୭୩ ବର୍ଷ ପରେ ପାକିସ୍ତାନରେ ଧୁମ୍‌ଧାମ୍‌ରେ ପାଳନ କରାଯିବ ଶିବରାତ୍ରି: ଖୋଲାଯିବ ୨୦୦ ବର୍ଷ ପୁରୁଣା ମନ୍ଦିର

ଇସଲାମାବାଦ୍‌,୮।୨: ପାକିସ୍ତାନରେ ଥିବା ଏକ ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରରେ ଚଳିତ ଥର ଶିବରାତ୍ରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୭୩ ବର୍ଷ ଧରି ଏହି ମନ୍ଦିର ବନ୍ଦ ରହିଥିଲା। ବାଲୁଚିସ୍ତାନରେ ଥିବା କଟାସରାଜ ମନ୍ଦିର ପ୍ରଥମ ଥର ପାଇଁ ଦେଶ ବିଭାଜନ ପରେ ଖୋଲା ଯାଇଛି। ଫେବୃୟାରୀ ୨୧ରେ ଏଠାରେ ସାମ୍ପ୍ରଦାୟିକ ସଦ୍‌ଭାବ ଅନ୍ତର୍ଗତ ଶିବରାତ୍ରି ପାଳନ କରାଯିବ ବୋଲି ଏକ୍ୟୁ ଟ୍ରଷ୍ଟ୍‌ ପ୍ରପର୍ଟି ବୋର୍ଡର ଅତିରିକ୍ତ ସଚିବ ଫରାଜ ଅବାସ୍‌ ସୂଚନା ଦେଇଛନ୍ତି। କଟାସରାଜ ମନ୍ଦିର ସହିତ ଚଳିତ ଥର ପେଶାଓ୍ବର, ମୁଜଫରାବାଦ୍‌, ଲାହୋର ଏବଂ ରାଓ୍ବଲପିଣ୍ଡିରେ ଥିବା ଶିବମନ୍ଦିରରେ ମଧ୍ୟ ଶିବରାତ୍ରି ପାଳନ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ବିବାହରେ ଗାଈ ରହିବ ସାକ୍ଷୀ

ସୁରଟ,୨୮।୧: ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ଦେଖିବାକୁ ମିଳିଥାଏ। ହିନ୍ଦୁ ବିବାହରେ ସାଧାରଣତଃ ଅଗ୍ନିକୁ ସାକ୍ଷୀ ରଖି ବିବାହ ହୋଇଥାଏ। ସମ୍ପ୍ରତି...

ଏହା କୌଣସି ରନ୍ନ ନୁହେଁ ବରଂ ମକା

ବିଶାଖାପାଟନମ,୯।୨: ହାଇଦ୍ରାବାଦର ଅଭିନବ ଗଙ୍ଗୁଲମଲ୍ଲା ଓ ରେଣୁ ରାଓଙ୍କ ମୁହଁରେ ହସ ଫୁଟାଇଛି ଦୀର୍ଘ ୭ ବର୍ଷର ପରିଶ୍ରମ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ...

ବିକାଶ ପଥରେ ଆତଙ୍କବାଦ କଣ୍ଟା

ଓସାକା,୨୯ା୬ (ପି.ଟି./ଆଇଏଏନ୍‌ଏସ୍‌): ସମଗ୍ର ମାନବ ଜାତି ପାଇଁ ସବୁଠୁ ବଡ଼ ବିପଦ ହେଉଛି ଆତଙ୍କବାଦ। ଏହି ବିପତ୍ତି କେବଳ ନିରୀହମାନଙ୍କ ଜୀବନ ନେଉଛି ତାହା ନୁହେଁ,...

ପଙ୍ଗପାଳ ଯୋଗୁ ୩୫୦ ବର୍ଷ ତଳେ ମଦୁରାଇ ଚାଷ ଜମି ଯାଇଥିଲା ଉଜୁଡ଼ି

ମଦୁରାଇ,୧।୬: ଦେଶରେ ଏବେ ପାକିସ୍ତାନୀ ପଙ୍ଗପାଳଙ୍କ ଆତଙ୍କ ଦେଖାଦେଇଛି। ପଙ୍ଗପାଳ ଯୋଗୁ ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି।...

ସୋଦିରେ ନାବାଳକ ଅପରାଧୀଙ୍କୁ ଦିଆ ଯିବନି ମୃତ୍ୟୁଦଣ୍ଡ

ରିୟାଦ୍‌,୨୭।୪: ସୌଦିରେ ଏଣିକି ନାବାଳକ ଅପରାଧୀଙ୍କୁ ଆଉ ମୃତ୍ୟୁ ଦଣ୍ଡାଦେଶ ହେବ ନାହିଁ। ଏନେଇ ସୌଦିର ରାଜା ଶାହ ସଲମାନ୍‌ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପ୍ରଚଳିତ...

ପେଟ୍‌ କ୍ରିଏଟିଭ୍‌ ଗ୍ରୁମିଙ୍ଗ୍‌: ପୋଷା ବିରାଡ଼ି, କୁକୁର ହୋଇପାରିବେ ବାଘ, ଘୁଷୁରୀ, ମିକି ମାଉସ୍‌

ଘରେ ଯଦି କୌଣସି ପୋଷା କୁକୁର ବା ବିରାଡି ରଖିଛନ୍ତି ତେବେ ସେମାନଙ୍କୁ ଆପଣ ବାଘ, ଘୁଷୁରି ଏପରି କି ମିକିମାଉସ୍‌ ଏବଂ ଡୋନାଲ୍ଡ ଡକ୍‌ରେ...

ପର୍ଯ୍ୟଟନସ୍ଥଳୀ: ତାମିଲନାଡୁର ଅମ୍ବାସମୁଦ୍ରମ୍‌

ତାମିଲନାଡୁର ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଅମ୍ବାସମୁଦ୍ରମ୍‌ର ଭଲ ନାଁ ରହିଛି। ଦେବସ୍ଥଳୀ ବ୍ୟତୀତ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଜଳପ୍ରପାତ,...

ଜାତିସଂଘରେ ସମ୍ବୋଧନ ଦେବା ପୂର୍ବରୁ ପରାଜୟ ସ୍ବୀକାର କଲେ ଇମ୍ରାନ ଖାନ୍‌

ନ୍ୟୁୟର୍କ,୨୭।୯: ଜାତିସଂଘ ସାଧାରଣ ପରିଷଦରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବା ପୂବରୁ ପରାଜୟ ସ୍ବୀକାର କରିଛନ୍ତି ଇମ୍ରାନ ଖାନ୍‌। ସେ କହିଛନ୍ତି, ମୁଁ ଜାଣିଛି...

Leave a comment

Your email address will not be published. Required fields are marked *