କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ ଅଫିସ,୭।୨: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି। ବାଲେଶ୍ୱର ଲୋକ ସଭା ନିର୍ବାଚନ ମାମଲାରେ ତାଙ୍କୁ ନୋଟିସ ହୋଇଥିବା ସୂଚନା ମିଳିଛି। ତେବେ ସେ ସତ୍ୟପାଠରେ ଅପରାଧିକ ମାମଲା ନେଇ ତଥ୍ୟ ଲୁଚାଇବା ଅଭିଯୋଗ ହୋଇଛି। ଜଣେ ସାଧାରଣ ଭୋଟରଙ୍କ ମାମଲା ଆଧାରରେ କେନ୍ଦ୍ରମନ୍ତ୍ରୀଙ୍କୁ ନୋଟିସ କରାଯାଇଛି। ଏଥିସହ ମାର୍ଚ୍ଚ ୧୩ ତାରିଖରେ ପରବର୍ତ୍ତି ଶୁଣାଣି ଲାଗି ଦିନ ଧାର୍ଯ୍ୟକରାଯାଇଥିବା ସୂଚନା ମିଳିଛି।


All Right Reserved By Dharitri.Com

କାନ୍ଥରେ ଗୌରବ ଗାଥା

ଢେଙ୍କାନାଳ ଅଫିସ, ୧୬।୩: କାନ୍ଥ ବଖାଣୁଛି ଗୌରବ ଗାଥା। ଐତିହ୍ୟ, ସଂସ୍କୃତି, ପର୍ଯ୍ୟଟନ, ଲୋକକଳା, ସାହିତ୍ୟ, ବ୍ୟକ୍ତିତ୍ୱ ସବୁକିଛି ଝଲସି ଉଠିଛି କାନ୍ଥରେ। ସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନର...

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ: ଡ୍ରାଇଭର କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୯।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ଜାତୀୟ ରାଜପଥ ୧୬ ନଂ. ଲାଞ୍ଜିପଲ୍ଲୀ ବାଇପାସ୍‌ରେ ଶନିବାର ସଡ଼କ ଦୁର୍ଘଟଣା ଘଟିଛି । ଏକ ଚାଉଳ ବୋଝେଇ...

ବ୍ରହ୍ମପୁର ବିଧାନସଭାରେ ବିଜେଡି ଆଗୁଆ

ବ୍ରହ୍ମପୁର ଅଫିସ,୨୩ା୫- ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ବିକ୍ରମ ପଣ୍ଡାଙ୍କୁ ୩ ହଜାର...

ବେଆଇନ ଖଣି ଖାଦାନରେ ୧୪୪ ଧାରା ଜାରି

ବଡ଼ସାହି,୧୫ା୮(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଯଦୁନାଥପୁର ଓ ଚନ୍ଦନଚତୁରୀ ଅଞ୍ଚଳରେ ବେଆଇନ ପଥର ଉତ୍ତୋଳନ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଦୃଢ...

ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ୬୦୦ ଚାରା ରୋପଣ

ରଣପୁର,୫।୮(ସ୍ବ.ପ୍ର.): ସ୍ବଚ୍ଛ ଓ ଉତ୍ତମ ପରିବେଶ ସ୍ଥାପନ ଲକ୍ଷ୍ୟରେ ଶ୍ମଶାନକୁ ସଫା କରି ଚାରା ରୋପଣ ପରେ ଏବେ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଏହି...

୧୩ ତାରିଖ ଅପରାହ୍ନରେ ସାମାଜିକ ଗଣମାଧ୍ୟମରେ ଉତ୍ତର ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର,୯ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚଳିତ ମାସ ୧୩ ତାରିଖ(ଗୁରୁବାର) ଅପରାହ୍ନ...

ମନ୍ତ୍ରୀ ତାଲିକା ଚୂଡ଼ାନ୍ତ: ସମ୍ଭାବ୍ୟ ତାଲିକାରେ ଅଧାରୁ ଅଧିକ ନୂଆ ମୁହଁ, ଆଶାଆଶଙ୍କାରେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ଦିନକ ପରେ ବିଜେଡି ୫ମ ଥର ପାଇଁ ରାଜ୍ୟ ଶାସନ ଡୋରି ଧରିବାକୁ ଯାଉଛି। ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ପୂର୍ବତନ...

ହୋମଗାର୍ଡଙ୍କ ଉପରେ ଚଢେଇ ଦେଲେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର

ଚିତ୍ରକୋଣ୍ଡା,୨୮।୧(ଡି.ଏନ.ଏ.): ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଅଞ୍ଚଳରେ ଜଣେ ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।...

Leave a comment

Your email address will not be published. Required fields are marked *