ଯୌନ ନିର୍ଯାତନା ସହିପାରିଲେନି ୧୭ବର୍ଷୀୟ ଯୁବତୀ: ମାଗିଲେ ଇଚ୍ଛାମୃତ୍ୟୁ

ପିଲାଦିନେ ବାରମ୍ବାର ବଳାତ୍କାର ଯନ୍ତ୍ରଣା ସହିଆସୁଥିବା ଯୁବତୀ ଶେଷରେ ମୃତ୍ୟୁର ବାଟ ଆପଣାଇଛନ୍ତି। ନେଦରଲାଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୧୧ ବର୍ଷ ବୟସର ହୋଇଥିବାବେଳେ ଯୁବତୀ ଜଣଙ୍କ ବଳାତ୍କାରର ଶିକାର ହୋଇଥିଲେ। ଯୌନ ନିର୍ଯାତନାର ଶିକାର ହେବା ପରେ ୧୭ବର୍ଷୀୟ ଯୁବତୀ ଜଣଙ୍କ ଡିପ୍ରେସନକୁ ଚାଲିଯାଇଥିଲେ। ଏତେମାତ୍ରାରେ ସେ ମାନସିକ ଯନ୍ତ୍ରଣା ଭୋଗୁଥିଲେ ଯେ, ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିଥିଲେ। ଏଥିଲାଗି ଅନୁମତି ମିଳିବା ପରେ ହିଁ ସେ ଗତ ରବିବାର ନିଜ ଘରେ କ୍ଲିନିକାଲ ଡେଥ ଯୋଗେ ପ୍ରାଣ ହରାଇଛନ୍ତି।


All Right Reserved By

ବ୍ରାକ୍‌ଜିଟ ରାଜିନାମାକୁ ନେଇ ମୁଣ୍ଡ ନୁଅଁ।ଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଦଳରୁ ଇସ୍ତଫା ଦେବେ ଥେରେସା

ଲଣ୍ଡନ,୨୪।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ ନିଜ କଂଜରଭେଟିଭ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଜୁନ...

ସିରିଆରେ ଭୟଙ୍କର ବିସ୍ଫୋରଣ

ସିରିଆ,୩।୬: ସିରିଆ ଉତ୍ତର ପଶ୍ଚିମ ସହର ଅଜାଜରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋଟକ ସାମଗ୍ରୀରେ ଭର୍ତ୍ତି ଥିବା କାର ଜନଗହଳିପୂର୍ଣ୍ଣ ସ୍ଥାନରେ ହଠାତ୍‌ ବିସ୍ଫୋରଣ ହୋଇଥିଲା।...

ଭାରତରେ କମୁଛି ଶାନ୍ତି : ଗୋଟିଏ ବର୍ଷରେ ୫ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୬: ଗୋଟିଏ ବର୍ଷ ମଧ୍ୟରେ ଭାରତରେ ଶାନ୍ତି କମିଛି। ବାର୍ଷିକ ଗ୍ଲୋବାଲ୍‌ ପିସ୍‌ ଇଣ୍ଡେକ୍ସ୍‌ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଚଳିତବର୍ଷ ୧୬୩ ଦେଶ ମଧ୍ୟରେ...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ବହୁମତ ଆଡକୁ ଆଗେଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଆଡୁ ଆସୁଛି ଶୁଭେଚ୍ଛାର ବାର୍ତ୍ତା। ଏହି ଅବସରରେ...

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରଖେ ଏହି ଚା’…

ପାନମଧୁରୀ ଚା’ ଦେହ ପାଇଁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍‌ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ ଓ...

ତିଆନାନ୍‌ମେନ୍‌ ନରସଂହାରକୁ ପୂରିଲା ୩୦ ବର୍ଷ

ବେଜିଂ,୪।୬: ଚାଇନାର ରାଜଧାନୀ ବେଜିଂର ତିଆନାନ୍‌ମେନ୍‌ ଛକ ନରସଂହାରକୁ ମଙ୍ଗଳବାର ୩୦ ବର୍ଷ ପୂରଣ ହୋଇଛି। ୧୯୮୯ ଜୁନ୍‌ ୪ରେ ଏଠାରେ ସମବେତ ଛାତ୍ର କମ୍ୟୁନିଷ୍ଟ...

ଆମେରିକାରେ ହିନ୍ଦୁ ପୂଜାରୀଙ୍କ ଉପରକୁ ଆକ୍ରମଣ

ନ୍ୟୁୟର୍କ, ୨୧।୭: ନ୍ୟୁୟର୍କର ଫ୍ଲୋରା ପାର୍କରେ ଜଣେ ହିନ୍ଦୁ ପୂଜାରୀଙ୍କ ଉପରେ ଆକ୍ରମଣ ହୋଇଛି। ସ୍ବାମୀ ହରିଶ ଚନ୍ଦ୍ର ପୁରୀ(୫୨) ଶିମ ମନ୍ଦିରରେ ପୂଜା ସାରି...

ନୀରବ ମୋଦିଙ୍କ ଜାମିନ୍‌ ଆବେଦନ ପୁଣି ଖାରଜ

ଲଣ୍ଡନ, ୨୫।୭: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଏକ ଝଟକା ଲାଗିଛି। ଗୁରୁବାର ଲଣ୍ଡନର ଏକ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *