Posted inଖେଳ

କାତାରରେ କ୍ଲବ ବିଶ୍ୱକପ୍

ପ୍ୟାରିସ, ୪୬(ଏଏଫ୍ପି)- ଫିଫା ବିଶ୍ୱକପ୍ର ପରବର୍ତ୍ତୀ ସଂସ୍କରଣ ୨୦୨୨ରେ କାତାରରେ ଅନୁଷ୍ଠିତ ହେବ ତେବେ ଏଥତ୍ପୂର୍ବରୁ ୨୦୧୯ ଓ ୨୦୨୦ କ୍ଲବ ବିଶ୍ୱକପ୍ କାତାରରେ ଅାୟୋଜିତ ହେବ ବୋଲି ଫୁଟ୍ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି ୨୦୨୨ ଫିଫା ବିଶ୍ୱକପ୍ ପୂର୍ବରୁ ଏହି ୨ଟି ଟୁର୍ନାମେଣ୍ଟ କାତାରର ଷ୍ଟାଡିୟମ ଓ ଇନ୍ଫ୍ରାଷ୍ଟ୍ରକଚର ପ୍ରସ୍ତୁତି ନେଇ ପରୀକ୍ଷା ସଦୃଶ ହେବ ପ୍ରତିବର୍ଷ ଅନୁଷ୍ଠିତ ହେଉଥତ୍ବା କ୍ଲବ ବିଶ୍ୱକପ୍ର ୨୦୨୦ ସଂସ୍କରଣରେ ଶେଷଥର ପାଇଁ ୭ ଦଳ ଅଂଶଗ୍ରହଣ କରିବେ ଏହାପରବର୍ତ୍ତୀ ସଂସ୍କରଣରୁ କ୍ଲବ ଟିମ୍ ସଂଖ୍ୟା ୨୪କୁ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଅାଯାଇଛି ଉଲ୍ଲେଖଯୋଗ୍ୟ, ୨୦୧୦ରେ କାତାରକୁ ଫିଫା ବିଶ୍ୱକପ୍ ଅାୟୋଜନ ଅଧତ୍କାର ମିଳିଥତ୍ଲା


All Right Reserved By

Posted inଖେଳ

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ: ଭାରତ ପ୍ରଥମେ ତାଜିକିସ୍ତାନକୁ ଭେଟିବ

ନୂଆଦିଲ୍ଲୀ, ୧୦ା୬ (ପି.ଟି.)- ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦଠାରେ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଭାରତ ଏଥିରେ ତାଜିକିସ୍ତାନ...

ଏସିଆନ ଚାମ୍ପିୟନଶିପ୍‌ ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-ଦୋହାଠାରେ ଏପ୍ରିଲ ୨୧ରୁ ଆରମ୍ଭ ହେବାକୁଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ବୁଧବାର ଚୂଡ଼ାନ୍ତ ୪୩ ଜଣିଆ ଦଳ ଘୋଷଣା କରାଯାଇଛି।  ଏଥିରେ...

ଇର୍ଫାନ, ୧୦୦ ଅନ୍ୟ କ୍ରିକେଟରଙ୍କୁ ଜମ୍ମୁ-କଶ୍ମୀର ଛାଡିଯିବାକୁ କୁହାଗଲା

ନୂଆଦିଲ୍ଲୀ,୪।୮: ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ ଓ ୧୦୦ ଅନ୍ୟ କ୍ରିକେଟରଙ୍କୁ ଜମ୍ମୁ-କଶ୍ମୀର ଯଥାଶୀଘ୍ର ଛାଡିଯିବାକୁ କୁହାଯାଇଛି। କାଶ୍ମୀର ଉପତ୍ୟାକାରେ ଦେଖାଦେଇଥିବା ହିଂସା ଜନିତ ଅସ୍ଥିରତାକୁ...

ଲଦାଖରେ ସ୍ବାଧୀନତା ଦିବସ ପାଳିଲେ ଧୋନୀ

ଲେ,୧୫।୮- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଦେଶର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୭୩ତମ ସ୍ବାଧୀନତା...

ୟୁରୋ ହକି ଲିଗ୍‌ରେ ଖେଳିବେ ବାଲ୍ମୀକି, ହରଜିତ୍‌

ନୂଆଦିଲ୍ଲୀ,୨୪।୭(ପିଟି)- ଭାରତୀୟ ହକି ଖେଳାଳି ଦେବିନ୍ଦର ବାଲ୍ମୀକି ଓ ହରଜିତ ସିଂଙ୍କ ସହ ଡଚ୍‌ କ୍ଲବ ଏଚ୍‌ଜିସି ୨୦୧୯-୨୦ ସିଜନ ଲାଗି ଚୁକ୍ତି କରିଛି। କ୍ଲବ...

ଝୁହାଇ, ଚାଇନା ଓପନ୍‌ ଖେଳିବେ ମୁରେ

ଲଣ୍ଡନ, ୧୨ା୮ (ଏଏଫ୍‌ପି)-ଆସନ୍ତା ମାସରେ ଝୁହାଇ ଚାମ୍ପିୟନଶିପ୍‌ ଏବଂ ଚାଇନା ଓପନ୍‌ରେ ଖେଳିବେ ବ୍ରିଟିଶ ଟେନିସ ଖେଳାଳି ଆଣ୍ଡି ମୁରେ। ୭ ମାସ ପୂର୍ବେ ବିଶ୍ୱର...

କୋହଲି, ଶାସ୍ତ୍ରୀ ଫେରିବା ପରେ ପ୍ରଦର୍ଶନ ନେଇ ସମୀକ୍ଷା ହେବ

ଲଣ୍ଡନ,୧୩।୭(ପି.ଟି.)- ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କ୍ରିକେଟ ପ୍ରଶାସକ କମିଟି (ସିଓଏ) ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ନେଇ ତର୍ଜମା କରିବ। ଅଧିନାୟକ କୋହଲି ଓ ହେଡ୍‌...

ହରିୟାଣା ଝିଅ ଶାମିଆଙ୍କୁ ବିବାହ କରିବେ ପାକିସ୍ତାନ କ୍ରିକେଟର ହାସାନ

କରାଚି, ୩୧।୭ (ପି.ଟି.)- ପାକିସ୍ତାନ ଦ୍ରୁତ ବୋଲର ହାସାନ ଅଲି ଜଣେ ଭାରତୀୟ ଝିଅଙ୍କୁ ବିବାହ କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *