Posted inଜାତୀୟ

୪ ରାଜନେତାଙ୍କ ଉପରୁ ହଟିଲା ନଜରବନ୍ଦୀ

ଶ୍ରୀନଗର,୨।୨: ଜମ୍ମୁ-କଶ୍ମୀରରେ ୪ ଜଣ ରାଜନେତାଙ୍କ ଉପରୁ ନଜରବନ୍ଦୀ ହଟାଇ ନିଆଯାଇଛି। ସେମାନଙ୍କ ମଧ୍ୟରେ ନ୍ୟାସନାଲ୍‌ କନଫରେନ୍ସ୍‌ର ଅବଦୁଲ୍‌ ମଜିଦ୍‌ ଲାରମୀ, ଗୁଲାମ ନବୀ ଭଟ୍ଟ, ମହମ୍ମଦ ଶଫି ଏବଂ ମହମ୍ମଦ୍‌ ୟୁସୁଫ ଭଟ୍ଟ ରହିଛନ୍ତି। ୨୦୧୯ ଅଗଷ୍ଟ ୫ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏସବୁ ରାଜନେତାଙ୍କୁ ନଜରବନ୍ଦୀ ରଖାଯାଇଥିଲା।


All Right Reserved By Dharitri.Com

କରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ଲକ୍ଷ ଲକ୍ଷ ରେସ୍ତୋରାଁ ବନ୍ଦ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନାର ପ୍ରଭାବକୁ ଦେଖି ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏନ୍‌ଆର୍‌ଏଆଇ)ଏକ ଆଡଭାଇଜରୀ ଜାରି କରିଛି। ଏହି ଆଡଭାଇଜରୀ ଅନୁଯାୟୀ, ଦେଶର ଲକ୍ଷ ଲକ୍ଷ...

ନିଆଁ ଲିଭାଇବ ରୋବୋ: ଖର୍ଚ୍ଚ ହେବ କମ୍‌ ପାଣି

ଅହମ୍ମଦାବାଦ୍‌, ୨୫।୧: ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଥାଏ। ତେବେ ଅହମ୍ମଦାବାଦ୍‌ ଦମକଳ ବିଭାଗ ପକ୍ଷରୁ ଏବେ ଏହି କାର୍ଯ୍ୟରେ ରୋବୋକୁ ନିୟୋଜିତ...

ରାହୁଲ ମୁହଁ ଖୋଲିଲେ: ସରକାରଙ୍କ ନିଷ୍ପତ୍ତିି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସୃଷ୍ଟି କରିଛି ବିପଦ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଙ୍ଗଳବାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି...

ଭାଜପାରୁ ବହିଷ୍କୃତ ହେଲେ ଅଭିଯୁକ୍ତ ବିଧାୟକ କୁଲଦୀପ ସେନ୍‌ଗାର

ଲକ୍ଷ୍ନୌ,୧।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଭାଜପା ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଭାଜପାରୁ ବହିଷ୍କାର କରାଯାଇଛି। ସୂଚନା ଅନୁଯାୟୀ, ଭାଜପାର ପ୍ରଦେଶ ଅଧ୍ୟକ୍ଷ...

ଆତଙ୍କବାଦୀଙ୍କ ଗୁଳିରେ ଠିକାଦାର ମୃତ

ଶ୍ରୀନଗର,୧୦ା୨(ପି.ଟି.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ରବିବାର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ସାଧାରଣ ନାଗରିକ ନିହତ ହୋଇଛନ୍ତି। ସେ ହେଲେ ତ୍ରାଲ ଅଞ୍ଚଳର ଠିକାଦାର ଗୁଲାମନବୀ ମୀର।...

ଗଛରେ ଆର୍ବିଭାବ ହେଲା ଭଗବାନଙ୍କ ଆକୃତି: ଲୋକେ ଏହାକୁ କରିଦେଲେ ମନ୍ଦିର

କୋଏମ୍ବାଟୁର,୧୭।୬: ତାମିଲନାଡୁର କୋଏମ୍ବାଟୁରରେ ଏକ ରାସ୍ତାକଡ଼ରେ ଥିବା ଗୁଲମୋହର ଗଛରେ ଭଗବାନଙ୍କ ଗଣେଷଙ୍କ ଆକୃତି ଦେଖି ଲୋକେ ଏହାକୁ ପୂଜା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ,...

ଫେସ୍‌ବୁକ୍‌ ସହିତ ଆଧାର ସଂଯୋଗ ପ୍ରସଙ୍ଗ: ସରକାର ୩ ସପ୍ତାହ ମଧ୍ୟରେ ସୁପ୍ରିମ୍‌କୋର୍ଟକୁ ଦେବେ ପରାମର୍ଶ

ନୂଆଦିଲ୍ଲୀ,୨୪।୯: ଫେସ୍‌ବୁକ୍‌ରେ ବିଭିନ୍ନ ବିଭ୍ରାନ୍ତିକର ଖବର ପ୍ରସାର ହେବାଯୋଗୁ ଦେଶର ସ୍ଥିତି ସଙ୍କଟ ଦେଇ ଗତି କରିବା ସହିତ ବହୁ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି...

ଇଦ୍‌ ଅବସରରେ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେଲେ ଭାରତୀୟ ସେନା

ଅମୃତସର,୫।୬: ପଞ୍ଜାବ ଅମୃତଶରର ଅଟାରୀ ଓ୍ବାଘା ସୀମାରେ ଭାରତୀୟ ସେନା ଇଦ୍‌ ଅବସରରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ସାରା ବିଶ୍ୱରେ...

Leave a comment

Your email address will not be published. Required fields are marked *