...

ହେୟାର କଟ୍‌ କଲେ ଆଲିୟା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ ତାରକାମାନେ। ଘରେ ସେମାନେ ଏକ ପ୍ରକାର...

ବିବାଦରେ ଜାକ୍‌ଲିନଙ୍କ ‘ଗେନ୍ଦା ଫୁଲ’

ମୁମ୍ବାଇ: କିଛିଦିନ ପୂର୍ବରୁ ରିଲିଜ ହୋଇଥିବା ବାଦ୍‌ଶାହ-ଜାକ୍‌ଲିନ ଫର୍ନାଣ୍ଡିଜ୍‌ଙ୍କ ଗୀତ ‘ଗେନ୍ଦା ଫୁଲ’ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଲୋକପ୍ରିୟ ରାପର୍‌ ବାଦ୍‌ଶାହଙ୍କ ଏହି...

ଭାଜପା ଜିତିଲେ ହିଟ୍‌ ହେବ ବିବେକଙ୍କ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ !

ମୁମ୍ବାଇ: ଦୁଇ ଦିନ ପରେ ଅର୍ଥାତ ଶୁକ୍ରବାର ପରଦାକୁ ଆସିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’। ନିର୍ବାଚନ...

ଚଳିତ ସପ୍ତାହରେ ବିଗ୍‌ବସ୍‌ରୁ ବାହାରିବେ ଏହି ଦୁଇ ପ୍ରତିଯୋଗୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୩। ପ୍ରତିଯୋଗୀମାନଙ୍କ ବ୍ୟକ୍ତିଗତ ଜୀବନ ଏବଂ ଘର ମଧ୍ୟରେ ଗଢ଼ି ଭାଙ୍ଗୁଥିବା ସମ୍ପର୍କକୁ ପ୍ରଶଂସକ ବେଶ...

ଲକ୍‌ଡାଉନ ଯୋଗୁ ରାତିରେ ଶୋଇ ପାରୁ ନାହାନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ ୩.୦ ମେ’ ୧୭ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଲକ୍‌ଡାଉନ ଯୋଗୁ...

ସମୟ ହୋଇନି

କ୍ୟାଟ୍ରିନାଙ୍କୁ ସବୁ କଥା ପଚାରନ୍ତୁ ହେଲେ ମ୍ୟାରେଜ୍‌ କଥା ଉଠିଲେ ତାଙ୍କର ମୁହଁ ଆମ୍ବିଳା ହୋଇଯାଉଛି। ଏବେ କୁଆଡ଼େ ଘରସଂସାର କରିବାକୁ ତାଙ୍କୁ ସମୟ ହୋଇନାହିଁ।...

ସ୍ବାମୀଙ୍କ ସହ କାହିଁକି କାମ କରନ୍ତିନି ବିଦ୍ୟା

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବଲାନ୍‌ଙ୍କ ସ୍ବାମୀ ସିଦ୍ଧାର୍ଥ ମଧ୍ୟ ବଲିଉଡ୍‌ର ଜଣେ ଭଲ ପ୍ରଯୋଜକ। ହେଲେ ନାୟିକା ଭାବେ ବିଦ୍ୟା ସିଦ୍ଧାର୍ଥଙ୍କ ସହ...

Leave a comment

Your email address will not be published. Required fields are marked *