ଭାଲିଆଗୋଚ୍ଛା ନୃସିଂହ ମନ୍ଦିରରେ ୨ ଗରୁଡପକ୍ଷୀ

ସୋରଡା,୫ା୨(ଡି.ଏନ୍‌.ଏ.): ବ୍ଲକର ସୋରଡା ଆସିକା ରାସ୍ତା ଭାଲିଆଗୋଚ୍ଛା ନୃସିଂହ ମନ୍ଦିରରେ ବୁଧବାର ମଧ୍ୟାହ୍ନରେ ୨ଟି ଗରୁଡା ପକ୍ଷୀ କେଉଁଆଡୁ ଆସି ପହଁଞ୍ଚତ୍ଥିଲେ। ବିରଳ ଗରୁଡ ପକ୍ଷୀ ବିଷ୍ଣୁଙ୍କ ବାହନ ହୋଇଥିବାରୁ ପକ୍ଷୀ ୨ଟିକୁ ପୂଜାରୀ ଦେଖି ପୂଜା କରିଥିଲେ। ଭକ୍ତମାନେ ମଧ୍ୟ ପୂଜାର୍ଚ୍ଚନା କରିବା ସହ ପକ୍ଷୀ ୨ଟିକୁ ଖିର ପିଆଇଥିଲେ। ଖବର ପ୍ରଚାର ହେବାପରେ ବହୁ ଲୋକଙ୍କ ଭିଡ ଜମିଥିଲା।


All Right Reserved By Dharitri.Com

ଜାତିପ୍ରଥା ପାଇଁ ମୃତଦେହ ୨ ଦିନ ଘରେ ପଡ଼ି ରହିଲା

ବାରିପଦା ଅଫିସ/ କୁଳିଅଣା,୧୬ା୮(ଡି.ଏନ୍‌.ଏ.)- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଜାତିପ୍ରଥାକୁ କେନ୍ଦ୍ରକରି ଜଣେ ମହିଳାଙ୍କ ମୃତଦେହ ୨ ଦିନ ଘରେ ପଡ଼ି ରହିବା ଭଳି ଅଭାବନୀୟ...

ଏସ୍‌ସିବି ମେଡିକାଲରେ ୧୦୧ ଡେଙ୍ଗୁ ରୋଗୀ

କଟକ ଅଫିସ, ୧୦ା୧୦: ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। କିଛିଦିନ ଲଗାଣ ବର୍ଷା ହେବା ଯୋଗୁ ଡେଙ୍ଗୁ ଭୟଙ୍କର ରୂପ ନେବାରେ ଲାଗିଛି।...

ବେକାରୀ ସମସ୍ୟା ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଅଫିସ, ୨୦।୨: ରାଜ୍ୟରେ ବେକାରୀ ସମସ୍ୟା ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ କରିଛି। ରାଜ୍ୟରେ ବେରୋଜଗାର ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ...

ଆଜି ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ

ପାରାଦୀପ, ୩।୧ (ସ୍ବ.ପ୍ର.) ପୂର୍ବ କ୍ଷେତ୍ରର ପ୍ରବେଶପଥ କୁହାଯାଉଥିବା ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଶୁକ୍ରବାର ପାଳନ କରିବ ପ୍ରତିଷ୍ଠା ଦିବସ। ଏଥିପାଇଁ...

ନାଲ୍‌କୋ ବିଶ୍ୱକର୍ମା ପୂଜାର ୫ମ ସନ୍ଧ୍ୟା : ଲକ୍ଷାଧିକ ଲୋକଙ୍କ ସମାଗମ

ବଅଁରପାଳ,୨୨।୯(ଡି.ଏନ.ଏ) – ଅନୁଗୋଳ ଜିଲା ନାଲ୍‌କୋ ନଗରରେ ଚାଲିଥିବା ବିଶ୍ୱକର୍ମା ପୂଜାର ଶନିବାର ଥିଲା ୫ମ ସା। ନାଲ୍‌କୋରେ ପୂଜା ଆରମ୍ଭ କରିଥିବା ମୁଖ୍ୟ ପୂର୍ବତନ...

ପରିସ୍ରାଗାର ନିର୍ମାଣ ଦାବି କଲେ ଅଟୋ ଚାଳକ

ଅନୁଗୋଳ ସହର, ୧୧।୨ ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ରାଜାଛକ ଅଞ୍ଚଳ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପରିସ୍ରାଗାର ନିର୍ମାଣ ପାଇଁ ବସ୍‌ଷ୍ଟାଣ୍ଡ ଅଟୋଚାଳକଙ୍କ ପକ୍ଷରୁ ସୋମବାର...

କେନ୍ଦ୍ରୀୟ ବିଦ୍ୟାଳୟକୁ ଲାଗିଲା ମୋହର-୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଆରମ୍ଭ

ଆନନ୍ଦପୁର,୧୨। ୮(ସ୍ବ.ପ୍ର.)- ଆନନ୍ଦପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ବିଳମ୍ବିତ ହେବ ବୋଲି ଲାଗିରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ସମସ୍ତ ଔପଚାରିକତା ଶେଷ ହେବା ପରେ ମାସକ...

ଟାଇଲ୍‌ କାମ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ତିହିଡ଼ି,୪।୧୨(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମର ଜଣେ ଯୁବକ ବୁଧବାର ପୂର୍ବାହ୍ନରେ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

Leave a comment

Your email address will not be published. Required fields are marked *