ତିଆନାନ୍‌ମେନ୍‌ ନରସଂହାରକୁ ପୂରିଲା ୩୦ ବର୍ଷ

ବେଜିଂ,୪।୬: ଚାଇନାର ରାଜଧାନୀ ବେଜିଂର ତିଆନାନ୍‌ମେନ୍‌ ଛକ ନରସଂହାରକୁ ମଙ୍ଗଳବାର ୩୦ ବର୍ଷ ପୂରଣ ହୋଇଛି। ୧୯୮୯ ଜୁନ୍‌ ୪ରେ ଏଠାରେ ସମବେତ ଛାତ୍ର କମ୍ୟୁନିଷ୍ଟ ଶାସକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଦେଶରେ ଗଣତନ୍ତ ଶାସନ ପାଇଁ ଦାବୀ ହୋଇଥିଲା। ତେବେ ସରକାର ସମବେତ ଛାତ୍ରଙ୍କୁ ହତ୍ୟା କରିଥିଲେ। ନିରସ୍ତ୍ର ଛାତ୍ରଙ୍କ ଉପରେ ଚାଇନା ଆର୍ମିର ଟ୍ୟାଙ୍କ ଚଢ଼ାଇ ଦିଆଯାଇଥିଲା। ଏହାର ସ୍ମୃତିରେ ଏଠାରେ ପରେ ଏକ ସ୍ମାରକୀ ନିର୍ମାଣ କରାଯାଇଥିଲା।


All Right Reserved By Dharitri.Com

ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ:ଆୟତୁଲ୍ଲା

ତେହେରାନ,୨୭ା୬: ଆମେରିକା ସହ ଆଣବିକ ଚୁକ୍ତିନାମା ରଦ୍ଦ ହେବା ପରେ ତେହେରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଆମେରିକା ସେନାର ଏକ ଡ୍ରୋନକୁ...

ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନ: ପୁଣି ବାଜି ମାରିଲେ ଜୋକୋ ଓ୍ବିଡୋଡୋ

ଜାକର୍ତ୍ତା, ୨୧।୫: ଇଣ୍ଡୋନେସିଆରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବାଜି ମାରିଛନ୍ତି ଜୋକୋ ଓ୍ବିଡୋଡୋ। ସେ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଭାଓ୍ବ ସୁବିଆଣ୍ଟୋଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟଥର...

ନବଜାତ ଶିଶୁପୁତ୍ରକୁ ଚାଷ ଜମିରେ ଜୀବନ୍ତ କବର ଦେଲେ କୁଆଁରୀ ମା’: କୁକୁର ରକ୍ଷା କଲା ଜୀବନ

ବ୍ୟାଙ୍କକ,୧୯।୫: ଥାଇଲାଣ୍ଡରେ ଜଣେ ୧୫ ବର୍ଷୀୟା କୁଆଁରୀ ମା’ ଲୋକ ଲଜ୍ୱାକୁ ଡରି ନବଜାତ ଶିଶୁପୁତ୍ରକୁ ଚାଷ ଜମିରେ ଜୀବନ୍ତ କବର ଦେଇଛନ୍ତି। ତେବେ ପୋଷା...

ଭାରତ ସପକ୍ଷରେ ୫୫ ରାଷ୍ଟ୍ର

ଜାତିସଂଘ,୨୭ା୬: ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ଆସନରେ ଭାରତର ସଦସ୍ୟତାକୁ ଚାଇନା, ପାକିସ୍ତାନ ସମେତ ୫୫ଟି ରାଷ୍ଟ୍ର...

ଶରୀରକୁ ସତେଜ ରଖିବା ପାଇଁ ଗାଧୋଇବାବେଳେ ଆପଣାନ୍ତୁ ଏହି ଉପାୟ…

ଗାଧୋଇବା ପରେ ପୁରା ଦିନ ଫ୍ରେଶ୍‌ ଲାଗେ ବୋଲି ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛି। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ...

ବିଦେଶୀ ମିଡିଆକୁ ଏଲ୍‌ଓସି ବୁଲାଇଲା ପାକ୍‌

ଇସ୍‌ଲାବାବାଦ,୩୦-୮ (ଆଇଏଏନ୍‌ଏସ୍‌):କଶ୍ମୀର ପ୍ରସଙ୍ଗରେ ବିଶ୍ୱବ୍ୟାପୀ ଡିଣ୍ଡିମ ପିଟି ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରୁଥିବା ପାକିସ୍ତାନ ଗୁରୁବାର ବିଦେଶୀ ମିଡିଆକୁ ନିୟନ୍ତ୍ରଣରେଖା (ଏଲ୍‌ଓସି) ବୁଲାଇଛି। ଏହାସହ ଭାରତ...

ହାର୍ଟ ଆଟାକ୍‌ ଆଶଙ୍କା ବି କମାଏ ଅଗରବତୀ…

ଅଗରବତୀ ଜାଳିବା ପଛରେ ଆଧ୍ୟାତ୍ମିକ କାରଣ ରହିଛି । ଅଗରବତୀ ଜଳାଇବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ମନରେ ଆଣିଥାଏ ଶାନ୍ତି ଆଉ ଏଥିଯୋଗୁ ପରିବେଶରେ...

ପୁଣି ସୌରମଣ୍ଡଳ ନବଗ୍ରହରେ ସାମିଲ୍‌ ହେଲା ପ୍ଲୁଟୋ

ଓ୍ବାଶିଂଟନ,୨୯।୮: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପୁଣିଥରେ ନବଗ୍ରହ ତାଲିକାରେ ପ୍ଲୁଟୋକୁ ସାମିଲ୍‌ କରାଯାଇଛି। ପୂର୍ବରୁ ୨୦୦୬ରେ ଏହା ସୌରମଣ୍ଡଳର ଗ୍ରହ ନୁହେଁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *