ଆଇଡିବିଆଇର ନୂଆ ବ୍ୟବସ୍ଥା

ଭୁବନେଶ୍ୱର,୨୧।୪: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଖାତା ଖୋଲିବା ପାଇଁ ମୋବାଇଲ ଏବଂ ଓ୍ବେବ ଭିତ୍ତିକ ଇଣ୍ଟରଫେସକୁ ଉନ୍ମୋଚନ କରାଯାଇଛି। ଗ୍ରାହକମାନେ ଆଧାର,କ୍ୟୁ ଆର୍‌ କୋଡ ବ୍ୟବହାର କରି ଏକ ଅନୁକୂଳ ଇଣ୍ଟରଫେସରେ ସେମାନଙ୍କ ଖାତା ଖୋଲି ପାରିବେ। ଏହାକୁ ଆକ୍ଟିଭେଟ ମଧ୍ୟ କରିପାରିବେ। ଏହି ଇଣ୍ଟରଫେସର ଲାଭ ହେଉଛି ଏଥିରେ କାଗଜପତ୍ର କାମ କରିବାକୁ ପଡିବନି। ମାତ୍ର କିଛି ମିନିଟରେ ଖାତା ଖୋଲିଯିବ। ଏହା ଗ୍ରାହକଙ୍କୁ ଉନ୍ନତ ଅନବୋର୍ଡିଂ ଅନୁଭୂତି ପ୍ରଦାନ କରିବ। ସେହିଭଳି ଖାତା ଖୋଲିବା ନିମନ୍ତେ ଟର୍ଣ୍ଣ ଆରାଉଣ୍ଡ ସମୟ ବହୁତ କମିଯିବ।


All Right Reserved By Dharitri.Com

ବଜେଟକୁ ଅପେକ୍ଷା ନ କରି ବିଭିନ୍ନ ପଦକ୍ଷେପ ନିଆଯାଉଛି: ନିର୍ମଳା

ନୂଆଦିଲ୍ଲୀ,୬-୧: ବିଭିନ୍ନ କ୍ଷେତ୍ର ସାମ୍ନା କରୁଥିବା ସମସ୍ୟାକୁ ବିଚାର କରି ସରକାର ପଦକ୍ଷେପ ନେଉଛନ୍ତି। ଏଥି ଲାଗି ବଜେଟ ଯାଏ ଅପେକ୍ଷା କରାଯାଉନାହିଁ ବୋଲି ଅର୍ଥମନ୍ତ୍ରୀ...

ବ୍ୟାଙ୍କିଙ୍ଗ ସଂସ୍କାର,ମିଶ୍ରଣ ନେଇ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୦-୬: ଆଗାମୀ ବଜେଟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସଂସ୍କାର ଏବଂ ବ୍ୟାଙ୍ଗ ମିଶ୍ରଣ ନେଇ ବିଭିନ୍ନ ପଦକ୍ଷେପ ଉପରେ ସରକାର ଘୋଷଣା କରିପାରନ୍ତି। ଦେଶର ଅର୍ଥନୀତିକୁ...

ଇସ୍ପାତ ପ୍ରଡକ୍ଟ ପରିବହନରେ ଟାରିଫ ହ୍ରାସ ହେଉ:ଆଇସିିସି

ଭୁବନେଶ୍ୱର,୩-୧୧: ଦେଶରେ ଗଛିତ ଥିବା ମୋଟ ଖଣିଜ ମଧ୍ୟରୁ ଅତି ସ୍ବଳ୍ପ ଭାଗ ଏବେ ଉତ୍ତୋଳନ ହେଉଛି। ଏହି ପ୍ରକ୍ରିୟା ତ୍ୱରାନ୍ବିତ ହେବାର ଆବଶ୍ୟକତା ରହିଛି।...

ଇଣ୍ଡିଗୋ ବିବାଦରେ ନୂଆ ମୋଡ;ପ୍ରମୋଟର ଗଙ୍ଗଓ୍ବାଲଙ୍କୁ ଜେରା କରିବ ବୋର୍ଡ

ନୂଆଦିଲ୍ଲୀ,୧୬-୭: ଇଣ୍ଡିଗୋ ଏୟାରଲାଇନ୍‌ ପ୍ରମୋଟରଙ୍କ ବିବାଦ ଏବେ ନୂଆ ମୋଡ ନେଇଛି। ଅସନ୍ତୁଷ୍ଟ ଜଣେ ପ୍ରମୋଟରଙ୍କ ପତ୍ରରୁ ସୃଷ୍ଟି ହୋଇଥିବା ଏହି ବିବାଦ ଏବେ ଗମ୍ଭୀର...

ଜେଟ୍‌ର ୨୦୦୦ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦେବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୩-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ସ୍ପାଇସ୍‌ଜେଟ୍‌ ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ। ସ୍ପାଇସ୍‌ଜେଟ୍‌ ସିଏମ୍‌ଡି ଅଜୟ...

ନୂଆ ପ୍ରିପେଡ କାର୍ଡ ଆଣିବାକୁ ଆର୍‌ବିଆଇର ପ୍ରସ୍ତାବ

ମୁମ୍ବାଇ,୬-୧୨: କେନ୍ଦ୍ରୀୟ ବ୍ୟାଙ୍କ ନୂଆ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ) ଲାଗୁ କରିବାକୁ ପ୍ରସ୍ତାବ ଦେଇଛି। ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ଏବଂ ସେବା...

ଖଦିର ସ୍ବତନ୍ତ୍ର ବର୍ଗୀକରଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୭-୧୧: ବିଭିନ୍ନ ଉତ୍ପାଦର ରପ୍ତାନି ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ବର୍ଗୀକରଣ ତାଲିକାରେ ଖଦି ସ୍ଥାନ ପାଇଛି। ଚଳିତ ମାସ ୪ ତାରିଖରେ...

ନିର୍ମଳାଙ୍କ ହାତରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୧। ୫: ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ମୋଦିଙ୍କ ପ୍ରଥମ ପାଳିରେ ସେ ବାଣିଜ୍ୟ ଓ ଉଦ୍ୟୋଗ, ପ୍ରତିରକ୍ଷା...

Leave a comment

Your email address will not be published. Required fields are marked *