Posted inଜାତୀୟ

କୋର୍ଟ ପରିସରରେ ଫୁଟିଲା ବୋମା: ମିଳିଥିଲା ପୂର୍ବରୁ ଧମକ

ଲକ୍ଷ୍ନୌ,୧୩।୨: ଲକ୍ଷ୍ନୌର କୋର୍ଟ ପରିସରରେ ଗୁରୁବାର ବୋମା ବିସ୍ଫୋରଣ ଘଟିଛି। ଦୁଇ ଆଇଜଜୀବୀ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ବୋମା ବିସ୍ଫୋରଣ ଯୋଗୁ କେତେକ ଆଇନଜୀବୀ ଆହତ ହୋଇଛନ୍ତି। କୋର୍ଟରେ ଆଇନଜୀବୀ ସଂଘର ନିର୍ବାଚନକୁ ନେଇ ଏଭଳି ହୋଇଥିବା ପୋଲିସ କହିଛି। ବୋମା ବିସ୍ଫୋରଣ ହେବା ପରେ କୋର୍ଟ ପରିସରରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଯାଇଥିଲା। ଆକ୍ରମଣକାରୀ ଆଇନଜୀବୀ ସଞ୍ଜିବ ଲୋଧିଙ୍କୁ ଟାର୍ଗେଟ୍‌ କରି ବୋମା ବିସ୍ଫୋରଣ କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣି ପାରିଛି। ପୋଲିସ ଏକ ଅଫୁଟା ବୋମା ମଧ୍ୟ ଜବତ କରିଥିବା କୁହାଯାଉଛି।


All Right Reserved By Dharitri.Com

ଦିଗ୍‌ବିଜୟଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୮।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କ ନାଁରେ ଏକ ମାନହାନି ମାମଲା ରୁଜୁ କରାଯାଇଛି। ଭାଜପା ଓ ବଜରଙ୍ଗ ଦଳ ପାକିସ୍ତାନୀ...

ଦିଲ୍ଲୀ ଦଙ୍ଗା: ୪୩୬ ମାମଲା ରୁଜୁ, ୧୪୨୭ ଗିରଫ

ନୂଆଦିଲ୍ଲୀ,୪ା୩(ପି.ଟି.): ଦିଲ୍ଲୀ ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ଏପର୍ଯ୍ୟନ୍ତ ୪୩୬ଟି ମାମଲା ରୁଜୁ ହେବା ସହ ୧୪୨୭ ଜଣଙ୍କୁ ଗିରଫ କିମ୍ବା ଅଟକ ରଖାଯାଇଛି। ଦିଲ୍ଲୀ ପୋଲିସର...

ସଞ୍ଜୟ କରୋଲ ହେଲେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି

ପାଟନା,୧୧।୧୧: ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସଞ୍ଜୟ କରୋଲ ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ସମାରୋହରେ ବିହାରର ରାଜ୍ୟପାଳ...

ଦିଲ୍ଲୀ ନୁହେଁ, ଲକ୍ଷ୍ନୌରେ ହେବ ଉନ୍ନାଓ ପୀଡ଼ିତାଙ୍କ ଚିକିତ୍ସା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨।୮: ଉତ୍ତରପ୍ରଦେଶର ବହୁ୍‌ଚର୍ଚ୍ଚିତ ଉନ୍ନାଓ ପୀଡିତା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୀଡିତାଙ୍କ ଚିକିତ୍ସା ଦିଲ୍ଲୀ ନୁହେଁ, ଲକ୍ଷ୍ନୌରେ...

ପୃଥିବୀର ୫ ପୁରାତନ ଦାମୀ ବହି

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ଅଛି, ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର...

ଧାରା ୩୭୦କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ: ମୋଦି ସରକାରଙ୍କ ପ୍ରଶଂସା କରିବ ନା ସମାଲୋଚନା

ନୂଆଦିଲ୍ଲୀ,୬।୮: ସୋମବାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ପରେ ଏହା ମୋଦି ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି ଆଲୋଚନା ହୋଇଥିଲା।...

ଆର୍ଥିକ ପ୍ୟାକେଜର ତୃତୀୟ ପର୍ଯ୍ୟାୟରେ କୃଷିକୁ ଦିଆଗଲା ଗୁରୁତ୍ୱ

ନୂଆଦିଲ୍ଲୀ,୧୫।୫: କରୋନା ସଙ୍କଟ ସମୟରେ ବିଗିଡି ଯାଇଥିବା ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଘୋଷଣା କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ...

ବଦଳିଲା ଶାହଙ୍କ ଠିକଣା

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁ ଦାୟିତ୍ୱ ବହନ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠିକଣା ଏବେ ବଦଳି ଯିବ। ୧୧, ଆକବର...

Leave a comment

Your email address will not be published. Required fields are marked *