କରୋନା ମୃତ୍ୟୁ ସଂଖ୍ୟା ୪୨୬ ଛୁଇଁଲା: ୨୪ ଘଣ୍ଟାରେ ୬୫ ଜଣଙ୍କ ମୃତ୍ୟୁ

ବେଜିଂ,୪।୨: ଚାଇନାର କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୨୬ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୁତାଣୁ ଯୋଗୁ ୬୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ ହଜାର ୩ ଶହ ୮୩ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଚାଇନାର ୧୫ଟି ସହରରେ ସ୍ଥିତି ଗୁରୁତର ରହିଛି। ହୁବେଇ ପ୍ରଦେଶରେ ଇତିମଧ୍ୟରେ ସର୍ବାଧିକ ୪୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନଙ୍କ ୧୮ ଶହ ଲୋକଙ୍କୁ ଘରେ ରଖି ଚିକିତ୍ସା କରାଯାଉଥିବାବେଳେ ପ୍ରାୟ ୬ କୋଟି ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି।


All Right Reserved By Dharitri.Com

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ୮ ଦାବିଦାର

ଲଣ୍ଡନ,୨୭ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପାଇଁ ଚାଲିଥିବା ବ୍ରେକ୍‌ଜିଟ୍‌ ଆଲୋଚନା ବିଫଳ ହେବା ପରେ ପ୍ରଧାନମନ୍ତ୍ରୀ ଥେରେସା ମେ ଇସ୍ତାଫା ଘୋଷଣା...

ଇମ୍ରାନ୍‌ଙ୍କ ପାଇଁ ସାପ ଚମଡାରେ ତିଆରି ହୋଇଥିବା ଚପଲକୁ ଜବତ କଲା ବନ୍ୟଜୀବ ବିଭାଗ

ଇସଲାମାବାଦ,୩।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଏବେ ସାପ ଚମଡାରେ ତିଆରି ପେଶାଓ୍ବରି ଚପଲ ପିନ୍ଧିବାର ସୁଯୋଗ ପାଇବେ ନାହିଁ। କାରଣ ଖେବର ପଖତୁନଓ୍ବା ଅଞ୍ଚଳରେ...

ଚିନ୍ତାରେ ଇମ୍ରାନ୍‌: ତୃତୀୟ ଥର ଲାଗି ବଢିଲା ଅଟା ଦାମ୍‌

ଇସ୍‌ଲାମାବାଦ,୩୧।୮: ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଏ ପର୍ଯ୍ୟନ୍ତ ରୁଟି ସଙ୍କଟରୁ ବାହାରି ପାରୁନାହିଁ। ଏବେ ତୃତୀୟ ଥର ଲାଗି ଅଟାର ଦାମ...

ବର୍ଷରେ ୮ ମାସ ପାଣିରେ ବୁଡ଼ି ରହେ ଗାଁ: ବୋଟ୍‌ ସ୍କୁଲରେ ପଢ଼ନ୍ତି ଛାତ୍ରୀଛାତ୍ର

ଢ଼ାକା,୨୪।୨: ଉତ୍ତରପୂର୍ବ ବାଂଲାଦେଶରେ ରହିଛି ହାଉର ଗାଁ। ଏହି ଗାଁଟି ବର୍ଷରେ ୮ମାସ ପାଣିରେ ବୁଡ଼ି ରୁହେ। ତେଣୁ ପିଲାଙ୍କ ପଢ଼ିବା ପାଇଁ ବୋଟ୍‌ରେ ସ୍କୁଲର...

ଗୋଟିଏ ବର୍ଷରେ ୨୦ ଲକ୍ଷ ବିଲେଇ ହତ୍ୟା କରିବେ ଅଷ୍ଟ୍ରେଲିଆ ସରକାର

କାନ୍‌ବେରା,୨।୫: ଆସନ୍ତା ୨୦୨୦ ସୁଦ୍ଧା ଅଷ୍ଟ୍ରେଲିଆ ସରକାର ୨୦ ଲକ୍ଷ ଜଙ୍ଗଲୀ ବିଲେଇ ହତ୍ୟା କରିବେ। ଏନେଇ ଯୋଜନା ପ୍ରସ୍ତୁତ ହୋଇଛି। ବିଲେଇଙ୍କ ଯୋଗୁ ଅନେକ...

ପାକିସ୍ତାନକୁ ଝିଣ୍ଟିକା ଦାଉରୁ ରକ୍ଷା କରିବାକୁ ଚାଇନା ପଠାଇବ ବତକ

ଇସ୍‌ଲାମାବାଦ,୨୮।୨: ଏବେ ପାକିସ୍ତାନରେ ଝିଣ୍ଟିକା ବା ପଙ୍ଗପାଳଙ୍କ ଉପଦ୍ରବ ବହୁ ମାତ୍ରାରେ ବଢିଯାଇଛି। ଏମାନଙ୍କ ଉପଦ୍ରବ ଯୋଗଁ ବହୁ ପରିମାଣରେ ଫସଲ ହାନୀ ଘଟୁଛି। ଧିରେ...

ଟ୍ରମ୍ପ୍‌ଙ୍କ ଧମକ: ଚାଇନା ହାତରେ କଣ୍ଢେଇ ସାଜିଛି ଡବ୍ଲ୍ୟୁଏଚ୍‌ଓ, ୩୦ ଦିନରେ ସୁଧାର ନ ଆସିଲେ ଫଣ୍ଡିଂ ହେବ ବନ୍ଦ

ଓ୍ବାଶିଂଟନ,୧୯।୫: କରୋନା ସଂକ୍ରମଣ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)କୁ ଧମକ ଦେଇଛନ୍ତି। ଡବ୍ଲ୍ୟୁଏଚ୍‌ଓ ଚାଇନା ହାତରେ କଣ୍ଢେଇ ସାଜିଛି। କରୋନା...

ଶ୍ରାଦ୍ଧ ବାଷିର୍କୀରେ ପ୍ରସ୍ତୁତ ହେଲା ମୃତଦେହ ଭଳି କେକ୍‌

ବିଶ୍ୱର କେତେକ ଦେଶରେ ଲୋକଙ୍କ ରହଣି-ସହଣି ଓ ଖାଦ୍ୟ-ପାନୀୟ ମଧ୍ୟ ଭିନ୍ନ ହୋଇଥାଏ। ଜୀବନ ଜିଇଁବାଠାରୁ ଆରମ୍ଭ କରି ମରଣ ପର୍ଯ୍ୟନ୍ତ ସବୁ ଧର୍ମର ପ୍ରଥା...

Leave a comment

Your email address will not be published. Required fields are marked *