ସ୍କାଏଲାଇଟ୍‌ ଭାଙ୍ଗି ଡ୍ରେସ୍‌ ଦୋକାନରୁ ଲୁଟ୍‌ ଅଭିଯୋଗ

ବିଞ୍ଝାରପୁର ,୩ା୬(ଡି.ଏନ୍‌.ଏ.)- ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁନ୍ଦା ଛକରେ ଥିବା ଏକ ଡ୍ରେସ୍‌ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୋକାନର ପଛପଟେଥିବା ସ୍କାଏଲାଇଟ୍‌ ଭାଙ୍ଗି ଲୁଟେରାମାନେ ଲକ୍ଷାଧିକ ଟଙ୍କାର ଡ୍ରେସ୍‌ ଚୋରିକରି ନେଇଥିବା ସୋମବାର ମାଲିକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କର କୌଣସି ସୁରାକ ପାଇ ପାରି ନ ଥିବା ଜଣାପଡିଛି। ପ୍ରକାଶ ଯେ, ଚିକଣା ଗ୍ରାମର ପ୍ରଶାନ୍ତ କବି ଦୁଇ ବର୍ଷ ହେବ ମଇଁନ୍ଦା ଛକରେ ନନ୍ଦିନୀ କଲେକସନ ନାମରେ ଡ୍ରେସ୍‌ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି। ସୋମବାର ସକାଳେ ଦୋକାନ ଖୋଲିବାକୁ ଆସିଥିବାବେଳେ ଲୁଟ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏ ନେଇ ଥାନାରେ ଅଭିଯୋଗ କରିଥିଲେ।


All Right Reserved By

କେନ୍ଦ୍ରାପଡ଼ା ବିଧାନସଭା ଆସନରେ କଡ଼ା ଟକ୍କର

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ୪ର୍ଥ ରାଉଣ୍ଡ ଗଣତି ପରେ ବିଜେଡି...

ନାଳ ସେତୁର ସୁରକ୍ଷା ୱାଲ ଧସୁଛି

ଦଶପଲ୍ଲା,୧୧ା୬ (ଡି.ଏନ.ଏ.)- ଦଶପଲ୍ଲା ବ୍ଲକ ଅନ୍ତର୍ଗତ ପଙ୍କୁଆ-କଳସାଖମଣ ରାସ୍ତାର ନୂଆଗାଁସ୍ଥିତ ଠୁକେଇ ନାଳ ସେତୁର ୱିଙ୍ଗ୍‌ ବା ସୁରକ୍ଷା ଓ୍ବାଲ ଧସିବାରେ ଲାଗିଛି। ପ୍ରତିବର୍ଷ ବର୍ଷାରେ...

ଶୀତଳ ଭଣ୍ଡାର ନିର୍ମାଣ ପାଇଁ ବଢ଼ୁଛି ଦାବି: ବରୀ ନିର୍ବାଚନମଣ୍ଡଳୀ

ବରୀ,୫ା୬(ସ୍ବ.ପ୍ର.)- ବରୀ ନିର୍ବାଚନମଣ୍ଡଳୀ ୪୭ ପଞ୍ଚାୟତକୁ ନେଇ ଗଠିତ। ଏଠାରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିଲାବେଳେ ୮୦ ଭାଗ କୃଷି ଉପରେ ନିର୍ଭର...

ବାତ୍ୟା ପରେ ଦୁର୍ଦ୍ଦିନରେ ୩ ପରିବାର: ତୁରନ୍ତ ପାଲ ସହ ପକ୍କାଘର ଯୋଗାଇଦେବାକୁ ଦାବି

ବାଲିଆ,୯।୬: ଫନୀ ବାତ୍ୟାରେ ବାସହୀନ ହୋଇପଡ଼ିଥିବା ବିପନ୍ନ ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର କରିଥିବା ଘୋଷଣା ବିରିଡ଼ି ବ୍ଲକରେ ଏକପ୍ରକାର...

ଶ୍ରୀ ରାଧାକୃଷ୍ଣ, ମହାପ୍ରଭୁଙ୍କୁ ବ୍ରହ୍ମକମଳ ଅର୍ପଣ

ବୋଲଗଡ଼,୧୫ା୭(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ନୂତନ ସତ୍‌ସଂଘ ମନ୍ଦିର ପରିସରରେ ଶନିବାର ରାତିରେ ୫ଟି ବ୍ରହ୍ମକମଳ ଫୁଲ ଫୁଟିଥିଲା। ଏହା ଦେଖି ସତ୍‌ସଂଘ କେନ୍ଦ୍ରର ଶ୍ରଦ୍ଧାଳୁମାନେ ଆନନ୍ଦରେ...

ହୋଟେଲ ମାଲିକଙ୍କୁ ଗଳାକାଟି ହତ୍ୟା

କୋରେଇ,୮।୭(ସ୍ବ.ପ୍ର.): ଯାଜପୁର ଜିଲା ଏସ୍‌ପି ଅଫିସ୍‌ଠାରୁ ମାତ୍ର ୨୦୦ ମିଟର ଦୂର ପାଣିକୋଇଲି ବଜାରରେ ଥିବା ଏକ ହୋଟେଲରୁ ପୋଲିସ ରବିବାର ସକାଳେ ରକ୍ତ ଜୁଡୁବୁଡ଼ୁ...

ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ବସ୍ତି ବାସିନ୍ଦାଙ୍କ କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ

ଯାଜପୁର ରୋଡ,୨୯।୫(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଧୀନରେ ବାସ କରୁଥିବା ବିଭିନ୍ନ ଓ୍ବାର୍ଡର ଲୋକଙ୍କୁ ବାତ୍ୟା ଫନୀ ଲାଗି କ୍ଷତିପୂରଣ ଦାବିରେ ବୁଧବାର...

ବସନ୍ତ କୁମାର ବିଦ୍ୟାପୀଠର ବାର୍ଷିକ ଉତ୍ସବ: ମାଟ୍ରିକରେ ପ୍ରଥମ ୧୦ଜଣରେ ରହିଲେ ୧ଲକ୍ଷ ଟଙ୍କା ପୁରସ୍କାର

ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର)-ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ପଙ୍ଘୁଟିଏ ମଧ୍ୟ ସବୋର୍ଚ୍ଚ ଶିଖରରେ ପହଞ୍ଚତ୍ପାରେ ା ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଆବଶ୍ୟକ ଦୃଢ ମନୋବଳ ଓ ପ୍ରବଳ ଆମତ୍ବିଶ୍ୱାସ ା ବଡ଼...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *