Posted inଫୁରସତ

ଭାଲେଣ୍ଟାଇନ ଡେ’ ପୂର୍ବରୁ ଗର୍ଲଫ୍ରେଣ୍ଡଙ୍କୁ ଏମିତି ଉପହାର ଦେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନ ସିଇଓ ଜେଫ ବେଜୋସ ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଗର୍ଲଫ୍ରେଣ୍ଡ ଲରେନ ସାଞ୍ଜେଜଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଲରେନଙ୍କ ପାଇଁ ଆମେରିକାର ଲସ୍‌ ଆଞ୍ଜେଲ୍ସରେ ୧୨ଶହ କୋଟି ଟଙ୍କା ଦେଇ ଏକ ଘର କିଣିଛନ୍ତି। ୯ ଏକର ବିଶିଷ୍ଟ ଯାଗାରେ ଥିବା ଏହି ଘରଟି ଜର୍ଜିଆନ୍‌ ଷ୍ଟାଇଲରେ ନିର୍ମାଣ କରାଯାଇଛି। ଗାର୍ଡେନ, ୨ଟି ଗେଷ୍ଟହାଉସ୍‌, ଟେନିସ୍‌ କୋର୍ଟ, ସ୍ବିମିଙ୍ଗ ପୁଲ୍‌, ୯ ହୋଲ ଗଲ୍ଫ କୋର୍ସ, ମୋଟର କୋର୍ଟ, ସର୍ଭିସ ଗ୍ୟାରେଜ୍‌ ପ୍ରମୁଖ ଏହି ଘରେ ରହିଛି। ଏବେ ବେଜାସଙ୍କ ସମ୍ପତ୍ତିର ପରିମାଣ ୧୩୧.୩ ଅରବ ଡଲାର ରହିଛି।


All Right Reserved By Dharitri.Com

କଲେଜରେ ପିତା ଜୁନିୟର୍‌, ଝିଅ ସିନିୟର୍‌

ସାଧାରଣତଃ ପିଲାମାନଙ୍କୁ କଲେଜରେ ପାଠ ପଢାଇବାର ସ୍ବପ୍ନ ଦେଖିଥାନ୍ତି ପିତା। କିନ୍ତୁ ପିଲାମାନେ ଯଦି ନିଜ ଅଭିଭାବକଙ୍କୁ ପଢିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ତେବେ ତାହା...

ଚାଇନାର ହାଇଟେକ୍‌ ଭିକାରି, କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ମାଗୁଛନ୍ତି ଭିକ

ଚାଇନାର ସବୁ ଜିନିଷ ଯେମିତି ହାଇଟେକ୍‌, ଏଠାକାର ଭିକାରି ବି ସେମିତି ହାଇଟେକ୍‌। ଏମାନଙ୍କ ଭିକ ମାଗିବା ଅନ୍ଦାଜ ହିଁ କିଛି ଭିନ୍ନ। ସେମାନେ ଏବେ...

ଯେଉଁଠି ମହିଳାଙ୍କଠାରୁ ମାଡ଼ ଖାଇବା ଲାଗି ପୁରୁଷ ଦିଅନ୍ତି ଟଙ୍କା…

ମାଡ଼ ଖାଇବା ଲାଗି ଟଙ୍କା ଦେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଲଣ୍ଡନରେ ରହିଛି ଏକ ଜିମ୍‌। ଏଠାରେ ମହିଳା ପହିଲ୍‌ମାନ୍‌ଙ୍କଠାରୁ ମାଡ଼...

ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ: ଗୋଟିଏ ରାତି ପାଇଁ ଦେବାକୁ ପଡ଼େ ୩୩ ହଜାର, ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ପାଇଛି ସ୍ଥାନ

ବିଶ୍ୱରେ ଅନେକ ପୁରାତନ ହୋଟେଲମାନ ରହିଛି। ଯାହାକି ସମୟ ସାଙ୍ଗକୁ ପରିବର୍ତ୍ତନ ମଧ୍ୟ ହୋଇଥାଏ। ମାତ୍ର ଜାପାନରେ ଏମିତି ଏକ ହୋଟେଲ ରହିଛି, ଯାହା ଆଜି...

ଏହି ଗାଁରେ ୯ ବର୍ଷ ହେଲା ଖାଲି ଜନ୍ମ ନେଉଛନ୍ତି ଝିଅ, ପୁଅ ଜନ୍ମ ହେଲେ ମିଳିବ ପୁରସ୍କାର

ପୋଲାଣ୍ଡର ମିଜେସ୍କେ ଔନ୍ଦ୍ରଜେନ୍‌ସ୍କି ନାମକ ଏକ ଗାଁରେ ଦୀର୍ଘ ୯ ବର୍ଷ ହେବ କେବଳ ଝିଅ ଜନ୍ମ ହେଉଛନ୍ତି। ୨୦୧୦ ମସିହାରେ ଏହି ଗାଁରେ କେବଳ...

ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର...

ସବୁଠୁ ବଡ଼ ଟେବୁଲ୍‌ ଟେନିସ୍‌ ବ୍ୟାଟ୍‌

ଟେବୁଲ୍‌ ଟେନିସ୍‌ ଅନେକେ ଖେଳିଥିବେ। ନ ଖେଳିଥିଲେ ବି ତା’ର ଛୋଟ ଛୋଟ ବ୍ୟାଟ୍‌କୁ ନିଶ୍ଚୟ ଦେଖିଥିବେ। ଏହାକୁ ହାତରେ ସହଜରେ ଧରି ଖେଳି ହୁଏ।...

ରାଷ୍ଟ୍ରପତିଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଭାରତରେ ବିବାହ କଲେ ଆମେରିକା ଯୁବତୀ

ଥିରୁଭାନନ୍ତପୁରମ୍‌, ୯।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଜଣେ ଆମେରିକା ମହିଳା ଭାରତରେ ବିବାହ କରିଛନ୍ତି। ଆଶଲେ ହଲ୍‌ ନାମକ ଜଣେ ଯୁବତୀଙ୍କ...

Leave a comment

Your email address will not be published. Required fields are marked *