Posted inଜାତୀୟ

ଦିଲ୍ଲୀରେ କୋଠା ଭୁଶୁଡ଼ି ୫ ମୃତ

ନୂଆଦିଲ୍ଲୀ,୨୬ା୧: ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଶନିବାର ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଛାତ୍ରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଛାତ୍ରମାନଙ୍କ ବୟସ ୧୦ରୁ ୧୫ ବର୍ଷ ମଧ୍ୟରେ। ସେମାନଙ୍କ ଶିକ୍ଷକ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ ୮ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିର୍ମାଣାଧୀନ ବିଲ୍ଡିଂରେ ଏକ କୋଚିଂ ସେଣ୍ଟର ଚାଲିଥିଲା। ଏବେ ବି ୩ ଜଣ ଛାତ୍ର ନିଖୋଜ ଥିବା ଦିଲ୍ଲୀ ଅଗ୍ନିଶମ ବିଭାଗ ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି। କୋଠା ଭୁଶୁଡ଼ିବା ଖବର ପାଇଁ ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ପହଞ୍ଚତ୍ଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି।


All Right Reserved By Dharitri.Com

ଭାଜପା ମୁଖ୍ୟାଳୟରେ ଦଳାଚକଟା ସ୍ଥିତି:ଠେଲାପେଲାରେ ବହୁ ଆହତ

ନୂଆଦିଲ୍ଲୀ,୨୪-୫(ପି.ଟି.):ନିର୍ବାଚନ ଫଳାଫଳ ଆସିବା ପରେ ରାଜଧାନୀ ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ହଜାର ହଜାର ସଂଖ୍ୟାରେ ଲୋକେ ରୁଣ୍ଡ ହେବାରୁ ସେଠାରେ ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି...

ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍‌କା

ଡେରାଡୁନ,୧୨।୧୧: ଉତ୍ତରାଖଣ୍ଡ ପିଥରାଗଡ଼ ଜିଲାର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ପିଥରାଗଡ଼...

ଖାପ୍‌ ପଞ୍ଚାୟତରେ ତାଲିବାନୀ ଶାସନ: ପ୍ରେମୀଯୁଗଳଙ୍କୁ ମୂତ୍ର, ଗୋବର ଖାଇବାକୁ ନିର୍ଦ୍ଦେଶ

ଝାନ୍ସି,୮ା୨: ଉତ୍ତରତପ୍ରଦେଶରେ ଖାପ୍‌ ପଞ୍ଚାୟତର ତାଲିବାନୀ ଶାସନ ଥମିବାର ନାଁ ଧରୁନି। ଦୈନିକ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି। ଖାପ୍‌ ପଞ୍ଚାୟତ ନେଉଥିବା ନିଷ୍ପତ୍ତିକୁ...

ପ୍ରଧାନମନ୍ତ୍ରୀ ଦୌଡ଼ରେ ମୁଁ ନାହିଁ: ଶାହ

ନୂଆଦିଲ୍ଲୀ,୧୮।୧୨: ପ୍ରଧାନମନ୍ତ୍ରୀ ଦୌଡ଼ରେ ନ ଥିବା କଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତିି। ଏକ ସାକ୍ଷାତ୍‌କାରରେ ଶାହ ଏହା ପ୍ରକାଶ କରିଛନ୍ତି। ଦଳରେ ବହୁ...

୧୫ ମିନିଟ୍‌ ମଧ୍ୟରେ ଚା’ ପିଉଥିବାବେଳେ କ୍ଷମତାକୁ ଆସିଗଲା କେଜରିଓ୍ବାଲଙ୍କ ସରକାର

ନୂଆଦିଲ୍ଲୀ,୧୧।୨: ମାତ୍ର ୧୫ ମିନିଟ୍‌ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର କ୍ଷମତା ଦଖଲ କରିଥିବା ଖବର ପ୍ରକାଶିତ ହୋଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ...

ବଳାତ୍କାର ଉଦ୍ୟମ ପଡ଼ିଲା ମହଙ୍ଗା

ପ୍ରୟାଗରାଜ,୨୫।୬: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଦିନକୁ ଦିନ ବଳାତ୍କାର ମାମଲା ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଖିରି ଥାନା ଅନ୍ତର୍ଗତ...

୧୫ ଲକ୍ଷ କୋଟିର କୃଷି ଋଣ

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ଦେବା ପାଇଁ ଯୋଜନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ...

ବିବାହରେ ବ୍ୟସ୍ତ ଥିବା ଯୋଗୁ ସଂସଦ ପହଞ୍ଚିଲେନି ନୁସରତ: ଟ୍ରୋଲର କହିଲେ କେବେ ନେବ ଶପଥ

କୋଲକାତା,୨୪।୬: ଅଭିନେତ୍ରୀରୁ ଏମ୍‌ପି ହୋଇଥିବା ନୁସରତ ଜହାଁ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ଜୁନ ୧୯ରେ ତୁର୍କୀର ବୋଡ୍ରମ ସହରରେ ବିବାହ କରିଛନ୍ତି। ବିବାହ ସମୟର...

Leave a comment

Your email address will not be published. Required fields are marked *