ସାପ କାମୁଡ଼ାରେ ମହିଳା ମୃତ

ଦାରିଙ୍ଗବାଡ଼ି,୫।୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ଗଦଡ଼ି ଗ୍ରାମରେ ସାପକାମୁଡ଼ାରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଇଟି ପ୍ରଧାନ ା ସୁଇଟିଙ୍କୁ ସାପ କାମୁଡ଼ିଥିବା ଜାଣିବା ପରେ ଶ୍ୱଶୁର ଘର ଲୋକେ ତାଙ୍କୁ କ.ନୁଆଗାଁ ବ୍ଲକ ସିର୍ତ୍ତିଗୁଡ଼ା ଅଞ୍ଚଳର ଜଣେ ଗୁଣିଆଙ୍କ ନିକଟକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁଇଟିଙ୍କୁ ଡାକ୍ତରଖାନା ନେବା ବଦଳରେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଗୁଣିଆ ନିକଟକୁ ଝଡ଼ାଫୁଙ୍କା ପାଇଁ ନେବାରୁ ଅକାଳରେ ସୁଇଟିଙ୍କ ଜୀବନ ଚାଲିଗଲା ବୋଲି ଚର୍ଚ୍ଚା ହେଉଛି।


All Right Reserved By Dharitri.Com

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଉତ୍ତେଜନା

ଖଲ୍ଲିକୋଟ,୩୦ା୮(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଭିକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଛି। ଖାଦ୍ୟ ଥାଳିରେ...

ଚେନ୍ନାଇରୁ ବୋଟ୍‌ରେ ଫେରିଲେ ୩୮ ଦାଦନ

ଚିକିଟି,୨୫ା୪(ଡି.ଏନ.ଏ.)- ସାରା ଦେଶରେ ଲକ୍‌ଡାଉନ୍‌ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଫଳରେ ଜଳପଥ ଦେଇ ରାଜ୍ୟବାହାରେ ଫସିଥିବା ଲୋକେ ଘରକୁ ଫେରୁଛନ୍ତି। ଶନିବାର ସନ୍ଧ୍ୟାରେ...

ପଶ୍ଚିମବଙ୍ଗରେ ଜଳବନ୍ଦୀ ଗଞ୍ଜାମର ୫୦ ପରିବାର, ଉଦ୍ଧାର ପାଇଁ ନିବେଦନ

ଛତ୍ରପୁର,୨୩ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଯୋଗୁ ପଶ୍ଚିମବଙ୍ଗର ହାୱଡା ଜିଲା ଘୁଷରି ଅଞ୍ଚଳ ନସ୍କପତା ବସ୍ତିରେ ଗଞ୍ଜାମ ଜିଲାର ୫୦ ପରିବାର ଝୁମ୍ପୁଡି ମଧ୍ୟରେ ରହି ଆସୁଥିଲେ। ସେମାନେ...

ଜାନବିଲି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବି: ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର ଅଫିସ୍‌,୨୪ା୬: ଅସମ୍ପୂର୍ଣ୍ଣ ଜାନବିଲି ପ୍ରକଳ୍ପକୁ ନେଇ ଏବେ ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ତରବରିଆ ଭାବେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି...

ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି : ଧାରଣାରେ ବସିଲେ କର୍ମଚାରୀ

ଗୋପାଳପୁର,୪ା୨-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପାଲୁର ହିଲ୍‌୍‌ସ୍ଥିତ ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି ଲାଗି ରହିଛି। ଏଥିପାଇଁ ପ୍ରଶାସନିକ ବିବାଦକୁ ଦାୟୀ କରାଯାଇଥିବା ଅଭିଯୋଗ ହୋଇଛି।...

ବିଲରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ହତ୍ୟା ସନ୍ଦେହ

ଖଲ୍ଲିକୋଟ,୧୪ା୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତୁଳସୀପୁର ଗ୍ରାମ ନିକଟ ମୁଗ ବିଲରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିଥିଲେ।...

ଟାଙ୍ଗିଆରେ ଆକ୍ରମଣ ଘଟଣାରେ ଜଣେ ଗିରଫ

ବୁଗୁଡ଼ା,୧୩ା୯(ଡି.ଏନ.ଏ.)-ବୁଗୁଡ଼ା ଥାନା ଡାକରାବାଡ଼ିରେ ଟାଙ୍ଗିଆରେ ଆକ୍ରମଣ କରିଥିବା ଘଟଣାରେ ପୋଲିସ ଶୁକ୍ରବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଗିରଫ ଜଣକ ହେଲେ ଡାକରାବାଡ଼ି ଗ୍ରାମର ପରୀକ୍ଷିତ ସାହୁ।...

ଜନସେବା କେନ୍ଦ୍ରକୁ ତାଗିଦ: ନିର୍ଦ୍ଧାରିତ ଦରଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ଚନ୍ଦ୍ରଗିରି,୩୦।୭(ଡି.ଏନ୍‌.ଏ.): ବାରମ୍ବାର ସରକାରୀ ଦପ୍ତରକୁ ନଯାଇ ସହଜରେ ଏବଂ କମ୍‌ ଖର୍ଚ୍ଚରେ କିପରି ବିଭିନ୍ନ ସରକାରୀ ପ୍ରମାଣପତ୍ର ପାଇପାରିବେ ସେ ନେଇ ବିଭିନ୍ନ ସ୍ଥାନରେ ଜନସେବା...

Leave a comment

Your email address will not be published. Required fields are marked *