ମାର୍ଚ୍ଚ ୧୧ରେ ଭାରତ ସ୍ବାଧିନତାର ଆଦ୍ୟ ଦୁନ୍ଦୁଭି ସ୍ମାରକୀ ଯାତ୍ରା

ପୁରୀ ଅଫିସ,୧୧।୨: ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ଆନୁକୂଲ୍ୟରେ ଭାରତୀୟ ସ୍ବାଧୀନତା ସଂଗ୍ରାମୀର ଆଦ୍ୟ ଦୁନ୍ଦୁଭି ଦ୍ବିତୀୟ ସ୍ମାରକୀ ଯାତ୍ରା ପ୍ରସ୍ତୁତି ବୈଠକ ମଙ୍ଗଳବାର ଭକ୍ତ ସାଲବେଗ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ଦିବାକର ମହାନ୍ତିଙ୍କ ସଭାପତିତ୍ୱରେ ଭାଷାବିଦ୍‌ କୈଳାଶ ଟିକାୟତରାୟ, ବରିଷ୍ଠ ସମାଜସେବୀ ପ୍ରତିମା ମିଶ୍ର, ଉମାବଲ୍ଲବ ମହାପାତ୍ର, ଚକ୍ରଧର ମହାପାତ୍ର
ପ୍ରମୁଖ ଏଥିରେ ମଞ୍ଚାସୀନ ଥିଲେ । ମାର୍ଚ୍ଚ ୧୧ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିଦିନ ପୂର୍ବାହ୍ନ ୯ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଳନ କରାଯିବ। ଏହି ବୈଠକରେ ଅବିଭକ୍ତ ପୁରୀ ଜିଲାର ପାଇକ ଆଖଡ଼ା ସଦସ୍ୟ ଯୋଗଦାନ କରିଥିଲେ।


All Right Reserved By Dharitri.Com

ଏକ ଟଙ୍କାରେ ମିଳିବ ଗୋଟିଏ ଚାରା

ବ୍ରହ୍ମପୁର ଅଫିସ୍‌,୪ା୭-ବ୍ରହ୍ମପୁର ବନଖଣ୍ଡ ତରଫରୁ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଚାରା ବିକ୍ରୟ କେନ୍ଦ୍ର ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା...

୨୦ରୁ ହେବ ଧାନ କିଣା

ପଦ୍ମପୁର, ୧୧।୧୨(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ରାଜଘରପୋଖରୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ବାଲିମେଦ ସେବା ସମବାୟ ସମିତିର ୬୨ତମ ସାଧାରଣ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଏଆର୍‌ସିଏସ୍‌...

ଭୁବନେଶ୍ୱର ପରିଦର୍ଶନରେ ଆସୁଛନ୍ତି ସଂସଦୀୟ ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ସହରାଞ୍ଚଳ ବିକାଶକୁ ନେଇ ଗଢାଯାଇଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟିର ୨୦ ଜଣ ସଦସ୍ୟା, ସଦସ୍ୟ ଏବଂ ୫ ଜଣ ସଂସଦୀୟ ବ୍ୟାପାର ଅଧିକାରୀ ଓଡ଼ିଶା...

ରେଳଷ୍ଟେଶନ ପରିସରରୁ ଜବରଦଖଲ ଉଚ୍ଛେଦ

ବେତନଟୀ,୧୦ା୧୨(ଡି.ଏନ୍‌.ଏ.)- ବେତନଟୀ ରେଳଷ୍ଟେଶନ ପରିସରରେ ଦୀର୍ଘ ବର୍ଷ ଧରି ଦୋକାନ ବଜାର ଓ ଡ଼େଲି ପରିବା ମାର୍କେଟ ଗଢି ଉଠିଥିବାବେଳେ ସୋମବାର ଏହାକୁ ଉଚ୍ଛେଦ କରାଯାଇଛି।...

ଅଲୋଡ଼ା କନ୍ୟା ସନ୍ତାନ: ମେଡିକାଲ ବେଡ୍‌ରେ ଛାଡ଼ି ପଳାଇଲେ ମା’

କଟକ ଅଫିସ, ୨୬।୧୦: ସମାଜରେ କନ୍ୟା ସନ୍ତାନଙ୍କ ପ୍ରତି ଥିବା ହୀନମନ୍ୟତା ବଢିବାରେ ଲାଗିଛି, ଯାହାର ଏକ ଉଦାହରଣ ଏସ୍‌ସିବି ମେଡିକାଲରେ ଦେଖିବାକୁ ମିଳିଛି। ଗତ...

ଘର ସହ ଜଳିଗଲେ ତହସିଲ କର୍ମଚାରୀ

ହାଟଡିହୀ,୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ ଥାନା ଅନ୍ତର୍ଗତ ସୁନ୍ଦରାପାଳ ଛକରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ଜଳିଯିବା ସହିତ...

ସୀମା ଟପିଲା ମାଙ୍କଡ଼ ଉପଦ୍ରବ: ଗ୍ରାମବାସୀ ଆତଙ୍କିତ

ବସ୍ତା,୨୭।୭(ସ୍ବ.ପ୍ର.)-ବସ୍ତା ବ୍ଲକ କୁଳିଦା ପଞ୍ଚାୟତର କୁଳିଦା, ଆଗ୍ରଡ଼ା, ତେନ୍ତୁଳିଆ ଆଦି ଗ୍ରାମରେ ଗତ କିଛିଦିନ ହେଲା ମାଙ୍କଡ଼ ଉପଦ୍ରବ ଚରମ ସୀମାରେ ପହଞ୍ଚତ୍ଛି। ମାଙ୍କଡ଼ ଗାଁରେ...

ଯାଜପୁର ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ : ବସୁଧା ଯୋଜନାରେ ୫ ପ୍ରକଳ୍ପ ମଞ୍ଜୁର

ଯାଜପୁର ଅଫିସ,୧୮।୮- ଯାଜପୁର ଜିଲାରେ ବସୁଧା ଯୋଜନାରେ ୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୮କୋଟି ୦୭ଲକ୍ଷ ୪୩ହଜାର ଟଙ୍କା ପ୍ରଶାସନିକ ମଞ୍ଜୁରି ମିଳିଛି। ଏଥିପାଇଁ...

Leave a comment

Your email address will not be published. Required fields are marked *