କଟା ପିଆଜ ଫ୍ରିଜ୍‌ରେ ରଖୁଥିଲେ…

ପିଆଜକୁ ଭାଜି ଖାଆନ୍ତୁ ଅବା କଞ୍ଚା, ଏହା ପ୍ରତିଟି ରୂପରେ ଶରୀର ପାଇଁ  ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ, ଆଣ୍ଟିି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱଏବଂ ଆଣ୍ଟି ଇନ୍‌ଫ୍ଲେମେଟ୍ରି ଗୁଣ ହୃତପିଣ୍ଡ ଏବଂ ପାକସ୍ଥଳୀ ପାଇଁ ବେଶ୍‌ ଫାଇଦା ପ୍ରଦାନ କରିଥାଏ। କିନ୍ତୁ ଏହାର ଦୈନନ୍ଦିନ ବ୍ୟବହାରରେ ଅନେକ ଲୋକ କଟା ପିଆଜକୁ ଫ୍ରିଜ୍‌ରେ ରଖିବାରେ ଅଭ୍ୟସ୍ତ ଥାନ୍ତି। ଏପରିକି ରୋଷେଇରେ ବ୍ୟବହାର ହେବା ପରେ ଯଦି ପିଆଜ ବଳକା ରହିଯାଏ, ତାକୁ ବି ଫ୍ରିଜ୍‌ରେ ରଖିଦିଅନ୍ତି। ଯଦି ଆପଣ  ଏଭଳି କରୁଛନ୍ତି,  ସାବଧାନ ହୋଇଯାଆନ୍ତୁ। ବୈଜ୍ଞାନିକଙ୍କ ଅନୁସାରେ ଫ୍ରିଜ୍‌ରେ ଷ୍ଟୋର୍‌ ଥିବା କଟା ପିଆଜ ସେବନ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ।  କଟା ପିଆଜ ଖୁବଶୀଘ୍ର ଖରାପ ହୋଇଥାଏ। ଏଥିରେ ଖୁବ୍‌ଶୀଘ୍ର ବ୍ୟାକ୍ଟେରିଆ ଘର କରିଦିଅନ୍ତି, ଯାହାର ସେବନ ଶରୀର ପାଇଁ ହାନିକାରକ ହୋଇପଡ଼େ। ଏଣୁ ପିଆଜକୁ କାଟିବା ମାତ୍ରକେ ତୁରନ୍ତ ରୋଷେଇରେ ବ୍ୟବହାର କରିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ରାତ୍ରିଭୋଜନ ପରେ ୧୦ ମିନିଟ ଚାଲନ୍ତୁ ମଧୁମେହ ରୋଗୀ

ଆଜିକାଲି ମଧୁମେହ ସାଧାରଣ ରୋଗରେ ପରିଣତ ହେଲାଣି। ହେଲେ ଏଥିରେ ଆକ୍ରାନ୍ତ ରୋଗୀଙ୍କୁ ଖାଦ୍ୟପେୟଠାରୁ ଆରମ୍ଭ କରି ନିଜର ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବାକୁ ଡାକ୍ତରମାନେ ପରାମର୍ଶ...

ଜାଣନ୍ତୁ କେଉଁ ଫଳ କେଉଁ ସମୟରେ ଖାଇବା ଉଚିତ

ଫଳ ସ୍ବାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଯଦି କାହାର ଦେହ ଖରାପ ହୋଇଯାଏ, ଡାକ୍ତର ତାଙ୍କୁ ଫଳ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କାରଣ ଫଳରେ ଅନେକ...

ଶୀତଦିନେ କେଶ ସମସ୍ୟା ଉପୁଜୁଥିଲେ ବ୍ୟବହାର କରନ୍ତୁ ମେଥି, ଜାଣନ୍ତୁ ଉପାୟ

ବମ୍ବେ: ଶୀତଦିନେ କେଶ ଜନିତ ସମସ୍ୟା ସାଧାରଣ ବୋଲି କହିପାରିବା। ବିଶେଷକରି ମୁଣ୍ଡରେ ରୁପି ହେବା, କେଶ ଝଡ଼ିବା ଭଳି ସମସ୍ୟା ଏହି ସମୟରେ ଦେଖାଯାଇଥାଏ।...

ବୁଦ୍ଧିମତ୍ତା ବଢ଼ାଏ ଡିଜିଟାଲ ଡିଭାଇସ୍‌

ଆଜିକାଲ ଡିଜିଟାଲ ଯୁଗ। ହାତ ପାଆନ୍ତାରେ ଅନେକ ଜିନିଷ ମିଳିଯାଉଛି। ଇଲେକ୍‌ଟ୍ରୋନିକ ଗ୍ୟାଜେଟ୍‌ ଦ୍ୱାରା ମାନବ ସମାଜ କେତେ ଉପକୃତ ହେଉଛି ତାହା କହିବା ବାହୁଲ୍ୟ।...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ପରିବା…

ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ।...

ଗାଈକ୍ଷୀର ଶିଶୁ ପାଇଁ ନୁହେଁ ଉପଯୋଗୀ…

ଶିଶୁକୁ ଗାଈକ୍ଷୀର ଦେଲେ ଅନେକ ସମସ୍ୟା ଦେଖାଦେଇଥାଏ। ଗାଈକ୍ଷୀର ଶିଶୁଙ୍କ ପାଇଁ ଅନୁପଯୁକ୍ତ ଏବଂ ଏହାଯୋଗୁ ପିଲାଙ୍କ କିଡ୍‌ନୀ ଉପରେ ବିପରୀତ ପ୍ରଭାବ ପଡିବାର ଆଶଙ୍କା...

ଭାରତୀୟ ବୈଜ୍ଞାନିକଙ୍କ ନାମରେ ନକ୍ଷତ୍ର

”ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୧୯୧୯ ଜୁଲାଇ ୨୮ରେ ଗଠିତ ହୋଇଥିଲା। ଏହା ଗତବର୍ଷ ତାହାର ଶତବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏହି ଉପଲକ୍ଷେ ଏହା କେତୋଟି...

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଖାଲି ପେଟରେ ଖାଆନ୍ତୁ ଦୁଇ କୋଲା ରସୁଣ

ରସୁଣ ଖାଇବାର ଫାଇଦା ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ୍‌ ପ୍ଲାନ୍‌ରେ ସାମିଲ...

Leave a comment

Your email address will not be published. Required fields are marked *