Posted inଜାତୀୟ

ଲୋକ ସଭା ଅଧିବେଶନ ଲାଗି ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ଜୋଷୀ

ବେଙ୍ଗାଲୁରୁ,୩ା୬(ପି.ଟି.): ଲୋକ ସଭା ଅଧିବେଶନ ସୁରୁଖୁରୁରେ ଚଳାଇବା ଲାଗି ନବନିଯୁକ୍ତ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ବିରୋଧୀ ଦଳଗୁଡିକର ସହଯୋଗ ଲୋଡିଛନ୍ତି। ସମସ୍ତ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି। ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୫ରେ ବଜେଟ ଉପସ୍ଥାପନ କରାଯିବ। ମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ ପରେ ବେଙ୍ଗାଲୁରୁ ଗସ୍ତରେ ଯାଇଥିବା ଜୋଷୀ କହିଛନ୍ତି ଲୋକ ସଭାରେ ବିତର୍କ ଓ ଆଲୋଚନା ହେବା ଉଚିତ। ପ୍ରତିରୋଧ କରାଯିବା ଉଚିତ ନୁହେଁ। ଜନାଦେଶ ପରେ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କାମ କରିବା ଲାଗି ସେ ଅନୁରୋଧ କରିଛନ୍ତି।


All Right Reserved By

ରାହୁଲଙ୍କ ପରାଜୟକୁ ନେଇ ମୁହଁ ଖୋଲିଲେ ମାନେକା: କହିଲେ, ‘ରାଜନୀତି ପିଲାଖେଳ ନୁହେଁ’

ନୂଆଦିଲ୍ଲୀ, ୨୪।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପରମ୍ପରାଗତ ଆସନ ଅମେଠିରୁ ପରାଜିତ ହୋଇଛନ୍ତି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଖୁଡୀ ତଥା ଭାଜପା...

ଡାକ୍ତରଙ୍କୁ ପିଟି ହତ୍ୟା: ୨୧ ଗିରଫ

ଗୁଆହାଟୀ,୩ା୯: ଦେଶରେ ଗତ କିଛି ବର୍ଷ ମଧ୍ୟରେ ଭିଡ଼ ହିଂସା ବୃଦ୍ଧି ପାଇଛି। ଆସାମର ଜୋର୍‌ହାଟରେ ଥିତ୍ବା ଏକ ଚା’ ବଗିଚାରେ ଜଣେ ଡାକ୍ତରଙ୍କୁ ଉତ୍ତ୍ୟକ୍ତ...

ବରିଷ୍ଠ ନେତାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ

ଲକ୍ଷ୍ନୌ,୩ା୬(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍‌ପି)ର ପରାଜୟ ପରେ ଦଳ ଶିକ୍ଷାଲାଭ କରିଛି। ଏବେ ଭାଇ ଶିବପାଲ୍‌ ଯାଦବଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଦଳକୁ ଫେରାଇ...

ଲ୍ୟାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ

ଲକ୍ଷ୍ନୌ,୨୭।୮: ଉତ୍ତରପ୍ରଦେଶର ଅଲୀଗଡ଼ରେ ଚାର୍ଟଡ କମ୍ପାନୀର ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ଧନୀପୁର ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରୁଥିବା ସମୟରେ ଏକ ବିଦ୍ୟୁତ୍‌...

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ଲଣ୍ଡନରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୭।୬: ଏୟାର ଇଣ୍ଡିଆର ବିମାନ ୧୯୧ ମୁମ୍ବଇ-ନ୍ୟୁୟର୍କ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ବିମାନଟିକୁ ଲଣ୍ଡନର ଷ୍ଟାଣ୍ଟେଡ ବିମାନ ବନ୍ଦରରେ ଜରୁରୀ ଅବତରଣ...

ଏମ୍‌ଆର୍‌ଆଇ ମେଶିନରେ ରୋଗୀଙ୍କୁ ରଖି ଭୁଲିଗଲେ ଟେକ୍ନିସିଆନ୍‌

ପଞ୍ଚକୁଲା,୨୩।୯: ହରିୟାଣାର ପଞ୍ଚକୁଲାରେ ଜଣେ ବରିଷ୍ଠ ନାଗରିକଙ୍କୁ ଏମ୍‌ଆର୍‌ଆଇ ମେଶିନରେ ରଖି ଟେକ୍ନିସିଆନ ଭୁଲିଯିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଘଟିଛି ସେକ୍ଟର...

ଟୋଲ୍‌ ପ୍ଲାଜା କର୍ମଚାରୀଙ୍କୁ ମାଡ଼ ମାରିଲେ ଭାଜପା ଏମ୍‌ପିଙ୍କ ଅଙ୍ଗରକ୍ଷୀ

ଆଗ୍ରା,୭ା୭: ଭାଜପା ନେତାମାନଙ୍କ ହିଂସାକାଣ୍ଡକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେତାବନୀ ଦେବାର ୩ ଦିନ ପରେ ଦଳର ଜଣେ ଏମ୍‌ପିଙ୍କ...

ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ପରାକ୍ରମ ଉପରେ ଭିଡ଼ିଓ ଗେମ୍‌: ଜୁଲାଇ ୩୧ରେ ହେବ ରିଲିଜ୍‌

ନୂଆଦିଲ୍ଲୀ,୨୫।୭: ଭାରତୀୟ ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ପରାକ୍ରମ ଉପରେ ଏକ ଭିଡ଼ିଓ ଗେମ୍‌ ପ୍ରସ୍ତୁତ କରାଯାଇଛି। ଏହାର ରିଲିଜ୍‌ ଜୁଲାଇ ୩୧ରେ ହେବ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *